• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

how to take care of eyes
କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ...

ସବୁଆଡ଼େ କରୋନା ଭୟ। କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌। ତା ଭିତରେ କରୋନା ତା’ର ଏତେ ପ୍ରକୋପ ଦେଖାଇ ପାରି ନ ଥିଲା। ହେଲେ ଏବେ ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ହୁ ହୁ ହୋଇ ବଢିଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଏପଟେ ନା ବାହାରି ପାରିଛି ଔଷଧ ନା ଭାକ୍ସିନ। ତେଣୁ ଏପରି ପରିସ୍ଥିତିରେ ଆଗକୁ ଆହୁରି ସଙ୍କଟର ସମୟ ଆସୁଛି। ଏଥିପାଇଁ ଆମକୁ ଅଧିକ […]

Medication prepared for people affected by Covid-19, Remdesivir is a selective antiviral prophylactic against virus that is already in experimental use, conceptual image
ଏଇ ମାସ ଶେଷ ସୁଦ୍ଧା ବଜାରରେ ମିଳିବ ରେମଡେସିଭିର

ନୂଆଦିଲ୍ଲୀ: ଏଣିକି ମାର୍କଟରେ ଉପଲବ୍ଧ ହେବ  ରେମଡେସିଭିର ଔଷଧ। ଚଳିତମାସ ଶେଷ ସୁଦ୍ଧା ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ମହାମାରୀ କରୋନାକୁ କିଛି ମାତ୍ରାରେ ମାତ ଦେଇ ପାରୁଥିବା ଏହି ଆଣ୍ଟି ଭାଇରାଲ ଔଷଧର ଉପଲବ୍ଧି କଥା ଜାଣିବା ପରେ ଆଶ୍ୱସ୍ତି ମିଳିଛି। ତେବେ ଏହି ଔଷଧ କେବଳ ଜରୁରୀ ସ୍ଥିତିରେ କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଦିଆଯାଇ ପାରିବ । କିଛି ଦିନ ତଳେ ସର୍ତ୍ତମୂଳକ […]

ପଛରୁ ଛୁରା ମାରେ ଡ୍ରାଗନ୍_ (1)
ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ

ନୈନିତାଲ୍‌:‘ଚୀନ୍‌ ଉପରେ କେବେ ବି ବିଶ୍ୱାସ କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ। ବନ୍ଧୁତା ପାଇଁ ଆଗକୁ ହାତ ବଢାଇବା ଆଉ ପଛପଟୁ ଛୁରା ବି ଭୂଷିବ। ଏମିତି ପୂର୍ବରୁ ବି ହୋଇସାରିଛି। ଏବେ ମାମଲା ଆଲୋଚନା ମାଧ୍ୟମରେ ଯଦି ତୁଟୁନି ତେବେ ଭାରତକୁ କଠୋର ପଦକ୍ଷେପ ନେବାକୁ ପଡିବା‘ ଇଣ୍ଡୋ-ଚୀନ ସୀମାନ୍ତରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଶୋକ ପ୍ରକାଶ କରିବା ସହ ନିଜର ଅନୁଭୂତି ବଖାଣିଛନ୍ତି […]

modiji-............
ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି: ‘ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି‘

ନୂଆଦିଲ୍ଲୀ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀ ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି।  ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି। ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି କରିବା ଆମର ମୂଳ ଲକ୍ଷ୍ୟ। କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ। ଆଲୁମିନିୟମ, ସାର, […]

covid
କରୋନା ସ୍ଥିତି; ଦେଶରେ କେଉଁଠି କେମିତି ?

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା।  ଆଜି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି ।  ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି । ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ […]

jia khan
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସଲ୍‌ମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଜିଆ ଖାନ୍‌ଙ୍କ ମା’

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ଏଥି ସହିତ, ଅନେକ ଲୋକ ନିଜର ଖୋଲାମତ ଦେବାକୁ ଆଗେଇ ଆସିଛନ୍ତି । କିଛି ଲୋକ ସେମାନଙ୍କ ଉଦାସୀନତାକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି। ଏପରି ସମୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରବିନା ଆମିନ ଏକ ଭିଡିଓ ସେୟାର କରିଛନ୍ତି ।  ଏହି ଭିଡିଓରେ ସଲ୍‌ମାନ ଖାନଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଆଙ୍କ ମୃତ୍ୟୁ […]

ବେଳା ଖରାପ !
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବୋରିସ୍‌ ଜନସନ୍‌

ଲଣ୍ଡନ: ଲାଗୁଛି ଯେମିତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ବେଳା ଖରାପ ପଡ଼ିଛି ! କିଛି ଦିନ ତଳେ କରୋନାରେ ପୀଡିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେଥିରୁ ସୁସ୍ଥ ହୋଇ ନିଜ କାର୍ଯ୍ୟାଳୟକୁ ଫେରିଥିଲେ।  ଏବେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋରିସଙ୍କ କାର ବୁଧବାର ଲଣ୍ଡନ ସଂସଦ ଭବନ ବାହାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜଣେ ବିକ୍ଷୋଭକାରୀ ଅଚାନକ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା। ଯାହାଫଳରେ ସେଠାରେ ଥିବା ଅନେକ […]

una
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ମିଳିତ ଜାତିସଂଘ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଭୋଟିଂ ପ୍ରକ୍ରିୟାରେ ଜାତିସଂଘର  ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତକୁ ୧୮୪ଜଣଙ୍କ ସମର୍ଥନ ମିଳିଥିଲା । ୨୦୨୧ ଜାନୁଆରୀ ପହିଲାରୁ ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିବ। ଭାରତ ଏସିଆ- ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ଗୋଟିଏ ସିଟ୍ ପାଇଁ ଏକମାତ୍ର ଦେଶ ଭାବେ ନିର୍ବାଚନରେ ସାମିଲ ହୋଇଥିଲା ।ଗତ ଜୁନ୍ ମାସରେ ଚୀନ, […]