ତାମିଲନାଡ଼ୁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାତ୍ର ୮ ଦିନର କଅଁଳା ଶିଶୁର ଏମିତି କାରଣ ପାଇଁ ଜୀବନ ଯାଇଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ସେହି ୮ ଦିନ ଶିଶୁର ମାଆଙ୍କ କହିବା ଅନୁସାରେ, ମାଙ୍କଡ଼ ଦଳ ଘର ମଧ୍ୟକୁ ପ୍ରବେଶ କରି ୨ ଜାଆଁଳା ପିଲାଙ୍କୁ ଘରୁ ଉଠାଇ ନେଇଛି।
ପୁଲୱାମା ଆକ୍ରମଣକୁ ଆଜିକୁ ୨ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଇତି ମଧ୍ୟରେ ପୁଲୱାମାକୁ ୨ ବର୍ଷ ପୂରିଯାଇଛି
ଦୈନଦିନ ଜୀବନରେ ଆମେ ମାନେ ସମସ୍ତେ ଅନେକଙ୍କଠାରୁ କିଛି ନା କିଛି ଶିଖିଥାଆନ୍ତି। ଆଉ ବର୍ତ୍ତମାନ ସମୟରେ ବୃକ୍ଷ ହିଁ ଜୀବନ। କାରଣ ବଂଚିବାକୁ ହେଲେ ଗଛ ବଂଚିବା ନିହାତି ଦରକାର। ଆପଣ ଏଠାରେ ନିଶ୍ଚୟ କହିବେ ଏହି କଥା କିଏ ଜାଣିନାହିଁ ଯେ, ଆପଣ ଏ କଥା କହୁଛନ୍ତି।
କର୍ଣ୍ଣାଟକ: ଆମ ଭାରତୀୟ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ସମଗ୍ର ବିଶ୍ୱଠାରୁ ବେଶ୍ ନିଆରା ଆଉ ଖାସ୍ ମଧ୍ୟ ଅଟେ। ସମଗ୍ର ବିଶ୍ୱ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଆମ ଶାସ୍ତ୍ର ପୁରାଣ ବି ଆମ ଦେଶର ମହାନତାର ଗାଥା ବର୍ଣ୍ଣନା କରେ। ସେହିପରି ଭାରତୀୟଙ୍କ ମୂଳ ଭାଷା ସଂସ୍କୃତ ବୋଲି ଆମେ ସମସ୍ତେ ଜାଣନ୍ତି। ଏହି ଭାଷାଟି ବେଶ ଉଚ୍ଚକୋଟୀର ମଧ୍ୟ। ସଂସ୍କୃତ ଭାଷାକୁ ସମସ୍ତ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ। ଆଉ […]
ଏମିତି ଏକ ସହର ଅଛି ଯିଏ କି ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। କେତେ ବେଳେ ଗିଜାର ସ୍ପିନଙ୍କ ରହସ୍ୟ ତ ଆଉ କେତେବେଳେ ପୁରା ସହର ହିଁ ଲାଗେ ରହସ୍ୟର ଗନ୍ତାଘର। ସେହିଭଳି ଏକ ଗଭୀର ରହସ୍ୟ ହେଲା ଗିଜା ପିରାମିଡ୍।
ଏଣିକି ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିବ ଆପଣଙ୍କ କାର। ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ଘଟଣା ପୂରା ସତ ଅଟେ। କାରଣ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ଆକାଶଛୁଆଁ ହେବାକୁ ଲାଗିଛି
ମାଆ ସରସ୍ୱତୀଙ୍କ ପୂଜା। ବାଗଦେବୀଙ୍କୁ ଆମେ ସମସ୍ତେ ସମସ୍ତେ ପୂଜା କରନ୍ତି। କୁହାଯାଏ, ମା’ ବାଗ୍ଦେବୀଙ୍କୁ ପୂଜା କଲେ ବିଦ୍ୟା ଲାଭ ହୁଏ। ତେଣୁ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଆଉ ଆଜିର ଦିନକୁ ଅତ୍ୟନ୍ତ ଶୁଭଦିନ ବୋଲି ଲୋକେ ବିଶ୍ୱାସ ମଧ୍ୟ କରନ୍ତି। ତେଣୁ ଏହି ଦିନ ବିବାହ, ଗୃହ ନିର୍ମାଣ ତଥା […]
କରୋନା ସଙ୍କଟ ସମୟରେ ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ। ଆଉ ଏଠାରେ ମାର୍ଚ୍ଚ ୨୧ ଯାଏ ଚାଲିବ ଉଦ୍ୟାନ ଉତ୍ସବ ବୋଲି ସୂଚନା ରହିଛି
ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ମିଥ୍ୟା ଖବର ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାନଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ
ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି। ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ ନିର୍ମାଣ କରାଯାଇଥାଏ। କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ
ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି
ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।
ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ ଆପଣ ଅତି ସହଜରେ ସେହି ଟଙ୍କାକୁ ଫେରାଇ ପାରିବେ ଓ ସମ ପରିମାଣରେ ଟଙ୍କା ବି ପାଇପାରିବେ?