• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

supreme court
ଲକ୍‌ଡାଉନ ସମୟରେ ଦରମା ଦେଇ ନ ଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି

ନୂଆଦିଲ୍ଲୀ: ବେସରକାରୀ ନିଯୁକ୍ତିଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲକଡାଉନ ସମୟରେ ଶ୍ରମିକମାନଙ୍କୁ ପାଉଣା ଦେଇପାରିନଥିବା ଘରୋଇ ନିଯୁକ୍ତିଦାତାଙ୍କ ବିରୋଧରେ ଜୁଲାଇ ଶେଷ ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଏ ସମ୍ପର୍କିତ ଏକାଧିକ ମାମଲାରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କର୍ମଚାରୀଙ୍କୁ କିଭଳି ସୁବିଧାରେ ସେମାନଙ୍କ ପ୍ରାପ୍ୟ ମିଳିପାରିବ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏନେଇ ସୁଗମ ପଥ ବାହାର […]

india
ଭାରତକୁ ପୁଣି ଧମକେଇଲା ଚୀନ-ଆମେରିକାର ସାହାଯ୍ୟ ନେଲେ ଛାଡ଼ିବୁନି

ବେଜିଂ: ଲଦାଖରେ ଉତ୍ତେଜନା ଦୂର କରିବା ପାଇଁ ଚକ୍କରରେ ଚୀନର ସରକାରୀ ମିଡିଆ ପୁଣି ଥରେ ଭାରତକୁ ଧମକ ଦେଇଛି। ଭାରତ ନିରପେକ୍ଷତା ପାଳନ କରିବା ସହ ଆମରିକାଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲାବାଲ ଟାଇମ୍ସ କହିଛି, ଭାରତ ଚୀନକୁ ବିରୋଧ କରିବା ପାଇଁ ଯଦି ଆମେରିକାର ସାହାଯ୍ୟ ନିଏ ତେବେ ଚୀନ ନିଜର ସ୍ୱାର୍ଥ ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନି। ରାଜନୈତିକ ହେଉ ବା […]

china-111
ଅବିବାହିତ ପୁରୁଷଙ୍କ ପାଇଁ ସଙ୍କଟ; ୨୦୫୦ ବେଳକୁ ମିଳିବେନି କନିଆ

ବେଜିଂ: ଚାଇନାରେ ଅବିବାହିତ ପୁରୁଷଙ୍କ ସଂଖ୍ୟା ବୃଦ୍ଧି ସଙ୍କଟର କାରଣ ପାଲଟିଛି। ଲିଙ୍ଗଗତ ଅସମାନତା ହେତୁ ଚୀନ୍‌ର ଅବସ୍ଥା ଏତେ ଖରାପ ହୋଇଛି ଯେ ୨୦୫୦ ସୁଦ୍ଧା ୩୦ ନିୟୁତ ପୁରୁଷ ଅବିବାହିତ ରହିବେ। ଏହି ସଙ୍କଟର ସମାଧାନ ପାଇଁ ଜଣେ ଚାଇନାର ଜଣେ ପ୍ରଫେସର କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ମହିଳାମାନଙ୍କୁ ଦୁଇ କିମ୍ବା ଅଧିକ ସ୍ୱାମୀ ରଖିବାର ଅଧିକାର ଦେବା ଉଚିତ୍। ଚାଇନାର ଅର୍ଥନୀତିଜ୍ଞ ୟି କାଙ୍ଗ ଏନ୍‌ଜି […]

surya parag
ଏଇ ମାସରେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୁଆଦିଲ୍ଲୀ: ଜୁନ୍‌ ୨୧ ତାରିଖରେ ପଡିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟର ପରି ଦୃଶ୍ୟ ହେବ। ଏହି ସୂର୍ଯ୍ୟପରାଗ ଯୋଗୁଁ ଦିନ ବି ରାତି ପରି ଲାଗିବ। ସୂର୍ଯ୍ୟପରାଗ ୨୧ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯ୍ୟନ୍ତ ରହିବ। ପୂର୍ଣ୍ଣ ସୂର୍ଯ୍ୟପରାଗ ସକାଳ ୧୦ଟା ୧୭ ମିନିଟରେ ଲାଗିବ। ତେବେ ଭାରତରେ ଏହା ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ଭାବେ ପରିଲକ୍ଷିତ ହେବ। ସୁଚନା ଅନୁଯାୟୀ, ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର […]

bundi 1
ପ୍ରଭୁ ହନୁମାନଙ୍କ ନିକଟରେ ବୁନ୍ଦି ଭୋଗ ଲଗାନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୭ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

32323
ଆଇପିଏଲ୍‌ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । କିନ୍ତୁ ଷ୍ଟାଡିୟମରେ ବସି ଦର୍ଶକ ମ୍ୟାଚର ମଜା ଉଠାଇ ପାରିବେନି। ଅର୍ଥାତ ବିନା ଦର୍ଶକରେ IPL ଆୟୋଜନ ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, ଫ୍ରାଞ୍ଚାଇଜି, ପ୍ରାୟୋଜକ, ପ୍ରସାରଣକାରୀ ସଂସ୍ଥା […]

nit
ଦେଶର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଲା ରାଉରକେଲା NIT

ନୂଆଦିଲ୍ଲୀ:ଦେଶର ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶାରୁ ତିନିଟି ପ୍ରତିଷ୍ଠିତ ପ୍ରତିଷ୍ଠାନ ନିଜ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି ।  ତା ମଧ୍ୟରୁ ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ ରହିଛି।  ଏ ନେଇ କେନ୍ଦ୍ର ସରକାରଙ୍କ National Institutional Ranking Framework(NIRF) ଏକ ରିପୋର୍ଟ ଗୁରୁବାର ପ୍ରକାଶ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ଗୁରୁବାର NIRF-୨୦୨୦ର ରାଙ୍କିଂ ତାଲିକା ପ୍ରକାଶ କରିଛନ୍ତି।  NIT ରାଉରକେଲାରକୁ ବାଦ ଦେଲେ ଶିକ୍ଷା ଓ ଅନୁସନ୍ଧାନ […]

border
ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କୀ

ଶ୍ରୀନଗର: କାଶ୍ମୀରରେ ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କବାଦୀ।  ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ୨ ଆତଙ୍କୀ। ଘଟଣାସ୍ଥଳରେ ଗୋଟିଏ ପିସ୍ତଲ, ସିକ୍ସ ମାଗାଜିନ୍ ଏକେ ରାଇଫଲ ଏବଂ ଅନ୍ୟ ମାରଣାସ୍ତ୍ର ଛାଡି ଯାଇଛନ୍ତି। ଏହି ମାରଣାସ୍ତ୍ର ଉଦ୍ଧାର କରି ଅପରେସନ ଜାରି ରଖିଛି କାଶ୍ମୀର ପୋଲିସ । ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା […]