• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

upsc
UPSC ପରୀକ୍ଷାର୍ଥୀଙ୍କୁ ମିଳିଲା ସେଣ୍ଟର ବାଛିବା ସୁଯୋଗ

ନୂଆଦିଲ୍ଲୀ: UPSC ପରୀକ୍ଷାର୍ଥୀଙ୍କୁ ମିଳିବ ସେଣ୍ଟର ବାଛିବା ସୁଯୋଗ। ଅକ୍ଟୋବର ୪ରେ ହେବାକୁ ଥିବା UPSC ସିଭିଲ୍ ପ୍ରିଲିମନାରୀ , IFS ( ଇଣ୍ଡିଆନ ଫରେଷ୍ଟ ସର୍ଭିସ )ମେନ୍ ପରୀକ୍ଷାରେ ଏଥର ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ । କୋଭିଡ ପରିସ୍ଥିତିକୁ ଦେଖି ବହୁ ଛାତ୍ରଛାତ୍ରୀ ଏଥିପାଇଁ ଅନୁରୋଧ କରିଥିଲେ। ଆବେଦନ ସମୟରେ ନିଜ ସୁବିଧା ଅନୁସାରେ ସେମାନେ ପରୀକ୍ଷା କେନ୍ଦ୍ରର ବିକଳ୍ପ ଦେଇଥିଲେ । କିନ୍ତୁ କୋଭିଡ ପାଇଁ ପରିସ୍ଥିତି […]

pawer
ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୬ ମୃତ

ଚେନ୍ନାଇ‌ : ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଆଜି ଏକ ଥର୍ମାଲ ପାୱାର ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ୧୩ ଜଣ ଆହତ ହୋଇଛନ୍ତି। ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୧୮୦ କିମି ଦୂରରେ କୁଡ୍ଡାଲୋରରେ ରହିଛି ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ଏହି ପାୱାର ପ୍ଲାଣ୍ଟ। ହଠାତ୍‌ ଆଜି ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା। ପ୍ଲାଣ୍ଟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଏଲର ଚାଲୁ ନ ଥିଲା। ଘଟଣାର ଯାଞ୍ଚ ଚାଲିଛି। […]

chin-pak
ଚୀନ ସହ ହାତ ମିଳାଇଲା ପାକିସ୍ତାନ; LoC ନିକଟରେ ମୁତୟନ କଲା ୨୦, ୦୦୦ ଟ୍ରୁପ୍‌ ସୈନ୍ୟ

ନୂଆଦିଲ୍ଲୀ: ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗିଲ୍‌ଗିଟ-ବାଲ୍‌ଟିସ୍ତାନର LoC ନିକଟରେ ଦୁଇ ଡିଭିଜନ ସେନା ବିଭାଗ ମୁତୟନ କରିଛି। LoC ନିକଟରେ ପାକିସ୍ତାନୀ ସେନାର ପ୍ରାୟ ୨୦, ୦୦୦ ଟ୍ରୁପ୍‌ ସୈନ୍ୟ  ମୁତୟନ ହୋଇଛନ୍ତି। ଭାରତ ଉପରେ ଚାପ ପ୍ରୟୋଗ କରିବା ପାଇଁ ପାକିସ୍ତାନ ଏପରି କରୁଥିବା କୁହାଯାଉଛି। ଏପରିକି ଏହା ପଛରେ ଚୀନ୍‌ର ନିର୍ଦ୍ଦେଶ କାର୍ଯ୍ୟ କରୁଛି ବୋଲି ଆଶଙ୍କା କରାଯାଉଛି। ଇକ୍‌ନମିକ ଟାଇମ୍‌ସ ସୂତ୍ରରୁ ପ୍ରକାଶ […]

sushant-1
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ୯ ଘଣ୍ଟା ଜେରାରେ ଏମିତି ରହସ୍ୟର ପରଦା ଖୋଲିଲେ ଅଭିନେତ୍ରୀ ସଞ୍ଜନା

ମୁମ୍ବାଇ:  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ପୋଲିସ ଏହି ମାମଲାକୁ ଆତ୍ମହତ୍ୟା ବୋଲି କହି ଏହାକୁ ପ୍ରମାଣିତ କରିବାକୁ  ନିରନ୍ତର ଚେଷ୍ଟା କରୁଛି। ତେବେ ୩୪  ବର୍ଷ ବୟସରେ ସୁଶାନ୍ତ କାହିଁକି ଏହି ପଦକ୍ଷେପ ଗ୍ରହଣ କଲେ, ଏହି ରହସ୍ୟର ସମାଧାନ ପାଇଁ ବାନ୍ଦ୍ରା ପୋଲିସ ତାଙ୍କ ନିକଟତର ଲୋକଙ୍କୁ ପଚରାଉଚରା କରୁଛି । ଏହି ମାମଲାରେ ପୋଲିସ ମଙ୍ଗଳବାର (ଜୁନ୍ ୩୦) […]

money
ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୬ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…