ସାବଧାନ ଫେସବୁକ ବ୍ୟବହାରକାରୀ ଫେସବୁକରୁ ହେଉଛି ତଥ୍ୟ ଲିକ୍ ୧୪୫୦ ଟଙ୍କାରେ ବିକ୍ରି ହେଉଛି ବ୍ୟବହାରୀଙ୍କ ତଥ୍ୟ ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଫେସବୁକ? ଫେସବୁକ ବ୍ୟବହାର କରୁଥିଲେ ସାବଧାନ ହୁଅନ୍ତୁ, କାରଣ ଫେସବୁକରୁ ବହୁ ସଂଖ୍ୟକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଦରବୋର୍ଡର ରିପୋର୍ଟ ଅନୁଯାୟୀ, ଭାରତ ସମେତ ସାରା ବିଶ୍ୱରେ ପ୍ରାୟ ୫ଶହ ମିଲିୟନ ଲୋକଙ୍କ ମୋବାଇଲ୍ ନମ୍ବର ଲିକ୍ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, […]
ଆଧାର କାର୍ଡ ସହ ଲିଙ୍କ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର? କୌଣସି କାରଣରୁ ଅପଡେଟ୍ ହୋଇପାରିନାହିଁ ମୋବାଇଲ ନମ୍ବର? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ବିନା କୌଣସି ଡକ୍ୟୁମେଣ୍ଟରେ ଆପଣ ଆଧାର କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ ବୋଲି ଜଣାଯାଇଛି
ଦେଶରେ ଧୀରେ କଡ଼ାକଡ଼ି ହେଉଛି ଟ୍ରାଫିକ ନିୟମ। ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା। ୯ ଅଗଷ୍ଟ ୨୦୧୯ର ମୋଟର ଯାନ ସଂଶୋଧନ ବିଧେୟକକୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ଦେଇସାରିଛନ୍ତି।
ଗଣତନ୍ତ୍ର ଦିବସରେ ଚାଷୀ ଅରାଜକତା ଘଟଣାରେ ଦିଲ୍ଲୀ ପୋଲିସର ଆକ୍ସନ ଜାରି ରହିଥିବା ବେଳେ ଏବେ ଉପଦ୍ରବକାରୀଙ୍କ ବିରୋଧରେ ବଢିଲାଣି ସାଧାରଣ ଲୋକଙ୍କ କ୍ଷୋଭ।
ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କିଛି ଏମିତି ରାୟ ଶୁଣାଇଛନ୍ତି କୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ
କରୋନା ଟିକା ନେଲେ ରେଷ୍ଟୁରାଂଟରେ ଖାଇବା ସମୟରେ ମିଳିବ ରିହାତି। ଆଶ୍ଚର୍ଯ୍ୟ ହେଉଥିଲେ ବି ଘଟଣାଟି ପୂରା ସତ। କରୋନା ଟିକା ନେବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି
ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର ସରକାର। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ଭୋଟର ଭାଇଭଉଣୀଙ୍କ ଲାଗି ଖୁସି ଖବର। ଏଣିକି ଭୋଟର କାର୍ଡ ଲାଗି ଆଉ ଦୌଡିବାକୁ ପଡିବ ନାହିଁ ସକକାରୀ ଦପ୍ତର। କାରଣ ଏଣିକି ଅନଲାଇନରେ ଆପଣ ବି ପାଇପାରିବେ ନିଜର ଭୋଟର କାର୍ଡ଼। ଅନଲାଇନରେ ପିଡ଼ିଏଫ୍ ଫର୍ମାଟରେ ଉପଲବ୍ଧ ହେବ ଭୋଟର କାର୍ଡ଼ ଯାହା ଆପଣଙ୍କ ଫୋନ କିମ୍ବା କମ୍ୟୁଟରରେ ମଧ୍ୟ ଡାଉନଲୋଡ ମଧ୍ୟ କରିପାରିବେ।
ଏଣିକି ଅଳିଆ ପ୍ଲାଷ୍ଟିକ ଦେଲେ ମିଳିବ ଖାଇବା। ଅଳ୍ପ ନୁହେଁ ବରଂ ପେଟପୂରା ମିଳିବ ଖାଦ୍ୟ। ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀରେ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ ଆରମ୍ଭ କରିଛି। ଆଉ ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ ଦେଇ ଖାଦ୍ୟ ନେଉଛନ୍ତି ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି କମିବ ଔଷଧ ଦର। ସବୁ ସମାଗ୍ରୀର ଦର ବଢୁଥିବା ବେଳେ ଏବେ କେବଳ ଔଷଧ ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, ଫାର୍ମା କମ୍ପାନୀକୁ ପିଏଲଆଇ ଯୋଜନା ଅନ୍ତର୍ଗତ ଆବେଦନକୁ ଅନୁମୋଦନ କରିଛି କେନ୍ଦ୍ର
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅର୍ଥାତ୍ ଗରୀବି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକଙ୍କୁ ସାମିଲ କରିବାକୁ ଥିଲା ଯୋଜନା
ଦେଶର ସମ୍ବିଧାନ ଆଇନର ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଭିତ୍ତିକରି କେନ୍ଦ୍ର ଓ ରାଜ୍ୟ ସରକର ଶାସନ କରନ୍ତି। ଏହା ସରକାର କାର୍ଯ୍ୟପାଳିକା ଓ ନ୍ୟାୟପାଳିକା, ବିଧାନସଭା ସହ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ନିର୍ଣ୍ଣୟ କରେ।