• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

1111
ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୩ ୟ ଦିନ ପାଇଁ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା କରାଯାଇଛି। ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି।  ଦର ବୃଦ୍ଧି ପରେ ଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ […]

2
ବିଶ୍ୱରେ ବିଗୁଡୁଛି କରୋନା ସ୍ଥିତି, ୪ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ନୂଆ ରେକର୍ଡ ପାର୍ କରୁଛି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ପାର କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ଟପିଛି । ସାରା ବିଶ୍ୱରେ ଏଯାଏ ୩୫ ଲକ୍ଷ ୩୫ ହଜାର ୪୯୧ ଜଣ ସୁସ୍ଥ ହୋଇସାରିିଥିବା ବେଳେ ୩୨ ଲକ୍ଷ ୪୯ ହଜାର ୮୬୯ ଟି ଆକ୍ଟିଭ କେସ୍ ରହିଛି । […]

bande utkala janani...
‘ବନ୍ଦେ ଉତ୍କଳ ଜନନୀ...’ ସଙ୍ଗୀତ ନୁହେଁ, ଅସ୍ତିତ୍ୱର ଇସ୍ତାହାର

‘ବନ୍ଦେ ଉତ୍କଳ ଜନନୀ ….’ ଖାଲି ଏକ ସଂଗୀତର ଝଙ୍କାର ନୁହେଁ, ଏକ ଜାତିର ସ୍ୱାଭିମାନର ମହ୍ଲାର। କୋଟି କୋଟି ଓଡ଼ିଆଙ୍କ ଅସ୍ତିତ୍ୱର ଇସ୍ତାହାର । ମାଟିରୁ ଆକାଶ ଆଉ ପାଣିରୁ ପବନ.. ସମସ୍ତଙ୍କୁ ଏକତାର ଡ଼ୋରରେ ବାନ୍ଧି ରଖିବାର ଏକ ପବିତ୍ର ମନ୍ତ୍ରଧ୍ୱନି । ଏହାର ପ୍ରତିଟି ଶବ୍ଦରେ ଗୁନ୍ଥି ହୋଇ ରହିଛି ୪ କୋଟି ଓଡ଼ିଆଙ୍କ ଭାବପ୍ରବଣତା.. । ପ୍ରତିଟି ଶବ୍ଦରେ ରହିଛି ଦେଶଭକ୍ତିର ଅଫୁରନ୍ତ ଉଚ୍ଛ୍ୱାସ ମେ’ ୩୦ ତାରିଖରେ କରୋନା ଯୋଦ୍ଧାଙ୍କ […]

school
ଅଗଷ୍ଟ ୧୫ ପରେ ଖୋଲିପାରେ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ:କରୋନା ସ୍ଥିତି ସୁଧୁରି ନ ଥିଲେ ହେଁ ଦୀର୍ଘଦିନ ଧରି ଲକ୍‌ଡାଉନ ପରେ ଦେଶରେ ସ୍ୱାଭାବିକ ଅବସ୍ଥା ଧୀରେ ଧୀରେ ଫେରୁଛି।  ଅଜିଠୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ  ସର୍ତ୍ତମୂଳକ ଭାବେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କିଛିଟା ସୂଚନା ମିଳିଛି। ଏହି ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର ଶିକ୍ଷାନୁଷ୍ଠାନ […]

ladoo
ଛୋଟ ପିଲାଙ୍କୁ ବୁନ୍ଦି ଲଡ଼ୁ ବାଣ୍ଟନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୩ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

arabinda
କେଜ୍ରିୱାଲ ଅସୁସ୍ଥ; କାଲିହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ:କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ଦେଖି ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ କରାଯିବ। ସୋମବାର ହେବାକୁ ଥିବା ତାଙ୍କର ସମସ୍ତ ମିଟିଂକୁ ବାତିଲ କରି ଦିଅଯାଇଛି। ମିଳିଥିବା ଖବରରୁ ପ୍ରକାଶ ଯେ, ଗତକାଲି କେଜ୍ରିୱାଲ କରୋନା ସ୍ଥିତି ସମ୍ପର୍କରେ ସୂଚନା […]