• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

marriage
ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ମୁଖ୍ୟମନ୍ତ୍ରୀ ମହାଶୟ କୁହନ୍ତୁ, ମୋ ବର କିପରି ଆସିବ?

ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ବିବାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବତୀ ପ୍ରଶ୍ନ ? କିପରି ଆସିବେ ବରଯାତ୍ରୀ, ମୁଁ ବାହାହେବି କେମିତି ?

Tanzania
ତାଞ୍ଜାନିଆରେ ଅଜଣା ରୋଗର ଆତଙ୍କ : ରକ୍ତ ବାନ୍ତି କରି ଜୀବନ ହାରୁଛନ୍ତି ରୋଗୀ

ତାଞ୍ଜାନିଆରେ ଅଜଣା ରୋଗ, ରକ୍ତ ବାନ୍ତି କରିବା ପରେ ଟଳି ପଡ଼ୁଛନ୍ତି ରୋଗୀ ଏହି ରୋଗରେ ଏବେ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଚିକିତ୍ସିତ ହେଉଛନ୍ତି ହେଲେ ଅଜଣା ରୋଗର ରହସ୍ୟ ପ୍ରକାଶ କରିଥିବା ଅଧିକାରୀଙ୍କୁ ନିଲମ୍ବିତ କଲେ ତାଞ୍ଜାନିଆ ସରକାର କରୋନା ମହାମାରୀ ମଧ୍ୟରେ ତାଞ୍ଜାନିଆରେ ଆଉ ଏକ ଅଜଣା ରୋଗରେ ଆତଙ୍କିତ ଲୋକେ। ବର୍ତ୍ତମାନ ଅଦୃଶ୍ୟ ରୋଗ କବଳରେ ପଡ଼ି ଛଟପଟ ହେଉଛନ୍ତି ତାଞ୍ଜାନିଆବାସୀ। ଏହି ଅଜଣା ରୋଗ ଯୋଗୁଁ  […]

couple-skiing
ବରଫ ଉପରେ ଦୁଃସାହସିକ କ୍ରୀଡ଼ା : ଧୋତି ଆଉ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କଲେ ଭାରତୀୟ ଦମ୍ପତି

ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର। ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା, ତା ପୁଣି ଭାରତୀୟ ପାରମ୍ପରିକ ପରିପାଟୀରେ। ଯୁଗ ବଦଳିବା ସହ ଲୋକମାନଙ୍କ ପିନ୍ଧିବା ଶୈଳୀ ବଦଳିଯାଉଛି। […]

rakhi sawant
ସ୍ୱାମୀଙ୍କ ସମ୍ପର୍କରେ ବିଗ୍‌ ବସ୍‌ରେ ବଡ଼ ଖୁଲାସା କଲେ ରାକ୍ଷୀ

ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାରେ। ଏବେ ବିଗ୍‌ ବସ୍ ୧୪‌ରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଛି। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ସେ କାହାକୁ ବିବାହ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରାକ୍ଷୀ ତାଙ୍କ ସ୍ୱାମୀଙ୍କ ଗୋଟିଏ ହେଲେ ବି ଫଟୋ ଶେଆର୍‌ କରି ନାହାନ୍ତି। ରାକ୍ଷୀଙ୍କ କହିବା କଥା ତାଙ୍କ ସ୍ୱାମୀ ରିତେଶ୍ ୟୁକେର […]

deep-sidhu
ଅଭିନେତା ଦୀପ‌ ସିଦ୍ଧୁଙ୍କ ବିଷୟରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ହିଂସାରେ ସାମିଲ ଏହି ଅଭିଯୁକ୍ତଙ୍କ ଉପରେ ଦିଲ୍ଲୀ ପୋଲିସ୍‌ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛି। ମିଳିଥିବା ସୂଚନା ଅନୁସାରେ, ଅଭିନେତା ଦୀପ ସିଦ୍ଧୁ, ଜୁଗରାଜ୍‌ ସିଂ, ଗୁରଜୋତ୍ ସିଂଙ୍କ ଉପରେ ୧ ଲକ୍ଷ […]

sushant friend
୮ ଘଣ୍ଟାରୁ ଅଧିକ ସମୟ ଜେରା ପରେ ଗିରଫ ହେଲେ ସୁଶାନ୍ତଙ୍କ ବନ୍ଧୁ

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌କୁ ନେଇ ପୁଣି ଆକ୍ସନ ମୋଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB)। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌କୁ ନେଇ NCBର ଛାନ୍‌ଭିନ୍‌ ଜାରି ରହିଥିବା ବେଳେ ଗତକାଲି NCB ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର ଋଷିକେଶ ପାୱାରଙ୍କୁ ଗିରଫ କରିଛି। ୮ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଏନ୍‌ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ ଲିଙ୍କ୍‌ […]

Rajeb-kapoor
୫୮ ବର୍ଷ ବୟସରେ ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତା ରାଜୀବ କପୁର। ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୀବ। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଅଭିନେତା। ବଲିଉଡ଼୍ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ସାନ ପୁଅ  ତଥା ଲୋକପ୍ରିୟ ଅଭିନେତା ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ରାଜୀବଙ୍କ ମୃତ୍ୟୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳ […]

Sonu-Sood
ଅସହ୍ୟ ହେଲା ଦୁଷ୍ଟ ମାଙ୍କଡ଼ର ଦୌରାତ୍ମ୍ୟ: ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଗ୍ରାମବାସୀ . . .

ନୂଆଦିଲ୍ଲୀ: ମାଙ୍କଡ଼ ତଡ଼ିବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବେ ଗରିବଙ୍କ ମସିହା। ତାଲାବନ୍ଦ ସମୟରେ ଶ୍ରମିକଙ୍କ ଭଗବାନ୍ ସାଜିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ମାଙ୍କଡ଼ ତଡ଼ିବେ। କଥାଟି ଟିକିଏ ଅଜବ ଲାଗୁଥିଲେ ବି, ସମ୍ପୂର୍ଣ୍ଣ ସତ। ମହାମାରୀରେ ଜୀବନ ସହ ସଂଗ୍ରାମ କରୁଥିବା ମଣିଷଙ୍କ ମୁହଁରେ ହସ ଫୁଟାଇଥିବା ଦେବଦୂତ ଗ୍ରାମବାସୀଙ୍କୁ ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତା। ତାଲାବନ୍ଦ ଠାରୁ […]

petrol price
ମହଙ୍ଗା ହେବ ନା ହେବନି ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ। ତେବେ ଏହି ନୂଆ ସେସ୍ ଲାଗୁ ହେଲେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। କାହିଁକି ନା […]

senior citizens
ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି ଦିଆଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍‌ କରାଯାଇଛି। ଫଳରେ ଏଣିକି ପେନ୍‌ସନ୍‌ଭୋଗୀ ବରିଷ୍ଠ ନାଗରିକଙ୍କୁ‌ ଆଉ ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବନି।  

OTV-PORTAL-Modi
’MSP ଥିଲା, ଅଛି ଏବଂ ରହିବ’ : ଶୀତ କାକରରେ ବସି ରହିଥିବା ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା ଆନ୍ଦଳନର ଭିତରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବୋଧନ କରିଛନ୍ତି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଗୃହରେ ମତ ରଖି ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଆନ୍ଦୋଳନରତ ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ୱତନ୍ତ୍ର ଅପିଲ କରିଛନ୍ତି। ଏମସପି, ଥିଲା, ଏମସପି ଅଛି, ଆଉ ଆଗକୁ ମଧ୍ୟ ଏମସପି ରହିବ। ଏଥିରେ କୌଣସି ସନ୍ଦିହାନ ନାହିଁ। ବର୍ତ୍ତମାନ କୃଷକମାନେ ଆନ୍ଦଳନ ଶେଷ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result