ଥିରୁଅନନ୍ତପୁରମ୍: କେରଳରେ ପୁଣି ଅମାନବୀୟ ଘଟଣା ! ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି, ପୁଣି ନିରୀହ ଜୀବଙ୍କ ପ୍ରତି ମଣିଷର ବର୍ବର ଆଚରଣ ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି, ଗୋଟିଏ କୁକୁର ମୁହଁକୁ ଖୁବ୍ ଟାଇଟ୍ କରି ବନ୍ଧା ଯାଇଛି ଯେ ମୁହଁରେ ଘା’ ହୋଇଯାଇଛି। ପ୍ରାୟ ୭ ଦିନ ଧରି ମୁହଁର ପଟକୁ ନେଇ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାକୁ ଉଦ୍ଧାର କରାଯାଇ ନାହିଁ। […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୫ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଆଜି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରଛି। ଗତ ୨୪ ଘଣ୍ଟାରେ ମଧ୍ୟରେ ପ୍ରାୟ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୫୭୯କୁ ବୃଦ୍ଧି ହୋଇଛି। ଏହାସହ ଗୋଟିଏ ଦିନରେ ୩୫୭ କରୋନା ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୮ ହଜାର ୧୦୨ରେ ପହଞ୍ଚିଛି। […]
ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା ଭୁଲି ପାରୁନି ପାକିସ୍ତାନ । ପରାଜୟର ନିଆଁରେ ଏବେ ବି କୁହୁଳୁଛି। ପ୍ରତିଶୋଧ ପାଇଁ ଏବେ ବି ମଉକା ଖୋଜୁଛି। ସେଥିପାଇଁ ଯୋଜନା ବି ଆରମ୍ଭ କରି ଦେଇଛି। ଜୋରଦାର ଚଲାଇଛି ଯୁଦ୍ଧାଭ୍ୟାସ। ହାଇ ମାର୍କ ଛଦ୍ମନାମରେ ଚାଲିଥିବା ଏହି ଯୁଦ୍ଧ ଅଭ୍ୟାସରେ ପାକିସ୍ତାନର ଲଢୁଆ ବିମାନ ସହ ଅନ୍ୟ ବିମାନ ସାମିଲ ହୋଇଛନ୍ତି । ବାଲାକୋଟ ଏୟାର ଷ୍ଟ୍ରାଇକ ପରି ଆକ୍ରମଣ ହେଲେ କିପରି ମୁକାବିଲା କରାଯିବ ସେଇ […]
ଗୌହାଟୀ: ଆସାମ ଅଏଲ ଇଣ୍ଡିଆର ନିଖୋଜ ଥିବା ଦୁଇଜଣ ଫାୟାର ଫାଇଟରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଥିବା ଅଏଲ ଇଣ୍ଡିଆ ଆସାମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତକ ଦ୍ୱୟ ଡିୟୁଟିରେ ଥିବା ବେଳେ ହିଁ ଗ୍ୟାସ ଲିକ୍ ଯୋଗୁ କୂଅରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ […]
ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଲାଗି ରହିଛି । ଏମିତି ଏକ ସମୟରେ ଚୀନ ଭାରତୀୟ ସେନାର ଯେପରି ତାରିଫ କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ’ଣ ଅଛି ଏହା ପଛର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଚୀନ ମିଲିଟାରୀ ଏକ୍ସପର୍ଟମାନେ କହିଛନ୍ତି, ଭାରତ ପାଖରେ ଦୁନିଆର ସବୁଠାରୁ ବଡ ଏବଂ ସବୁଠାରୁ ଅନୁଭୂତି ସମ୍ପନ୍ନ ସେନା ଅଛନ୍ତି ଯେଉଁମାନେ କି ମାଳଭୂମି ଏବଂ […]
ନୂଆଦିଲ୍ଲୀ:କୋଭିଡ୍-୧୯ ପାଇଁ ବଦଳିଲା କ୍ରିକେଟ ନିୟମ । କରୋନା ସଂକ୍ରମଣକୁ ନଜରରେ ରଖି ଆଇସିସି କିଛି ନିୟମରେ ସଂଶୋଧନ କରିଛି । ଗୋଟିଏ ପାର୍ଶ୍ୱକୁ ସୁୁଇଙ୍ଗ୍ କରିବା ପାଇଁ ବଲରେ ଲାଳ ବା ଛେପ ଲଗାଇବା ବାରଣ କରାଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୂର୍ଣ୍ଣ ଦଳକୁ ଦଣ୍ଡିତ ହେବାକୁ ପଡିବ । ପ୍ରଥମ ଦୁଇ ଥର ଓ୍ୱାର୍ଣ୍ଣିଂ ଦେବା ପରେ ମଧ୍ୟ ନମାନିଲେ ବ୍ୟାଟିଂ କରୁଥିବା ଦଳକୁ ଅଧିକ ୫ ରନ ମିଳିବ ।ସେହିପରି […]
ନୂଆଦିଲ୍ଲୀ:ପୂର୍ବ ଲଦାଖ ବର୍ଡର ପାଖରେ ତିନୋଟି ସ୍ଥାନରେ ଚୀନ-ଭାରତ ନିଜ ନିଜ ସେନାକୁ ପଛକୁ ହଟାଇଛନ୍ତି। ତେବେ ଭାରତ ଏକଥା ସ୍ପଷ୍ଟ କରଛି ଯେ, ଆଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ରେ ଉତ୍ତେଜନା ସେତିକିବେଳେ ହ୍ରାସ ପାଇବ ଯେତେବେଳେ ଚୀନ ତା’ର ସବୁ ସେନା ଅପସାରଣ କରିବ। ଚୀନ୍ ଭାରତ ସୀମାର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଟିଲରୀ ଏବଂ ଟେକ ରେଜିମେଣ୍ଟକୁ ମୁତୟନ କରିଛି। ବୁଧବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହୋଇଥିଲା। ତେବେ […]
ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଶିକ୍ଷାର ସୁବିଧା । ଏନ୍ସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ଡିଜିଟାଲ୍ ପାଠ୍ୟକ୍ରମ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ ଆଣ୍ଡ ଟ୍ରେନିଂ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ରୋଟାରୀ ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ […]