ହାଇଦ୍ରାବାଦ: ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ ପତ୍ନୀ। ଆଉ ପତ୍ନୀ ଛାଡ଼ି ଚାଲିଯିବା ଦୁଃଖରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଏପରି ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶେଷରେ ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ୍ ଗିରଫ କରିଛି। ସେ ପଥର କାଟନ୍ତି ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ୨୧ ବର୍ଷ ବୟସରେ […]
ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୯୭ ଟଙ୍କା ହ୍ରାସ ପାଇ ୪୮,୮୪୬ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ସେହିପରି ରୂପାଦର ୪୦୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୬୬,୧୩୦ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ସୁନା କାରବାର ୭.୭୧ ଡଲାର ହ୍ରାସ ସହ ପ୍ରତି ounceକୁ […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ଗାଜିପୁର୍, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ […]
ଭୁବନେଶ୍ୱର: ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ। କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍ ଟାଇପ୍ ଜାଣିପାରିବେ। କାରଣ ଭିନ୍ନ ଭିନ୍ନ ଟାଇପ୍ ସ୍କିନ୍ ପାଇଁ ଭିନ୍ନ ଭିନ୍ନ ଉପଚାର ରହିଛି। ଆଜି ଆମେ ଆପଣଙ୍କ ଶୁଷ୍କ ତ୍ୱଚାର କେମିତି ଯତ୍ନ ନେବେ ସେ ବିଷୟରେ […]
ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି । କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ । ଦେଶର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର ବୋଷଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ହେବା ସହ ଥିଲେ ଜଣେ ସାହସୀ ଯୋଦ୍ଧା । ତାଙ୍କର ପ୍ରେରଣାଦାୟୀ ଚିନ୍ତାଧାରା ଯୁବଗୋଷ୍ଠୀଙ୍କୁ ସବୁବେଳେ ଉତ୍ସାହିତ କରୁଥିଲା । ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ […]
ବଲିଉଡ଼୍ ପାଇଁ ଜାନୁଆରୀ ୨୧ ତଥା ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଆଜିର ଦିନରେ ସୁଶାନ୍ତ ସିଂ ରାଜପୁତଙ୍କର ଜନ୍ମ ହୋଇଥିଲା । ସୁଶାନ୍ତ ଆମ ଗହଣରେ ଏବେ ନଥିଲେ ସୁଦ୍ଧା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବେ । ଘଟଣାକୁ ଅନେକ ଦିନ ବିତି ଯାଇଛି ସିନା ଦର୍ଶକ ଏବେ ବି ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କର ସିନେମା ଓ ସିରିଏଲ ସମ୍ପର୍କରେ ସମସ୍ତେ ଆଲୋଚନା କରୁଥିବାର ଶୁଣିବାକୁ ମିଳେ, କିନ୍ତୁ […]
ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ବହଳେ ସ୍ମୃତି । ଅଫେରା ରାଇଜକୁ ଚାଲି ଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ଦର୍ଶକଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖୁଥିବା ଅଭିନେତାଙ୍କ ଅବର୍ତ୍ତମାନରେ ଆଜି ବି ତାଙ୍କର ଗୁଣଗାନ କରୁଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ପିଠିରେ ଥିବା ଏକ ଟାଟୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ […]
ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି। ସରକାରୀ ଚାକିରି କରୁଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଉଭୟଙ୍କ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ, ଜାକଜମକରେ ବିବାହ […]
ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍ ମା ଏକ ଅନ୍ଲାଇନ୍ କନ୍ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି । ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ […]
ବିଳାସପୁର : ଶାଶୂ ଆମ ପାଇଁ ସାକ୍ଷାତ ଦେବୀ । ଶାଶୂଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ଜଣ ବୋହୂ । ମା’ ପରି ସ୍ନେହ ଦେଇ ପାଳିଥିବା ଶାଶୂଙ୍କ ମୃତ୍ୟୁ ପରେ ତାଙ୍କ ବୋହୂମାନେ ଏକ ମନ୍ଦିର ନିର୍ମାଣ କରି ନିତି ଦିନ ପୂଜା କରୁଛନ୍ତି । ଛତିଶଗଡ଼ ବିଳାସପୁର ଜିଲ୍ଲାର ରତନପୁରରେ ଏପରି ନିଆରା ପରିବାରକୁ ଦେଖିବାକୁ ମିଳିଛି । ଶାଶୂଙ୍କ ପ୍ରତି ଥିବା ଭଲପାଇବା ଯୋଗୁଁ ଭଗବାନଙ୍କ ପରି ମନ୍ଦିରରେ […]
ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା । ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ହାଇଦ୍ରାବାଦର କୁକାଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହାଇଦ୍ରାବାଦର କୁକାଟପଲ୍ଲୀ ଅଞ୍ଚଳରେ […]
ଲକ୍ଷ୍ନୌ : ବରକୁ ଲୁଟିଲା କନ୍ୟା । ବିବାହ ପୂର୍ବରୁ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରିଲା କନ୍ୟା । ୬ ଲକ୍ଷ ଟଙ୍କାର ସପିଂ କରି ଯୁବତୀ ଜଣକ ଫେରାର ହୋଇଥିବା ଅଭିଯୋଗ ହୋଇଛି । ୟୁପିର ଲକ୍ଷ୍ନୌ ସହରରେ ଘଟିଛି ଏଫରି ଅଭାବନୀୟ ଘଟଣା । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ମନୋଜ ଅଗ୍ରୱାଲ ନାମକ ଯୁବକଙ୍କ ଠାରୁ ଟଙ୍କା ନେଇ ଭାବିପତ୍ନୀ ଫେରାର୍ ହୋଇଯାଇଛନ୍ତି । ବିବାହ […]
ରାଜଗଡ : ତାନ୍ୟା ଏକ କାହାଣୀ, ତାନ୍ୟା ଏକ ପ୍ରେରଣା, ତାନ୍ୟା ଏକ ଆଶାର କିରଣ । ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯେଉଁମାନେ କଠିନ ପରିସ୍ଥିତିରେ ହାର ମାନିଯାଆନ୍ତି । ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ପାରିଲାନ୍ତି ଆତ୍ମବିଶ୍ୱାସ । ଗୋଡ଼ ହରାଇଲା ପରେ ବି ସକ୍ଷମଙ୍କ ପରି ସଂଘର୍ଷ କରି ସଫଳ ହୋଇଛନ୍ତି ଦିବ୍ୟାଙ୍ଗ ଯୁବତୀ । କିଛି ଭିନ୍ନ କରିବାର ପ୍ରୟାସ ନେଇ ଗୋଟିଏ ଗୋଡରେ ସାଇକେଲ ଚଲାଇ କାଶ୍ମୀରରୁ କନ୍ୟାକୁମାରୀ […]
କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍ ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ ଧାରୱାଡ଼ : କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ […]
ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ରାଜସ୍ଥାନର ଜାଲୋର କୋତବାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ଜ୍ୱାଇଁ ଓ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ଘୃଣ୍ୟ ଓ […]
ଭୋପାଳ : ଇଚ୍ଛା ଶକ୍ତି ଆଗରେ ବୟସ ବାଧକ ସାଜେନି । କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରେ । କିଛି ଭିନ୍ନ କରିବାର ମନୋବୃତ୍ତି ସଫଳତା ସାଉଣ୍ଟିବାରେ ସହାୟକ ହୁଏ । ଆଉ ଏପରି କିଛି କରି ଅଳ୍ପ ବୟସରେ କମାଲ କରିଛନ୍ତି ମଧ୍ୟପ୍ରଦେଶର ୧୬ ବର୍ଷୀୟ ଛାତ୍ର । ବିଭିନ୍ନ ସ୍ଥାନରେ ଗାଡ଼ି ଚୋରି ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ବିନୟ ଜୟସୁଆଲ୍ ତିଆରି କରିଛନ୍ତି ସ୍ୱତନ୍ତ୍ର ଡିଭାଇସ୍ । କାର […]
ମୃତ୍ୟୁ ପରେ ଅମର ହୋଇଗଲେ କୁନି ଝିଅ ଧନିଷ୍ଠା । ବୟସ ମାତ୍ର ୨୦ ମାସ । ଦୁନିଆକୁ ଅଲବିଦା କହିବା ପୂର୍ବରୁ ମାତ୍ର ୨୦ ମାସର ଛୋଟିଆ ଝିଅଟି ଅଙ୍ଗଦାନ ପରି ମହତକର୍ମ କରି ୫ ଜଣଙ୍କୁ ନୂଆ ଜୀବନ ଦେଇଛି । ହସକୁରି କୁନି ଝିଅଟି ତା’ ହସକୁ ଆଜି ୫ଜଣଙ୍କ ପରିବାର ସହ ବାଣ୍ଟି ଦେଇଛି । ସବୁଠୁ କମ୍ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ ହେଲା ଧନିଷ୍ଠା । ତା’ର ହାର୍ଟ, […]