ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ। ସମସ୍ତେ ନିଜ ନିଜ ଉପାୟରେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସୁଶାନ୍ତଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ଏହି ଏହି ତାଲିକାରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର। ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ନେଇ ମତ ରଖିଛନ୍ତି। ଭିଡିଓରେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶୋଏବ କହିଥିଲେ, ୨୦୧୬ରେ ସେ ସୁଶାନ୍ତଙ୍କୁ ଭେଟିଥିଲେ। […]
ପାଟନା: ଇଣ୍ଡୋ-ଚାଇନା ବିବାଦ ଉଗ୍ର ରୂପ ନେଉଥିବାବେଳେ ଚୀନ୍ ମିଳିଛି ଏକ ବଡ଼ ଧକ୍କା । Boycott China Campaignକୁ ଆଉ ପାଦେ ଆଗକୁ ବଢାଇ ବିହାରର ଗଙ୍ଗା ନଦୀ ଉପରେ ଏକ ମେଗା ବ୍ରିଜ୍ ପ୍ରକଳ୍ପ ପାଇଁ ଆସିଥିବା ଟେଣ୍ଡରକୁ ବାତିଲ କରି ଦେଇଛନ୍ତି କେନ୍ଦ୍ର ସରକାର। ଏହି ଟେଣ୍ଡରରେ ଚାଇନା କମ୍ପାନୀଗୁଡିକ ଜଡିତ ଥିବାରୁ କେନ୍ଦ୍ର ଏପରି ଏକ ପଦକ୍ଷେପ ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି, ପାଟଣାର ଗଙ୍ଗା ନଦୀ […]
ଶ୍ରୀନଗର: କାଶ୍ମୀରରେ ନିହତ ହୋଇଥିବା ଜଣେ ବ୍ୟକ୍ତି(ଆତଙ୍କବାଦୀ) ଙ୍କ ମା’ଙ୍କୁ ରାଇଫଲ ସହ ଫଟୋ ଉଠାଇବା ସହ ଆତଙ୍କବାଦୀ ଗୋଷ୍ଠୀରେ ଲୋକଙ୍କୁ ନିୟୋଜିତ କରିବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଗିରଫ କରାଯାଇଛି। ଏହା ବ୍ୟତୀତ ଆତଙ୍କବାଦୀ ନିଯୁକ୍ତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ କୁଲଗାମରେ ସକ୍ରିୟ ଥିବା ଜଣେ ଆତଙ୍କବାଦୀଙ୍କ ଭଉଣୀକୁ ମଧ୍ୟ ଗିରଫ କରିଛି। ଜାମ୍ମୁ କାଶ୍ମୀର ପୋଲିସ ଅଧିକାରୀ ରବିବାର ଏହି ସୂଚନା ଦେଇଛି। ପୋଲିସ ଅଧିକାରୀ ଜଣକ […]
ସୋଶାଲ ମିଡିଆରେ ଏକ ଅଦ୍ଭୁତ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ମୁଣ୍ଡରେ ବାଇକ୍ ରଖି ବସ୍ ଉପରକୁ ଚଢୁଛନ୍ତି। ଏପରି ଷ୍ଟଣ୍ଡ ଅତ୍ୟନ୍ତ ଭୟାନକ। ଯୁବକ ଜଣକ ମୁଣ୍ଡରେ ବାଇକ ରଖି ଅନାୟାସରେ ଏକ ସିଡିରେ ଚଟାପଟ ଚଢୁଛନ୍ତି ଏବଂ ଗାଡ଼ିକୁ ବସ୍ ଛାତ ଉପରେ ରଖୁଛନ୍ତି। ଟ୍ୱିଟରରେ ଏହି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧ ତାରିଖ, ରବିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଲକ୍ଷ୍ନୌ: ଦିଲ୍ଲୀ ପରେ ଏବେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ସେରୋଲଜିକାଲ ସର୍ଭେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ସର୍ଭେ ଆରମ୍ଭ କରାଯାଇଛି । ସେହିଭଳି ଗୋଆ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ସେରୋଲଜିକାଲ ସର୍ଭେ କରାଯଉଛି । ଗୋଟିଏ ଦିନ ପ୍ରାୟ ୨୦ ହଜାର ସଂକ୍ରମଣ ବଢିବା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଛି। ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ପ୍ରାୟ ୩ ହଜାର […]
ନୂଆଦିଲ୍ଲୀ: ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍ଡେଙ୍କୁ। ନାଗପୁରରେ ଏକ ଦାମୀ ହାର୍ଲି ଡାଭିଡସନ ବାଇକରେ ବୋବ୍ଡେଙ୍କୁ ବସିଥିବା ସେ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଥାଉ କି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍ଡେଙ୍କର ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହାକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି । ଜଷ୍ଟିସ ବୋବଡେ ଲକଡାଉନ ଯୋଗୁଁ […]
ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଲାଣି କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ଯେତିକି ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପାଇ ୧୬ ହଜାର ୪୭୫ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୧୯,୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଲାଣି। ସେହିପରି […]
ଲଣ୍ଡନ: ବ୍ରିଟେନ ରାଜ ପରିବାର ପରିଚୟ ସ୍ୱତନ୍ତ୍ର । ସ୍ୱତନ୍ତ୍ର ତାର ଆଦବ କାଇଦା..ସ୍ୱତନ୍ତ୍ର ତାର ସମ୍ମାନ, ମର୍ଯ୍ୟାଦା । ନୀତିନିୟମରେ ବି ରହିଛି ସ୍ୱତନ୍ତ୍ରତା । ରାଜ ପରିବାରର ନିୟମ ଏଠାରେ କଡାକଡି ପାଳନ କରାଯାଇଥାଏ । ଏପରିକି ତାଙ୍କ ସହ ରହୁଥିବା ଲୋକ ରାଜ ପରିବାରର କେଉ ଜିନିଷକୁ ଛୁଇଁ ପାରିବେ ଏବଂ କେଉଁ ଜିନିଷକୁୁ ଛୁଇଁବାକୁ ଅନୁମତି ଦରକାର ତାହା ମଧ୍ୟ ଧାର୍ଯ୍ୟ ହୋଇ ରହିଛି । ତେବେ ଆମେ ବ୍ରିଟେନ ମହାରାଣୀ […]