ଗୁଗଲ୍ ନିଜର ସର୍ଚ୍ଚ ଡୁଡୁଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ଗୁଗୁଲ୍ ତା’ର ଡୁଡୁଲ୍ ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ସମର୍ପଣ କରିଛି। ଆଜି ଗୁଗଲ୍ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କର ୧୩୩ତମ ଜନ୍ମଦିବସ ପାଳନ କରୁଛି। ମୁଥୁଲକ୍ଷ୍ମୀ ଭାରତର ପ୍ରଥମ ମହିଳା ବିଧାୟକ ହେବା ସହ ଶିକ୍ଷକ, ସର୍ଜନ ଓ ସମାଜ ସେବୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ ଲଢ଼ିଥିଲେ ଓ […]
‘ଫଟୋ ପଛର କାହାଣୀ‘ରେ ଆଜି ଆମେ ‘ମୋନାଲିସା’ ପେଣ୍ଟିଂ ବିଷୟରେ ଜାଣିବା। ବିଶ୍ୱର ସବୁଠାରୁ ଦାମୀ ଓ ରହସ୍ୟମୟ ପେଣ୍ଟିଂ ହେଉଛି ‘ମୋନାଲିସା’ ପେଣ୍ଟିଂ। ଏହାର ରହସ୍ୟମୟ ଦିଗଟି ହେଉଛି, ପେଣ୍ଟିଂକୁ ବିଭିନ୍ନ ଆଙ୍ଗଲ୍ରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଣ୍ଟିଂଟି ବାରମ୍ବାର ଆକ୍ରମଣର ଶିକାର ହୋଇଛି। କେତେବେଳେ ଏହାକୁ ଏସିଡ ମାଡ଼ ହୋଇଛି ତ ଆଉ କେତେବେଳେ ଏହି ପେଣ୍ଟିଂକୁ ପଥର ଫିଙ୍ଗାଯାଇ […]
ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ […]
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି ଜଣେ ଯୁବଲେଖିକା
ପାଟଣା: ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍ ରୋଶନଙ୍କ ଅଭିନିତ ଫିଲ୍ମ ‘ସୁପର-୩୦’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ସଫଳ ଶିକ୍ଷାବିତ୍ ତଥା ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ। ଯିଏ କି ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ଫ୍ରି କୋଚିଂ ସେଣ୍ଟର୍ ଆରମ୍ଭ କରିଥିଲେ। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ […]
ଚୁମ୍ବନରେ ରହିଥାଏ ସ୍ନେହ, ଶ୍ରଦ୍ଧା, ଭଲ ପାଇବାର ସ୍ପର୍ଶ। ହେଲେ ଜାଣନ୍ତି, ଏହି ଚୁମ୍ବନ ପଛରେ ଥିବା ବୈଜ୍ଞାନିକ ରହସ୍ୟ ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ,୧୦ ସେକେଣ୍ଡର କିସ୍ରେ ୮ କୋଟି ବ୍ୟାକ୍ଟେରିଆ ଆମେ ପରସ୍ପର ସହ ବାଣ୍ଟିଥାଉ। ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଜ୍ଞାନସିଦ୍ଧ। ତେବେ ଗୋଟିଏ କଥା ଆମକୁ ମାନିବାକୁ ପଡ଼ିବ, ଚୁମ୍ବନରେ ଆମକୁ ଲାଭ ମିଳିଥାଏ…କିଛି କ୍ଷତି ବି ସହିବାକୁ ପଡ଼ିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ, କିସିଂ ବା […]
ସେଇ ସନ୍ଥ, ଯାହାଙ୍କର ସାରା ଜୀବନ ବିତିଗଲା ନିରାଡ଼ମ୍ବରରେ। ସେଇ ବୈଜ୍ଞାନିକ, ଯିଏ ରସାୟନ ବିଜ୍ଞାନରେ ଗବେଷଣା କରି ପାଇଥିଲେ ସଫଳତା। ସେଇ ଚିକିତ୍ସକ, ରୋଗୀ ସେବା ଯାହାଙ୍କର ଥିଲା ଜୀବନବ୍ରତ। ସେଇ ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣଙ୍କ ଉପରେ ଲେଖିକା ସୁମିତ୍ରା ପାଢ଼ୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ୧୯୫୭ ମସିହାର କଥା । ସେତେବେଳକୁ ଭାରତ ମାତ୍ର ଦଶ ବର୍ଷ ତଳେ ସ୍ୱାଧୀନ ହୋଇଥାଏ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ସହର […]
ସେମାନେ ‘ଟ୍ରେସପାସରସ୍’। ଓଡ଼ିଆରେ କହିଲେ ଅନୁପ୍ରବେଶକାରୀ। ଜଣେ ନୁହେଁ, ଏହି ଟ୍ରେସପାସରସ୍ରେ ଅଛନ୍ତି ୧୦ ଜଣ। କେଉଁଠି ଏମାନେ ଅନୁପ୍ରବେଶ କରନ୍ତି ? କାହିଁକି ତାଙ୍କର ଏ ଅନୁପ୍ରବେଶ ? ଏହି ନୂଆ ଅନୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟ, ଆଦର୍ଶକୁ ନେଇ ପ୍ରସିଦ୍ଧ ଯୁବ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ହଠାତ୍ ଆମ ସରକାରଙ୍କୁ ଲାଗିଲା ଯେ, ଆମ ସହର ଗୁଡିକ ଅସୁନ୍ଦର ହେଇଯାଉଛନ୍ତି। ସହରକୁ ସର୍ବାଙ୍ଗ ସୁନ୍ଦର କରି ସଜେଇବାକୁ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଖାସ୍ […]
ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ । କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ […]
ବିଶ୍ୱକର୍ମା ଓ ଶୂଦ୍ର ନାରୀ ଔରସରୁ ଜନ୍ମିତ ନଅ ଜାତି ଭିତରୁ ଚିତ୍ରକର ଗୋଟେ ଜାତି । ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଚିତ୍ରଶିଳ୍ପୀଙ୍କୁ ଶୂଦ୍ର ଭାବରେ ଦେଖାଯାଏ । ବିଶ୍ୱକର୍ମାଙ୍କ ସନ୍ତାନ ଭାବରେ ସେମାନଙ୍କୁ ଗୋଟିଏ ପଟରେ ସମ୍ମାନ ଦିଆଯାଏ ଓ ଅନ୍ୟ ପଟରେ ଶୂଦ୍ର ମା’ ପାଖରୁ ଜନ୍ମ ବୋଲି ତଳିଆ କରି ଦେଖାଯାଏ
ରାଜସ୍ଥାନ : ନର୍ସରୀ ବ୍ୟବସାୟ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଯୁବକ । ୪ ବର୍ଷ ପୂର୍ବେ ବ୍ୟବସାୟ କରିବାକୁ ଚାକିରି ମେ।ହ ତ୍ୟାଗ କରି ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ସଫଳ ହେଲେ । ରାଜସ୍ଥାନର ଉଦୟପୁର ଜିଲ୍ଲା ନିବାସୀ ଆକାଶଦୀପ ବୈଷ୍ଣବ ନର୍ସରୀ ବ୍ୟବସାୟ କରନ୍ତି । ତାଙ୍କ ନର୍ସରୀରେ ୨ ହଜାରରୁ ଅଧିକ ପ୍ରକାରର ଚାରା ଦେଖିବାକୁ ମିଳେ । କଠିନ ପରିଶ୍ରମ କରି ତିନିରୁ ଚାରି […]
୨୦୨୦ର ସ୍ମୃତି, ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ତାଜା ରହିବ। କିଛି ଖଟା ଓ କିଛି ମିଠାର ଅନୁଭୂତି ନେଇ ଆଗକୁ ବଢ଼ୁଛି ମଣିଷ ସମାଜ । ଅଦୃଶ୍ୟ ଭାଇରସ୍ ଭୟ ସତ୍ତ୍ୱେ ସକରାତ୍ମକ ଦିଗରେ ଚିନ୍ତା କରିବା ମଣିଷର ସାଧାରଣ ପ୍ରବୃତ୍ତି । ଏ ବର୍ଷର ସ୍ମୃତି ସମସ୍ତଙ୍କର ମନରେ ରହିବ । ଭୁଲିବା ପାଇଁ ଚେଷ୍ଟା କଲେ ବି ଭୁଲି ହେବନି । ତେବେ କରୋନା କାଳର ଅସହାୟତାକୁ ମନେ ରଖିବା ଅପେକ୍ଷା ସଫଳତା […]
ଗାଈ ଗୁହାଳରୁ ସେସନ କୋର୍ଟର ଜଜ୍। ଗୁହାଳରେ ପାଠ ପଢ଼ି ବିଚାରପତି ହେଲେ ଅଭାବୀ ବାପାର ଗୁଣମତୀ ଝିଅ। ସବୁ ବାଧାବିଘ୍ନକୁ ଆଡ଼େଇ ଉଦୟପୁରର ସୋନଲ ଶର୍ମା ଲେଖିଲେ ସଫଳତାର କାହାଣୀ। ଘର ଘର କ୍ଷୀର ବାଣ୍ଟିବ। ସହ ଖତରେ ଲଟପଟ ହୋଇ ଗୁହାଳ ସଫା କରୁଥିବା ଝିଅ ଯେ ଦିନେ ବିଚାରପତି ହେବ କିଏ ଜାଣିଥିଲା ? ମେଧାକୁ ପାଥେୟ କରି ଗାଈ ଗୁହାଳରୁ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସୋନଲ୍। ଉଦୟପୁରର ପ୍ରତାପନଗର ଅଞ୍ଚଳ […]
କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ । ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ । ହରିୟାଣା ହିସାରମଣ୍ଡି କିଶନଗଡ଼ ଗାଁରେ ହେ।ଇଛି ଏପରି ଚମତ୍କାର । ଚାଷୀ ବିଜେନ୍ଦ୍ର ଥେ।ରିଙ୍କ ଜମିରେ ଫଳିଛି ତରଭୁଜ ଆକାରର ଲେମ୍ବୁ । ଏତେ ବଡ଼ ଲେମ୍ବୁ କଥା ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହେ।ଇଯାଉଛନ୍ତି । କଥାଟି ଅବିଶ୍ୱନୀୟ ହେଲେ ମଧ୍ୟ ନିରାଟ ସତ । ଦେଖିବା ଲେ।କ ଘଡ଼ିଏ ଅଟକି ଯାଇ ଲେମ୍ବୁ ବଗିଚାକୁ ଚାହୁଁଛନ୍ତି ।
ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି । ବାମ ଗଣତାନ୍ତ୍ରିକ ମେଣ୍ଟରୁ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନ୍ତପୁରମ୍ ଜିଲ୍ଲାର ମେୟର ହେବେ । ଦଳର ଜିଲ୍ଲା ସମିତି ଓ ରାଜ୍ୟ ସମିତି ତାଙ୍କୁ ସଭ୍ୟପଦକୁ […]
ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ । ଆଉ ପରଦା ପଛର ନାୟକ ସାଜିଛନ୍ତି ଆହାନ୍ ଖାନ୍ । ପେଟ ପୂରାଇ ଦୁଇ ବେଳା ଦୁଇ ମୁଠା ଖାଇପାରୁନଥିବା ଲେ।କଙ୍କ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ୍ ନୁହଁନ୍ତି ଏହି ମହାନ୍ ମଣିଷ ଜଣକ । ମାନବ ସେବା ହିଁ ମାଧବ ସେବା, ଏହି କଥାକୁ ସେ ଭଲଭାବେ ଅନୁଭବ କରିପାରିଛନ୍ତି । ହଂକଂ ଜେ।ର୍ଡ଼ାନର ବୁମନଷ୍ଟ୍ରିଟରେ ଆହାନ ଆରମ୍ଭ କରିଛନ୍ତି ଏହି ଅଭିନବ ପ୍ରୟାସ । […]
ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି ଅନେକ ଆଶା ଥିଲା । ହେଲେ ନବବର୍ଷ ୨୦୨୧କୁ ନେଇ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବର୍ଷ ମଧ୍ୟ ବିଶ୍ୱ ଅନକ ପ୍ରାକୃତିକ ବିପର୍ଯ୍ୟୟର […]
ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ
ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ । କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ […]
ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି । ସଡ଼କ ଦୁର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି
ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି । ଏବେ ଅଯୋଧ୍ୟା, ବିଶାଖାପାଟଣା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ମାଟି ତିଆରି ସାମଗ୍ରୀ ଯୋଗାଇବା ସହ ରୁଗଣ ଅବସ୍ଥାରେ ଥିବା ମାଟିର କଳାକୁ ନୂଆ ପରିଚୟ ଦେଇଛନ୍ତି […]
ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ଏବଂ ସେୟାର ମଧ୍ୟ କରୁଛି । ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ ଥାନା ଭିତରକୁ […]
୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ – ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ […]
ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର । ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ । ନିୟମ ନମାନି ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ସରକାରୀ ବାସଭବନକୁ ବଳପୂର୍ବକ କବଜା କଲେ, ଜେ।ରିମାନା ସହ ଭଡ଼ା ଆଦାୟ କରାଯିବ ବେ।ଲି ସ୍ପଷ୍ଟ କରିଛନ୍ତି ସର୍ବେ।ଚ୍ଚ ନ୍ୟାୟାଳୟ […]