କରୋନା…..ଲକ୍ ଡାଉନ..ସଟ୍ ଡାଉନ୍.. ଏସବୁ ଭିତରେ ଅନେକ ସମସ୍ୟାକୁ ତ ଆମେ ସାମ୍ନା କରୁଛୁ। ହେଲେ ଏହା ଭିତରେ ଗୁପ୍ଚୁପ୍ ଖାଇବାଟା ଏକ୍ଦମ୍ ବନ୍ଦ ହୋଇଯାଇଛି। ଏବେ ଗୋଟେ ଅଧେ ଗୁପ୍ଚୁପ୍ ବାଲା ବଜାରକୁ ଆସୁଛନ୍ତି। ହେଲେ କରୋନା କଥା ମନେ ପଡିଗଲେ ତାଙ୍କଠାରୁ ଗୁପ୍ଚୁପ୍ ଖାଇବାକୁ ଭୟ ଲାଗୁଛି। ହେଲେ କାହା ହାତ ସ୍ପର୍ଶ ବିନା ଯଦି ଗୁପ୍ଚୁପ୍ ମିଳି ପାରନ୍ତା ତେବେ କେତେ ଭଲ ହୁଅନ୍ତା ! ନିଶ୍ଚୟ ଭଲ ହୁଅନ୍ତା। ସେଥିପାଇଁ ତ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି। ଲଦାଖ ସେନା କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିଛନ୍ତି ମୋଦି। ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନଙ୍କ ସହ ବିସ୍ତୁତ ଭାବେ କଥା ହୋଇଛନ୍ତି। ଯବାନଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ, ସ୍ଥଳ ସେନା ମୁଖ୍ୟ ଏମ୍ଏନ୍ ନରୱାଣେ। ଏହାସହ ନର୍ଥନ୍ କମାଣ୍ଡର ଲେଫଟଣ୍ଡ୍ ଜେନେରାଲ୍ ୱାଇ କେ ଯୋଶୀଙ୍କ […]
ନୂଆଦିଲ୍ଲ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୩୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି । ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରରେ […]