• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sushant
ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପରିବାର ସଦସ୍ୟ ଦେଲେ ଲୁହ ଭିଜା ବୟାନ..କରିଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ଆଉ ନାହାନ୍ତି। ଏହା ଭିତରେ ବିତି ଗଲାଣି ୧୩ ଦିନ। ସୁଶାନ୍ତଙ୍କ ପରିବାର ଏବଂ ତାଙ୍କର ଅନେକ ଫ୍ୟାନ୍ସ ଏହି ଦୁଃଖକୁ ଏ ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି। ଏହି ସମୟରେ ତାଙ୍କର ପରିବାର ପକ୍ଷରୁ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ ସେ ତାଙ୍କର ଗେହ୍ଲା ପୁଅ ଗୁଲ୍‌ଶନ ଅର୍ଥାତ୍‌ ସୁଶାନ୍ତଙ୍କୁ ଅଲବିଦା କହିବା ସହ ଏକ ବଡ ଘୋଷଣା କରିଛନ୍ତି। ଏଠି କହିରଖିବୁ ସୁଶାନ୍ତଙ୍କୁ […]

sushant
ଅନ୍‌ସ୍କ୍ରିନ୍‌ ଦାଦିଙ୍କ ସହ ସୁଶାନ୍ତଙ୍କ ମସ୍ତିଭରା ଡ୍ୟାନ୍ସ..ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ। ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ ପାଇଁ ଲାଗି ପଡ଼ିଛି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସମାନେ ବାରମ୍ବାର ଦାବି କରୁଛନ୍ତି। ଏମିତି ସମୟରେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଭିଡିଓକୁ ଦେଖିଲା ପରେ ପୁଣି ଥରେ ସୁଶାନ୍ତ ସ୍ମୃତି ଜୀବନ୍ତ ହୋଇଉଠିଛି ଫ୍ୟାନ୍ସଙ୍କ ମନରେ। ଭିଡିଓରେ ଦେଖିବାକୁ ମିଳିଛି, ସୁଶାନ୍ତ ତାଙ୍କର ଅନ୍‌ସ୍କ୍ରିନ୍‌ ଦାଦିଙ୍କ ସହ ଏକଦମ୍‌ ମସ୍ତିଭରା ଡ୍ୟାନ୍ସ […]

white dress
ଧଳା ବସ୍ତ୍ର ପରିଧାନ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୯ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

covid
ଅଛୁଆଁ ହେଲା ଶବ ! କରୋନା ମୃତକଙ୍କୁ ଜେସିବିରେ ବୋହିନେଲେ

ଶ୍ରୀକାକୁଲମ୍:  ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇପଡ଼ିଲା ଯେପରି ଏକ ଅଦରକାରୀ ଅବା ଆବର୍ଜ୍ଜନା ଜିନିଷ। ଶେଷରେ ଜେସିବିରେ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା ମୃତଦେହ। ଏଭଳି କିଛି ହୃଦୟବିଦାରକ ଓ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ସ୍ଥାନୀୟ ଅଞ୍ଚଳର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାରେ  ମୃତ୍ୟୁ ଘଟିବା ପରେ ତାଙ୍କୁ ଜେସିବିର ସାମ୍ନାରେ ରଖି ନିଆଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ […]

business
ବ୍ୟବସାୟରେ ଲାଭ ମିଳିପାରେ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୮ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

vaccine
ଏହି ୪ ଭାକ୍ସିନକୁ ନେଇ ଆଶା ଉଜ୍ଜ୍ୱଳ, ଚାଲିଛି ଟ୍ରାଏଲ୍‌

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ପ୍ରକୋପ ବଢି ବଢି ଚାଲିଛି। କରୋନା ନିୟନ୍ତ୍ରଣ କରିବା ପାଇଁ ଔଷଧ ବାହାରିଛି ବୋଲି କେତେକ କମ୍ପାନୀ ଦାବି କରୁଛନ୍ତି। ହେଲେ ଏହା ଯେ କରୋନା ପାଇଁ ରାମବାଣ ନୁହେଁ ଏକଥା ମଧ୍ୟ ସେମାନେ କହିଛନ୍ତି। ଏପରି ପରିସ୍ଥିତିରେ ଭାକ୍ସିନକୁ ସମସ୍ତଙ୍କର ଅପେକ୍ଷା । ଭାକ୍ସିନ ତିଆରି କରିବା ପାଇଁ ଅନେକ କମ୍ପାନୀ ଉଦ୍ୟମ ଜାରି ରଖିଛନ୍ତି।  ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ (WHO) ପକ୍ଷରୁ କୁହାଯାଇଛି, କରୋନା ଭାଇରସ ବିରୋଧରେ ଲଢିବା ପାଇଁ […]

fair and lovely
‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ: ଫେୟାର୍ ଆଣ୍ଡ ଲଭଲିରୁ ଆଉଟ୍ ହେବ ଫେୟାର୍ । ଅର୍ଥାତ ଏଣିକି ଫେୟାରନେସ୍ କ୍ରିମ୍ ଫେୟାର ଆଣ୍ଡ ଲଭ୍‌ଲିରେ ରହିବନି ଫେୟାର୍ ଟାଗ୍ ଲାଇନ୍। ଫେୟାର୍ ଶବ୍ଦକୁ ହଟାଇବାକୁ ନିଷ୍ପତ୍ତି ନେଇଛି ହିନ୍ଦୁସ୍ତାନ ୟୁନିଲିଭର୍ କମ୍ପାନୀ। କ୍ରିମର ନୂଆ ନାଁକୁ ନେଇ ଏବେ କମ୍ପାନୀ ଚିନ୍ତା କରୁଛି। ତେବେ ଏହାର ନୂଆ ନାମ ‘ ଗ୍ଲୋ ଆଣ୍ଡ ଲଭ୍‌ଲି’ ରଖିପାରେ ବୋଲି ଆଲୋଚନା ହେଉଛି। ଖାଲି ଫେୟାର୍ ନୁହେଁ, ୟୁନିଲିଭର୍ କମ୍ପାନୀ ନିଜ ବିଉଟି ପ୍ରଡକ୍ଟରୁ […]

lunar
ଜୁଲାଇରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ:ବର୍ଷର ତୃତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ପଡ଼ିବ ଜୁଲାଇ ମାସରେ। ଜୁଲାଇ ୫ ତାରିଖରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ୬ଟି ରାଶି ପାଇଁ ଖୁବ୍‌ ଶୁଭଫଳ ଦାୟୀ ହେବ। କେଉଁ ସମୟରେ ଗ୍ରହଣ ଲାଗିବ, ହାଣ୍ଡିଛାଡ ଏବଂ ପାକତ୍ୟାଗ ହେବ ସେ ବିଷୟରେ ଆସନ୍ତୁ ଜାଣିବା। ୫ ଜୁଲାଇରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସକାଳ ୮ଟା ୩୭ ମିନିଟ୍‌ରେ ହେବ ଏବଂ ୧୧ଟା ୨୨ ମିନିଟ୍‌ରେ ମୋକ୍ଷ ହେବ। ଯେହେତୁ ଏହା ଏକ ଉପଛାୟା […]

petrol
ତୈଳ ଦର ବୃଦ୍ଧି: ପେଟ୍ରୋଲ ୨୫ ପଇସା, ଡିଜେଲ ୨୧ ପଇସା

ନୂଆଦିଲ୍ଲୀ: ଆଜି ବି ବଢିଛି ତେଲ ଦର।  ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ । ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ପଇସା ଏବଂ ଡିଜେଲ ୮୦ଟଙ୍କା ୪୦ ପଇସା ହୋଇଛି । ଶୁକ୍ରବାର ଦେଶରେ ପେଟ୍ରୋଲ ଲିଟର ପଛା ଦର ୨୧ ପଇସା ଏବଂ ଡିଜେଲ ଦର ଲିଟର ପିଛା […]

corona
ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୧୮, ୫୫୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮, ୫୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ  ୫,୦୮,୯୫୩ ରହିଥିବାବେଳେ , ମୃତ୍ୟୁ ସଂଖ୍ୟା ୧୫,୬୮୫ ଛୁଇଁଛି। ଦେଶରେ ଆକ୍ଟିଭ ସଂଖ୍ୟା ୧,୯୭,୩୮୭ ଥିବାବେଳେ  ସୁସ୍ଥ ହୋଇଛନ୍ତି ୨,୯୫,୮୮୧ ଜଣ। ଏ ନେଇ କେନ୍ଦ୍ର […]