• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

OTV-Khbar-Bapa-manka-kalire
ନିଜ ଅହଙ୍କାର ପାଇଁ ନଷ୍ଟ କରନି ପିଲାଙ୍କ ଶୈଶବ, ବାପାମା’ଙ୍କୁ ଚେତାବନୀ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ ସୁନାର ସଂସାର ଚୂନା ହୋଇଯାଉଛି। ଯେଉଁ ସମୟରେ ଉଭୟ ବାପାମା’ଙ୍କ ସ୍ନେହ ଦରକାର, ସେ ସମୟରେ ଅଲଗା ରହିବାକୁ ବାଧ୍ୟ ହୁଅନ୍ତି ଦୁନିଆ କ’ଣ ଜାଣିନଥିବା କୁନି […]

hatahati-hele-
ସୀମାରେ ପୁଣି ଉତ୍ତେଜନା ! ଭାରତ-ଚୀନ ସେନା ହାତାହାତି, ରକ୍ତାକ୍ତ ସଂଘର୍ଷରେ ୨୦ରୁ ଅଧିକ ଚୀନ ସୈନ୍ୟ ଆହତ

ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏ‍ଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ତେବେ ଏନେଇ ଜଣେ ଭାରତୀୟ ବରିଷ୍ଠ ସେନାଅଧିକାରୀ କହିଛନ୍ତି, ଭାରତୀୟ […]

kapil sharma
କାହିଁକି ବନ୍ଦ ହୋଇଯିବ ‘ଦ କପିଲ୍‌ ଶର୍ମା ଶୋ’ ? କମେଡି କିଙ୍ଗ୍‌ କଲେ ଏମିତି ଖୁଲାସା

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା କପିଲ୍‌ ଶର୍ମାଙ୍କ କମେଡି ଶୋ’ ବନ୍ଦ ହେବା ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଚ୍ୟାନେଲ୍‌ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇ ନଥିଲା। ଶୁଣିବାକୁ ମିଳୁଛି ଯେ, କପିଲ୍‌ ଶର୍ମାଙ୍କ କମେଡି ଶୋ’ ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ ଓ କିଛିଦିନ ପରେ  ନୂଆ ସିଜନ୍ ସହ ସେ ପୁଣିଥରେ ଫେରିବେ।  ମୁମ୍ବାଇ: କମେଡିଆନ୍‌ କପିଲ୍‌ ଶର୍ମା ଓ ପତ୍ନୀ ଗିନି ଚତରଥ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ […]

INDia-china
ଚୀନକୁ ଭାରତର କଡ଼ା ସନ୍ଦେଶ,ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ କଲେ ଶାନ୍ତି ଫେରିବ

ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଥିଲା ବୈଠକ ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଚୀନକୁ ଚରମବାଣୀ ଶୁଣାଇଲା […]

anand-mahindra
ଯୁବ କ୍ରିକେଟରଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଶାନଦାର ଭେଟି, ୬ ଭାରତୀୟ ଖେଳାଳିଙ୍କୁ ଏସୟୁଭି କାର ଉପହାର ଦେବାକୁ ଘୋଷଣା

ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଶାନଦାର ଉପହାର ୬ ଭାରତୀୟ କ୍ରିକେଟରଙ୍କୁ ଏସୟୁଭି କାର ଭେଟି ଦେବେ ଆନନ୍ଦ ମହିନ୍ଦ୍ରା ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ହିରୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର। ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ।  ଖେଳାଳିଙ୍କ ଶାନଦାର ପ୍ରଦର୍ଶନ ପରେ ଖୁସିରେ ଗଦଗଦ ହୋଇ କ୍ରିକେଟରେ ବିଶେଷ ରୁଚି ରଖୁଥିବା ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି […]

୮
ମମତାଙ୍କ ଆଗରେ ‘ଜୟ ଶ୍ରୀରାମ’ କହିବା, ଷଣ୍ଢକୁ ନାଲି କପଡା ଦେଖାଇବା ସହ ସମାନ

କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ କାହିଁକି ଚିହିଙ୍କି ଉଠୁଛନ୍ତି ଦିଦି ? ପ୍ରଭୁଙ୍କ ନାମ ଶୁଣି ରାଗିପାଚି ଲାଲ୍ ହୋଇଯାଉଛନ୍ତି । ପୁରୁଷୋତ୍ତମ ରାମଙ୍କ ନା ଶୁଣି ଭାଷଣ ଦେବାକୁ ମନା କରିବା […]

india-2-jpg
ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ପୁଣି ପ୍ରୟାସ, ଆଜି ବସିଛି କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି ।  ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ । […]

୮
ଜମ୍ମୁରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ, ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର

ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ ।  ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍‌ ସୀମାରୁ  ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ […]

Srusti-CM
ସତ ହେବ ସିନେମା କାହାଣୀ, ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି

  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ, ସୃଷ୍ଟି ଗୋସ୍ୱାମୀଙ୍କୁ କରିବେ ଦିନିକିଆ ମୁଖ୍ୟମନ୍ତ୍ରୀ ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ବିଧାନସଭାରେ ସିଏମ୍ ହେବ ସୃଷ୍ଟି ସମସ୍ତ ବିଭାଗ ସୃଷ୍ଟିଙ୍କ ସମ୍ମୁଖରେ ନିଜ ନିଜ ବିଭାଗର ପ୍ରେଜେଣ୍ଟେସନ୍ ଦେବେ ସବୁ ଦିଗକୁ ଦୃଷ୍ଟିରେ ରଖି ପରାମର୍ଶ ଦେବେ ସୃଷ୍ଟିଙ୍କ ବାଳିକାଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବ ଆଉ ଜଣେ ‘ନାୟକ’ । ‘ନାୟକ’ ସିନେମା ଭଳି ସୃଷ୍ଟି ଦିନେ ପାଇଁ ହେବେ […]

doc
ଏକା ଏକା ଟିକା ନେଇ ସୋସିଆଲ୍ ମିଡିଆରେ ଲାଇଭ୍ କରୁଥିଲେ, ଏହି ସମୟରେ ଆସିଲା ପତ୍ନୀଙ୍କ ଫୋନ୍… ତା ପରେ…

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି।  ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍‌ […]

Elph-KO
ହୃଦୟବିଦାରକ ଦୃଶ୍ୟ, ହାତୀ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଲା ମଣିଷ

ନିରୀହ ଜୀବଙ୍କ ଉପରେ ନିଷ୍ଠୁର ମଣିଷର ବର୍ବରତା । ଗର୍ବ ଅହଙ୍କାରରେ ଅନ୍ଧ ହୋଇ ମାନବିକତା ଭୁଲିଯାଉଛି ମଣିଷ ।  ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି । ବର୍ବର ଆଉ ନୃଶଂସତାର ସୀମା ପାର କରୁଛି ମଣିଷ। ପୁଣି ଥରେ ମଣିଷ କରିଛି ଅମଣିଷ କାମ । ତାମିଲନାଡୁରେ ଜନବସତି ଆଡ଼କୁ ଭୁଲରେ ପଳାଇ ଆସିଥିବା ହାତୀକୁ ଘଉଡାଇବା ପାଇଁ ଜଳନ୍ତା ଟାୟାରକୁ ଫିଙ୍ଗିଦେଇଥିଛି ମଣିଷ । ଫଳରେ ନିଷ୍ପାପ […]

DOG-KO
ରୋଗରେ ପଡ଼ିଥିବା ମାଲିକଙ୍କୁ ଦେଖିବାକୁ ହସ୍ପିଟାଲ ବାହାରେ ଜଗି ବସୁଥିଲା ପୋଷା କୁକୁର

କୁକୁର ଓ ମଣିଷର ଅନାବିଳ ବନ୍ଧୁତା। ମଣିଷର ସବୁଠାରୁ ବିଶ୍ୱସ୍ତ ବୋଲାଉଥିବା କକୁରର ନିସ୍ୱାର୍ଥପର ଭଲପାଇବା  ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ତୁର୍କୀରେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ମାଲିକଙ୍କୁ ଟିକିଏ ଦେଖିବା ପାଇଁ ହସ୍ପିଟାଲ ବାହାରେ ୭ ଦିନ ଧରି ଜଗି ରହିଛି ପୋଷା କୁକୁର। ହଠାତ ଦିନେ ବିଳମ୍ବିତ ରାତିରେ ମାଲିକର ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ସେହି ଦିନଠାରୁ ମାଲିକ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result