• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

111111
ମହିଳା କଲେକ୍ଟରଙ୍କ ଆଦର୍ଶରେ ପ୍ରଭାବିତ ହୋଇ ମାସକରେ ଆତ୍ମସମର୍ପଣ କଲେ ୧୨୫ ଆତଙ୍କୀ

କାବୁଲ:ଆଫଗାନସ୍ଥାନର ଜଣେ ମହିଳା ଆଇଏଏସ ଅଫିସରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆତଙ୍କବାଦ ସହ ଲଢୁଥିବା ଆଫଗାନସ୍ଥାନର ଶାନ୍ତି ଫେରାଇ ଆଣିବା ପାଇଁ ଏହି ମହିଳା ଅଫିସର ଜଣକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।  ଗୋଟିଏ ମାସରେ ସେ ୧୨୫ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି। ଏହି ଦକ୍ଷ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି ସଲିମା ମଜାରୀ। UAEର ଏକ ଖବରକାଗଜ ଦ ନାଶନାଲ ର ଏକ ରିପୋର୍ଟ ଅନୁଯାୟୀ, ସଲିମାଙ୍କୁ ଏଥିପାଇଁ ସ୍ଥାନୀୟ ପୋଲିସ ଟିମ୍‌ ଏବଂ […]

4
ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

ବାଙ୍କୀ: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ଉତ୍ତର ପାର୍ଶ୍ୱରେ ରହିଛି ଅନେକ ଗୁମ୍ଫା। ତେବେ ବାଙ୍କୀ ଡମପଡ଼ା ବ୍ଲକ୍ ପାଥପୁର ନିକଟରେ ରହିଛି ଏକ ବହୁପୁରାତନ ଗୁମ୍ଫା। ଯାହାର ନାଁ ପାଣ୍ଡବ ବଖରା। ଅନୁମାନ କରାଯାଏ ଏହା ୮ ହଜାର ଖ୍ରୀଷ୍ଟପୂର୍ବର ଗୁମ୍ଫା। କିନ୍ତୁ ଲୋକକଥା ଅନୁସାରେ  ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ଏହି ସ୍ଥାନରେ ଅଜ୍ଞାତବାସରେ ରହୁଥିଲେ ସେହି ଅନୁଯାୟୀ ଏହି ବଖରା ଗୁଡ଼ିକର ନାମକରଣ କରାଯାଇଛି। ଦ୍ୱାପର ଯୁଗର କଥା କୌରବଙ୍କ ଷଡ଼ଯନ୍ତ୍ରର ଶିକାର […]

3
ଜୋ ବାଇଡେନଙ୍କ ଘୋଷଣା; ‘ହୁ’ ସହ ପୁଣି ମିଶିବ ଆମେରିକା

ୱାଶିଂଟନ୍‌: ଚୀନ ସମର୍ଥନର ଅଭିଯୋଗ ଆଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଠାରୁ ଅଲଗା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ରାଷ୍ଟ୍ରପତି ଭାବେ ନର୍ବାଚିତ ହେବା ପରେ ହୁ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି ନବନିର୍ବାଚିତ ଜୋ ବାଇଡେନ। ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ବାଇଡେନ୍‌ ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସହ ମିଶି‌  ପୁଣିଥରେ ବିକାଶ ପଥରେ କାର୍ଯ୍ୟ କରିବେ ବୋଲି ସେ‌ ଘୋଷଣା କରିଛନ୍ତି। ଏନେଇ […]

night-curfue
୩ ସହରରେ ଲାଗିଲା ରାତ୍ରୀକାଳିନ କର୍ଫ୍ୟୁ

ଅହମଦାବାଦ: କରୋନା ଭାଇରସ ସଂଖ୍ୟା ବଢ଼ିବାରୁ ଗୁଜରାଟ ସରକାର ଗତକାଲି ଅହମଦାବାଦ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲେ। ଏବେ ଅହମଦାବାଦ ସହିତ ସୁରତ, ଭଦୋଦରା ଓ ରାଜକୋଟ୍‌ରେ ବି ରାତ୍ରୀକାଳିନ କର୍ଫ୍ୟୁ ଲଗାଇଛନ୍ତି ଗୁଜରାଟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ଏହି ୩ ସହରରେ ପାଇଁ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହେବ। ଏନେଇ ଶୁକ୍ରବାର ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ୍‌ ସୂଚନା ଦେଇଛନ୍ତି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ […]

remdeivir
ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା WHO

ୱାଶିଂଟନ: କରୋନା ଭାଇରସ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିବା ବାଇଟେକ୍ନୋଲୋଜି କମ୍ପାନୀ ଗିଲ୍‌ଡର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ତେବେ ଏହା ପୂର୍ବରୁ କରୋନା ରୋଗୀଙ୍କ ପାଇଁ ରେମଡେସିଭିର ବ୍ୟବହାର ନେଇ ମଧ୍ୟ ସତର୍କବାଣୀ ଜାରି କରିଥିଲା ‘ହୁ’। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ଅନୁସାରେ, ‘ହୁ’ ଗିଲ୍‌ଡ କମ୍ପାନୀର ରେମଡେସିଭିରକୁ ଔଷଧର ତଥାକଥିତ ପ୍ରାକ ଯୋଗ୍ୟତା(ପ୍ରି କ୍ୱାଲିଫିକେସନ ଲିଷ୍ଟ) ତାଲିକାରୁ ବାହାର କରିଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଖରିଦଦାରୀ […]

big boss 14
ପୁଣି ଅଡ଼ୁଆରେ ବିଗ୍‌ ବସ୍ ୧୪: ଏଜାଜ୍‌-ପବିତ୍ରାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ

ମୁମ୍ବାଇ: ପୁଣି ଅଡ଼ୁଆରେ ରିଅଲିଟି ଶୋ’ ବିଗ୍‌ ବସ୍‌। ଗତ ୨ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବିଗ୍‌ ବସ୍‌ ୧୪ ବିବାଦ ଘେରକୁ ଟାଣି ହୋଇଛି। ଏହି ଶୋ’କୁ ବ୍ୟାନ୍‌ କରିବା ପାଇଁ କରଣୀ ସେନା ନିର୍ମାତାଙ୍କୁ ନୋଟିସ୍‌ ପଠାଇଛନ୍ତି। ନିକଟରେ, ବିଗ୍‌ ବସ୍‌ ୧୪ର ଏକ ପ୍ରମୋରେ ଦେଖିବାକୁ ମିଳିଛି ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ ପରସ୍ପରକୁ ଗାଲରେ ଚୁମ୍ବନ ଦେଉଛନ୍ତି। ଯାହାକୁ ନେଇ ଏବେ ଅଡ଼ୁଆରେ ବିଗ୍‌ ବସ୍‌। ଏହି […]

tina-dabi
ଅଲଗା ହେବେ ବହୁ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି

ନୂଆଦିଲ୍ଲୀ: ଜଣେ ଥିଲେ ୟୁପିଏସ୍‌ସି ପରୀକ୍ଷାର ରାଙ୍କ-୧ରେ। ଆଉ ଜଣଙ୍କର ଥିଲା ରାଙ୍କ-୨। ଉଭୟ ଟ୍ରେନିଂ ସମୟରେ ପରସ୍ପର ପ୍ରେମରେ ପଡିଲେ ଆଉ ତ’ ପରେ ବିବାହ ପରି ଏକ ବଡ ନିଷ୍ପତ୍ତି ବି ନେଲେ। ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସରଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଲା। ଏଠି ଆଲୋଚନା ହେଉଛି ୟୁପିଏସସି ଟପ୍ପର ଟିନା ଡାବି ଏବଂ ୟିପିଏସ୍‌ସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଙ୍କ ସ୍ୱାମୀ ଅଥହର ଆମୀର […]

capture
ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ବନ୍ଧୁଙ୍କ ଫ୍ଲାଟ୍‌ରେ ପହଞ୍ଚିଲେ ସ୍ୱାମୀ, ଦେଖିଲେ...

ପୁଣେ: ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ ତାଙ୍କୁ ପାଦ ତଳୁ ମାଟି ଖସି ଯାଇଥିଲା। ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତି ଜଣକ। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ଠାଣେ ଜିଲ୍ଲା ଅମ୍ବରନାଥର ଏକ ଫ୍ଲାଟ୍‌ ଭିତରୁ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ […]