ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ଭାବରେ ପରିଗଣିତ ହୁଏ। ଐଶ୍ୱର୍ଯ୍ୟାଙ୍କ ସହ ଶାଶୂ ଜୟାଙ୍କର ମଧ୍ୟ ବେଶ୍ ଭଲ ସମ୍ପର୍କ ରହିଛି। ସେଥିପାଇଁ ଯେତେବେଳେ ସୁଯୋଗ ମିଳିଛି ଜୟା ବଚ୍ଚନ ବୋହୂ ଐଶ୍ଙ୍କ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ। ନିକଟରେ ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ ଜୟା ମୁଁ ଶାଶୂ ହେବା ପାଇଁ ଯାଉଛି। ମତେ ଗୋଟେ ସୁନ୍ଦର, ସଂସ୍କାରୀ ଏବଂ […]
ମୁମ୍ବାଇ: ଗୋଟିଏ ଛୋଟ ମ୍ୟାଗି ପ୍ୟାକେଟ ଭିତରେ ଥାଏ ଗୋଟିଏ ମସଲା । ହେଲେ ଯଦି ଏହା ଭିତରୁ ଯଦି ୨ଟି ମସଲା ପ୍ୟାକେଟ ମିଳିଲା ? ଖୁସି ତ ଲାଗିବ ନିଶ୍ଚୟ। ହେଲେ ଏମିତି ଖୁସି କେବେ ପାଇଛନ୍ତି କି ? ଆଇପିଏସ ମୋହିତ ଶର୍ମାଙ୍କ ପାଇଁ ଏମିତି ଖୁସି ନେଇ ଆସିଛି ଛୋଟ ମ୍ୟାଗି ପାକେଟ। ଇଏ ସେଇ ମୋହିତ ଶର୍ମା ଗର୍ଗ ଯିଏ କୌନ ବନେଗା କରୋଡ଼ପତି -୧୨ରେ ଏକ କୋଟି ଜିତିଛନ୍ତି। […]
ନୂଆଦିଲ୍ଲୀ: ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର ଏହି ବୀରପୁତ୍ରଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ। ତେବେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଅଟୋ ଚାଳକ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ନେଇ ସ୍ଥିର କରିଛନ୍ତି। ସେ ନିଜର ସମସ୍ତ ସଞ୍ଚିତ ଧନ ଏଥିପାଇଁ ସାରିଦେଇଛନ୍ତି। ୱେଷ୍ଟ ବେଙ୍ଗଲ ବସିରହାଟରେ ରୁହନ୍ତି ଅଜୟ କୁଡୁ। ତାଙ୍କ ଇଚ୍ଛା ଥିଲା ସେ ତାଙ୍କ ସହରରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ମହିଳା ହେଡ କନ୍ଷ୍ଟେବଲ୍ଙ୍କୁ ନେଇ ଚାଲିଛି ବେଶ ଚର୍ଚ୍ଚା । ଏହି କନ୍ଷ୍ଟେବଲ୍ଙ୍କ ନାମ ସୀମା ଢାକା। ସବୁରି ମୁହଁରେ ତାଙ୍କର ପ୍ରଶଂସା। ଜଣେ କି ଦୁଇ ଜଣ ନୁହେଁ, ନିଖୋଜ ଥିବା ୭୬ ଜଣଙ୍କୁ ସେ ଖୋଜି ଆଣି ପାରିଛନ୍ତି। ଏଥିପାଇଁ ରାଜଧାନୀ ଦିଲ୍ଲୀର ସୟମପୁର ପୋଲିସ ଥାନାରେ କାର୍ଯ୍ୟରତ ଏଇ ମହିଳା ହେଡ କନଷ୍ଟେବଲ ସୀମାଙ୍କୁ ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ (out-of-turn promotion) ଦିଆଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, […]
ମୁମ୍ବାଇ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ। ପ୍ରତ୍ୟେକ ନଭେମ୍ବର ୧୯ ତାରିଖ ଦିନ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ। ପ୍ରଥମ ଥର ୨୦୦୭ ମସିହାରେ ଭାରତରେ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ ଇଣ୍ଡିଆନ ଫ୍ୟାମିଲି’ ପ୍ରଥମଥର ପାଇଁ ଭାରତରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରିଥିଲା। ତେବେ ଆଜି ପୁରୁଷ ଦିବସ ଉପଲକ୍ଷେ ସୋଶାଲ୍ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ସଂଖ୍ୟା କମ୍ ରହିଥିବା ବେଳେ […]
ଆପଣ ନିଶ୍ଚୟ ଗୋଟିଏ କଥା ଶୁଣିଥିବେ, ଯେତେବେଳେ ବି ଉପରବାଲା ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ସେମିତି କିଛି ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଜୋଶୁଆ ହୁତାଗଲଙ୍ଗୁ ନାମକ ଜଣେ ଇଣ୍ଡୋନେସିଆର ଯୁବକ ଯିଏକି କଫିନ୍ ତିଆରି କାମ କରିନ୍ତି ଏବଂ ଖୁବ୍ କମ୍ ଟଙ୍କା ରୋଜଗାର କରନ୍ତି ତାଙ୍କ ସହ ଏପରି କିଛି ଘଟିଛି। ଯାହାଫଳରେ ସେ କିଛି ମିନିଟ୍ ମଧ୍ୟରେ ସିଧାସଳଖ କାଙ୍ଗାଳରୁ କୋଟିପତି ହୋଇଯାଇଛନ୍ତି। ସେ ୧୦ କୋଟି ଟଙ୍କାର ମାଲିକ […]
ନୂଆଦିଲ୍ଲୀ: ସିବିଆଇର ତଦନ୍ତ ପରିସର କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ। କୌଣସି ରାଜ୍ୟରେ ଯଦି ସିବିଆଇ ତଦନ୍ତ ହୁଏ, ସେଥିପାଇଁ ସଂପୃକ୍ତ ରାଜ୍ୟର ସହମତି ଦରକାର। ନିଜେ ନିଜେ କେନ୍ଦ୍ର ସରକାର ସିବିଆଇର ଯାଞ୍ଚ ପରିସର ବଢ଼ାଇ ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ଏକ ମାମଲାରେ ସ୍ପଷ୍ଟ ଭାବେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ରାଜ୍ୟରେ ସିବିଆଇ ତଦନ୍ତ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ହେଉଛି କରୋନା। ଆଜି ଗୋଟିଏ ଦିନରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୭ ହଜାର ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଛି। ଏପଟେ ଗତ ୧୫ ଦିନ ମଧ୍ୟରେ ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଛି। ଦିଲ୍ଲୀରେ […]
ନୂଆଦିଲ୍ଲୀ: ଇସ୍ତଫା ଦେଲେ ନୀତୀଶଙ୍କ ୩ ଦିନିଆମନ୍ତ୍ରୀ। ୩ ଦିନ ପାଇଁ ଶିକ୍ଷା ମନ୍ତ୍ରୀ ହୋଇଥିବା ମେୱାଲାଲ୍ ଚୌଧୁରୀ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବାରୁ ବିରୋଧୀଙ୍କ ଚାପ ଯୋଗୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଅପରାହ୍ନରେ ମେୱାଲାଲ୍ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ନୀତୀଶଙ୍କୁ ମେୱାଲାଲ୍ ଇସ୍ତଫା ଦେବାକୁ କହିଥିଲେ। ରାଜ୍ୟପାଳ ମଧ୍ୟ ମେୱାଲାଲ୍ଙ୍କ ଇସ୍ତଫା ଗ୍ରହଣ […]