• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

curd
ଦହି ଖାଇ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ

ଆଜି ୨୦୨୦ ମସିହା, ଫେବୃଆରୀ ମାସ ୧୦ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

corona
ଦେଶରେ ଅଣାୟତ୍ତ କରୋନା, ଦିନକରେ ୯୮୮୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଅଣାୟତ୍ତ ହେଉଛି କରେନା । ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭କୁ ବୃଦ୍ଧି ପାଇଲାଣି।  ଗତକାଲି ଗୋଟିଏ ଦିନରେ ୯୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କ ମୃତ୍ୟୁ ଘଟିଛି। ବିଶେଷ କରି ଦିଲ୍ଲୀରେ ପରିସ୍ଥିତି ସାଂଘାତିକ ହୋଇଛି। ଏଠାରେ ଉହାନ ପରି ସ୍ଥିତି ଦେଖାଦେଲାଣି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଦିଲ୍ଲୀ ବର୍ତ୍ତମାନ ଦେଶର ୩ ନମ୍ବରରେ ରହିଛି। ଜୁନ୍‌ ୧ରୁ ଜୁନ୍‌ ୩ ମଧ୍ୟରେ […]

elephaant
ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ

ଥିରୁଅନନ୍ତପୁମ୍‌: କେରଳ ପଲକ୍କଡ ଜିଲ୍ଲାରେ  ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ ହୋଇଛନ୍ତି।  କେରଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେ.ରାଜୁ ଏହି ସୂଚନା ଦେଇଛନ୍ତି । ଗତକାଲି ଏ ସଂକ୍ରାନ୍ତରେ ରାଜ୍ୟ ସରକାରକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ସରକାର । ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷ ଦାବି କରିଥିଲେ । କେରଳ ବନ ବିଭାଗ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି […]

papper-spray
ସୁରକ୍ଷାକର୍ମୀଙ୍କ ଗୋଲମରିଚ ସ୍ପ୍ରେରେ ପୁଣି ଜଣେ କୃଷ୍ଣକାୟଙ୍କ ମୃତ୍ୟୁ

ନ୍ୟୁୟର୍କ: ପୋଲିସ ହେପାଜତ୍‌ରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କର ମୃତ୍ୟୁକୁ ନେଇ ସାରା ଆମେରିକା ଜଳୁଛି। ଏହି ସମୟରେ ଜମେଲ ଫ୍ଲୟଡ ନାମକ ଆଉ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ସହରରେ ଏକ ଫେଡେରାଲ ଜେଲ୍‌ରେ ଅଧିକାରୀମାନେ ଜଣେ କଏଦୀଙ୍କ ଉପରକୁ ନିର୍ଦ୍ଦୟ ଭାବେ ପେପର ସ୍ପ୍ରେ (ଗୋଲମରିଚ) କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବ୍ରୁକଲିନ୍‌ର ମେଟ୍ରୋପଲିଟାନ ନିରୋଧକ କେନ୍ଦ୍ରରେ ଜମେଲ ୨୦୧୯ ଅକ୍ଟୋବର […]

food
ଅସହାୟଙ୍କୁ ଅନ୍ନଦାନ କରନ୍ତୁ

ଆଜି ୨୦୨୦ ମସିହା, ଫେବୃଆରୀ ମାସ ୯ ତାରିଖ, ରବିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

police
ମାସ୍କ ପିନ୍ଧି ନ ଥିଲେ ବୋଲି ନିଲମ୍ବିତ ହେଲେ ଏଏସ୍‌ଆଇ

ନୂଆଦିଲ୍ଲୀ:କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା କରାଯାଇଛି ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଫାଇନ। ଏହି ନିୟମରୁ ବାଦ ପଡ଼ି ନାହାନ୍ତି ପୋଲିସ ଅଫିସର । ମାସ୍କ ପିନ୍ଧି ନ ଥିବାରୁ ଦିଲ୍ଲୀର ଜଣେ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଡିସିପି। ଡିସିପିଙ୍କର ଏପରି କଡା କାର୍ଯ୍ୟାନୁଷ୍ଠାନକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା। ଘଟଣା ହେଲା, କରୋନା ଗାଇଡଲାଇନ କିପରି ପାଳନ କରାଯାଉଛି କି ନାହିଁ, ସୋଶାଲ ଡିଷ୍ଟାନ୍ସିଂ ରହୁଛି କି ନାହିଁ ତାହା ଦେଖିବା ପାଇଁ […]

01
ହିରୋ ହେବାର ନିଶା: ଘର ଛାଡ଼ି ମୁମ୍ବାଇ ଟିକେଟ ବୁକ୍‌ କଲେ ୧୨ ବର୍ଷର ବାଳକ

ନୂଆଦିଲ୍ଲୀ: ରୂପେଲି ପରଦାରେ ହିରୋଙ୍କ ଗ୍ଲାମର ପିଲାକୁ କେମିତି ବାଟବଣା କରେ ତାହାର ଏକ ଉଦାହରଣ। ଫିଲ୍ମରେ ହରୋଙ୍କ କାର୍ଯ୍ୟକଳାପକୁ ଦେଖି ଦେଖି ବିଭୋର ହୋଇଯାଇଥିଲା କୋମଳମତି ପିଲାଟି। ପ୍ରତି ହିରୋଙ୍କ ଭିତରେ ସେ ନିଜକୁ ହିଁ ଦେଖୁଥିଲା ।  ହିରୋଙ୍କ ଗ୍ଲାମର, ଷ୍ଟଣ୍ଟ ଦେଖି ଧିରେ ଧିରେ ପିଲାଟି ମନରେ ହିରୋ ହେବାର ନିଶା ବଢିଗଲା। ହେଲେ କେମିତି ସେ ହେବ ହିରୋ ? ସେ ଏତିକି ଜାଣିଥିଲା, ହିରୋ ହେବାକୁ ହେଲେ ମୁମ୍ବାଇ ଯିବାକୁ […]