• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

12131
୧୦ ଘଣ୍ଟା ଲାଗି ରାସ୍ତାରୁ ଆବର୍ଜନା ସଫା କଲେ ଛାତ୍ର, ଉପହାରରେ ମିଳିଲା କାର୍‌

ୱାଶିଂଟନ:ଆମେରିକାରେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଜର୍ଜ ଫ୍ଲାୟଡଙ୍କ ମୃତ୍ୟୁକୁ ନେଇ ଦେଶରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ଲୋକେ ହାତରେ ବୋର୍ଡ, କାଗଜ ଏବଂ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ ପରେ ଯିଏ ଯାହାର ଘରକୁ ଚାଲି ଯାଇଥିଲେ। ହେଲେ ରାସ୍ତାରେ ପଡ଼ି ରହିଥିଲା ଅଳିଆ ଆବର୍ଜନା । Antonio Gywn Jr ଛୋଟ ପିଲାଟିଏ । ସ୍କୁଲରେ ପଢେ। ସେ ଦେଖିଲା,  Bailey Avenue  ଅଞ୍ଚଳ ଆବର୍ଜନାମୟ ହୋଇ ପଡ଼ି […]

jogi-1
ପାକ୍‌ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା: କହିଲେ, ଇମ୍ରାନଙ୍କଠାରୁ ଯୋଗୀ ଭଲ

ଲକ୍ଷ୍ନୌ-କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ସଂକ୍ରମଣକୁ ରୋକିବା ପାଇଁ , ସଟ୍‌ଡାଉନ୍‌ କରାଯାଉଛି । ତେବେ କରୋନା ପ୍ରତିକାର ପାଇଁ ଯୋଗୀ ଆଦିତ୍ୟନାଥଙ୍କ କାମକୁ ସବୁଆଡେେ ଭୂୟସୀ ପ୍ରଶଂସା କରାଯାଉଛି । ଏପରିକି ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଯୋଗୀ ଅଦିତ୍ୟନାଥଙ୍କ ବେଶ ତାରିଫ କରାଯାଉଛି । ଖାଲି ପ୍ରଶଂସା ନୁହେଁଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କଠାରୁ ମଧ୍ୟ ଆଦିତ୍ୟନାଥ ଭଲ ବୋଲି କୁହାଯାଉଛି । ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଦ ଡ୍‌ନ’ର ସମ୍ପାଦକ […]

amit-saha
ଆଜି ଅମିତ ଶାହଙ୍କ ଭର୍ଚୁଆଲ ରାଲି; ସାଢେ ୩ଟାରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ:ଆଜି ଅପରାହ୍ଣ ସାଢେ ୩ଟାରେ ଓଡ଼ିଶାବାସୀଙ୍କୁ ଭର୍ଚୁଆଲ ରାଲି ମାଧ୍ୟମରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧିତ କରିବେ। ୩୭ ହଜାର ବୁଥ୍ ସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତ, ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ପାଇଁ ସଂକଳ୍ପ, ସ୍ଥାନୀୟ ସାମଗ୍ରୀର ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ କହିବା ସହ କୋଭିଡ୍ ବିରୋଧୀ ଲଢ଼େଇକୁ ଜୋରଦାର କରିବାକୁ ପ୍ରୋତ୍ସାହିତ କରିବେ। ଏପଟେ ଶାହଙ୍କ ଭର୍ଚୁଆଲ ରାଲିକୁ କଂଗ୍ରେସ କଟାକ୍ଷ କରି କହିଛି, ଓଡ଼ିଶା ପାଇଁ କଣ କରିଛି […]

tilak
ହଳଦୀର ଟୀକା ମଥାରେ ଲଗାନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୨ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

0111
ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଗର୍ଭବତୀ ହାତୀ ମୃତ୍ୟୁ ମାମଲା

ନୂଆଦିଲ୍ଲୀ:କେରଳର ଗର୍ଭିଣୀ ହାତୀ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଏକ ବିଶେଷ ତଦନ୍ତ କମିଟି ଦ୍ୱାରା କରିବା ପାଇଁ ଦାବି କରି ଆଇନଜୀବି ଅବଧ ବିହାରୀ କୌଶିକ ସୁପ୍ରିମକୋର୍ଟରେ ଏକ ପିଟିସିନ ଦାଏର କରିଛନ୍ତି । ଆବେଦନରେ କୁହାଯାଇଛି, ଗର୍ଭିଣୀ ହାତୀକୁ ଯେଉଁପରି ଭାବେ ସପୁରୀରେ ବିସ୍ଫୋରକ ଦେଇ ହତ୍ୟା କରାଗଲା ଏହା ଅତ୍ୟନ୍ତ ଭୟଙ୍କର, ଦୁଃଖଦାୟକ ଏବଂ ଅମାନବୀୟ କାମ । ଏହି ଘଟଣାରେ ସୁପ୍ରିମକୋର୍ଟ […]

coorna
ଆଉ ଦୁଇ ମାସ ପରେ ମିଳିବ କରୋନା ଔଷଧ !

ନୂଆଦିଲ୍ଲୀ:ଏମ୍‌ସ ଡାଇରେକ୍ଟର ରଣଦୀପ ଗୁଲେରିଆ  ଅନଲକ୍‌ ୧.୦କୁ ନେଇ ଚେତାବନୀ ଦେଇଛନ୍ତି। ଲକ୍‌ଡଉନ ଖୋଲିବା ମାତ୍ରେ ସୋଶାଲ ଡିଷ୍ଟାନ୍ସିଂ ରହୁନି। ଲୋକେ ସଚେତନ ହେଉ ନାହାନ୍ତି। କରୋନା ବି କାୟା ବିସ୍ତାର କରି ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମୃତ୍ୟୁ ହାର କମାଇବାକୁ ପଡ଼ିବ। ବର୍ତ୍ତମାନର ସମୟ ସବୁଠାରୁ କଠିନ। ହଠାତ୍‌ ଲୋକ ବାହାରକୁ ଆସିଯିବା ପରେ ସଂକ୍ରମଣର ମାତ୍ରା ବଢିଯାଇଛି। ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ପଜିଟିଭ ବାହାରୁଛନ୍ତି। ଭାରତର ଜନସଂଖ୍ୟା ଦୃଷ୍ଟିରୁ […]

ed
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି (Enforcement Directorate)ର ୬ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଇଡି ମୁଖ୍ୟାଳୟକୁ ୨ ଦିନ ପାଇଁ ସିଲ କରାଯାଇଛି। ଏହି ୬ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ ଜଣଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ନିକଟରେ ଜଣେ ଜୁନିଅର ରାଙ୍କ ଅଫିସରଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସଥିଲା। ଏହି ଅଫିସର ଜଣକ ଡେପୁଟେସନରେ ଥିଲେ। ୬ ଜଣ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଇଡି କାର୍ଯ୍ୟାଳୟକୁ ସିଲ […]

amaranatha
ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅବସାନ ହୋଇଛି। ଶେଷରେ ଅମରନାଥ ଯାତ୍ରା ପାଇଁ ସମୟସୀମା ଘୋଷଣା କରାଯାଇଛି। ଶ୍ରଦ୍ଧାଳୁମାନେ ଏ ବର୍ଷ ଜୁଲାଇ ୨୧ରୁ ଅମରନାଥ ଯାତ୍ରା କରି ପାରିବେ ବୋଲି  ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସଏଏସବି) ର ଅଧିକାରୀ ସୂଚନା ଦେଇଛନ୍ତି। ପ୍ରତିବର୍ଷ ଏହି ଯାତ୍ରା ୧୫ ଦିନ ଧରି ଚାଲେ। ହେଲେ ଏଥର କରୋନା କଟକଣାକୁ ନେଇ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା। […]