• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

republic-of-india-map-on-national-flag-colors_MJ9r09_d_SB_PM
ଆମେ କାହିଁକି ପାଳନ କରୁ ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଚଳିତ ବର୍ଷ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା ।  ତେଣୁ ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ […]

petrol
ବେକାବୁ ହେଲାଣି ତୈଳ ଦର। କେଉଁଠି ୧୦୦ ତ ଆଉ କେଉଁଠି ୯୮ ଛୁଇଁଲାଣି ଦର

ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବରେ ତୈଳଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି। କହିବାକୁ ଗଲେ ନିତିଦିନ ହିଁ ତୈଳ ବୃଦ୍ଧି କରୁଛନ୍ତି ସରକାର

Gas
ଆଧାର କାର୍ଡ ନଥିଲେ ବି ମିଳିବ ଗ୍ୟାସ ସବସିଡ଼ି ଟଙ୍କା

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆଧାର କାର୍ଡ ନଥିଲେ ବି ଏଣିକି ଆପଣ ପାଇପାରିବେ ଗ୍ୟାସ ସଡସିଡି। ଆଜ୍ଞା ହଁ, ବିନା ଆଧାର କାର୍ଡରେ ମିଳିପାରିବ ଗ୍ୟାସ ସବସିଡି ଟଙ୍କା। ଯଦି ଆପଣ କେବେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ସବସିଡି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ।

rupees
ସାବଧାନ ! ବଜାରରୁ ଉଭେଇ ଯିବକ କି ଏହି ସବୁ ନୋଟ୍?

ବନ୍ଦ ହୋଇଯିବ ପୁରୁଣା ନୋଟ୍। ବଜାରରେ ଆଉ ଚଳିବ ନାହିଁ ୫,୧୦ ଏବଂ ୧୦୦ ଟଙ୍କିଆ ନୋଟ୍। ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ମିଳିଥିବା ସୂଚନା ଅନୁସାରେ, ଏହାର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଛନ୍ତି।

End-World-pkg
କେଉଁଠି ସରୁଛି ପୃଥିବୀ?

ନୂଆଦିଲ୍ଲୀ: ପୃଥିବୀ, ସୃଷ୍ଟି, ପ୍ରକୃତି ଏ ସବୁକୁ ନେଇ ଅନେକ ଗବେଷଣା ହେଉଛି।  ଆଉ ତା ସହ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। ତଥାପି ଏଭଳି ବି କିଛି ରହସ୍ୟ ଆଉ ପ୍ରଶ୍ନ ରହିଯାଇଛି ଯାହା ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରେ।  ସେ ପ୍ରଶ୍ନର ସମାଧାନ ତ ମିଳିପାରିନି  ତଥାପି କିଛି କଳ୍ପନା ଜଳ୍ପନା ଚାଲିଛି। ତେବେ ଅନେକ କହନ୍ତି କି ଇଂଲଣ୍ଡର ଏକ ସ୍ଥାନରେ ପୃଥୀବି ସରିଛି। ତେବେ ପ୍ରକୃତରେ କେଉଁଠି ସରିଛି ପୃଥିବୀ […]

Frog
ଆଶ୍ଚର୍ଯ୍ୟ: ବେଙ୍ଗର ଦାମ୍ ଦେଢ଼ ଲକ୍ଷ

ବିଷାକ୍ତ ବେଙ୍ଗ। ଯାହାର ବିଷରେ ଏକା ସାଙ୍ଗରେ ୧୦ ଜଣ ଲୋକଙ୍କ ଜୀବନ ଯାଇପାରେ। ଆଉ ଏହି ବେଙ୍ଗର ଦାମ ଶୁଣିଲେ ଆପଣଙ୍କର ହୋସ ଚାଲିଯିବ।  ଦୁନିଆର ସବୁଠାରୁ ବିଷାକ୍ତ ବେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରଜାତିର ବେଙ୍ଗ ଅନ୍ତର୍ଜାତୀୟ କଳା ବଜାରରେ ୨୦୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ।

trafic
ଏଣିକି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲେ ଦେବେ ଫାଇନ୍

ଟ୍ରାଫିକକୁ ନେଇ ଅନେକ ନିୟମ ଓ କଟକଣା ରହିଛି। ଯାହା ଆମେ ସମସ୍ତେ ଜାଣନ୍ତି। କାରଣ ନିତିଦିନ ଜୀବନରେ ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଏହି ସମ୍ପର୍କରେ ସବୁ ଟିକିନିଖି ତଥ୍ୟ ଆମେ ଜାଣିବା ନିହାତି ଦରକାର ନଚେତ୍ ରାସ୍ତାରେ ଜୋରିମାନା ଦେବାକୁ ଆମକୁ କେହି ରକ୍ଷା କରିବେ ନାହିଁ।

Hight
ଉଚ୍ଚତା ବଢାଇବା ଲାଗି ଖର୍ଚ୍ଚ କଲେ ୫୫ ଲକ୍ଷ

ନିଜକୁ ସୁନ୍ଦର କରିବା ଲାଗି ଆଜିକାଲିର ଯୁବ ପୀଢ଼ି ଅନେକ ପ୍ରକାର କସମେଟିକ ବ୍ୟବହାର କରୁଛନ୍ତି। କେବଳ କସମେଟିକ କାହିଁକି? ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। କିଏ ପାର୍ଲରରେ ବସି ଫେସିଆଲ କରୁଛି ତ ଆଉ କିଏ ଡାକ୍ତରଙ୍କ ସହ ପରାମର୍ଶ କରି ବିଭିନ୍ନ ପ୍ରକାର ମେଡ଼ିସିନ ଖାଉଛି

pmmodi
ମୋଦିଙ୍କୁ WHO ନିର୍ଦ୍ଦେଶକଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ

farmer-111
ବୈଠକ ପରେ ବି ବାହାରିଲା ନାହିଁ କୌଣସି ନିସ୍କର୍ଷ

ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ତେବେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ମିଳିଥିବା ସୂଚନା ଅନୁସାରେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରି ପାରିନଥିବା ଜଣାଯାଇଛି।

Express
ମହାରାଜା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି କି?

ଟ୍ରେନ ଯାତ୍ରା ଅନେକଙ୍କୁ ବେଶ୍ ପସନ୍ଦ। ହେଲେ ଅନେକ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିନଥାଆନ୍ତି। ହେଲେ ଯଦି ଟ୍ରେନରେ ରାଜକୀୟ ସୁବିଧା ମିଳିଯିବ, ତା ହେଲେ ନିଶ୍ଚୟ ସମସ୍ତଙ୍କୁ ପସନ୍ଦ ଆସିବ।

budget
ଫେବୃଆରୀରୁ ବଢ଼ିବ TV, ଫ୍ରିଜ୍ ଓ ୱାସିଂମେସିନର ଦର

ବଢିବ ଇଲେକ୍ଟ୍ରୋନିକ୍ ଉପାଦାନର ଦର। ଫ୍ରିଜ୍ ଏବଂ ଏସି ହେବ ମହଙ୍ଗା। କେବଳ ଏତିକି ନୁହେଁ ବରଂ ପାପାପାଖି ୫୦ ଉପକରଣର ଦର ବଢାଇବେ କେନ୍ଦ୍ର ସରକାର। ବିଭିନ୍ନ ସାମଗ୍ରୀ ଉପରେ ପାଖାପାଖି ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ବଢାଇବା ପାଇଁ ଘୋଷଣା କରିଛନ୍ତି

gambhir
ରାମ ମନ୍ଦିର ଲାଗି ଗମ୍ଭୀର ଦେଲେ କୋଟିଏ ଟଙ୍କା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି

fire
ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ନିଆଁରେ ପୋଡ଼ି ୫ ଜଣଙ୍କ ମୃତ୍ୟୁ

ଫସି ରହିଥିବା ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ମିଳିଛି ସୂଚନା। ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପୁଣେ ମେୟର ମୁରଲୀଧର ମୋହଲ। ଏହାସହ ମେୟର କହିଛନ୍ତି ଯେ, ଯବାନମାନେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ ଦେବ ଉଦ୍ଧାର କରିଛନ୍ତି।

Trafic
ଏଣିକି ଗାଡ଼ିରେ ମିରର ନଥିଲେ ଫାଇନ୍, ସିଟ୍ ବେଲ୍ଟ ନପିନ୍ଧିବା ପଡ଼ିବ ମହଙ୍ଗା

ଗାଡ଼ି ଚାଳକଙ୍କ ପାଇଁ ଜରୁରୀ ସୂଚନା। ଯଦି ଆପଣ କାର କିମ୍ବା ବାଇକ ପ୍ରତ୍ୟେକ ଦିନ ଚାଳନା କରୁଛନ୍ତି  ତେବେ ଏହି ଖବର ଆପଣଙ୍କର ଜାଣିବା ନିହାତି ଦରକାର। ରାଜ୍ୟ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି।

Chili
କଞ୍ଚାଲଙ୍କାରୁ ବାହାରୁଥିବା କେମିକାଲରୁ ଜଳିବ ସୋଲାର ଲାଇଟ୍

କଞ୍ଚା ଲଙ୍କାରୁ ବାହାରୁ ଥିବା କେମିକାଲରେ ଚାର୍ଜ ହେବ ସୌର ଲାଇଟ୍। ସୋଲାର ଟେକ୍ନୋଲୋଜି କିଛି ନୂଆ ଯୋଜନା କରିବାକୁ ଯାଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମିଳିଥିବା ସୂଚନା ଅନୁସାରେ, କଞ୍ଚାଲଙ୍କାରୁ ବାହାରୁ ଯେଉଁ କେମିକାଲ ବାହାରେ ତାହା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିଥାଏ

1000 family
ଦେଶରେ ଏମିତି ଏକ ପରିବାର ଅଛି ଯାହାର ସଦସ୍ୟଙ୍କ ସଂଖ୍ୟା ହଜାରରୁ ଅଧିକ

ଗୋଟିଏ ପରିବାର ହଜାରେରୁ ଅଧିକ ସଦସ୍ୟ ଏକାଠି ରହୁଛନ୍ତି। ଆଉ ଜଣେ ମହିଳା ମୁଖିଆ ବି ରହିଛନ୍ତି। ହୁଏତ ଏ କଥା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏମିତି ପରିବାର ଆମ ଦେଶରେ ହିଁ ରହିଛି

dl
ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି?

ନୂଆଦିଲ୍ଲୀ: ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଏଣିକି ଘରେ ବସି ଆପଣ ବି ନିଜ ଲାଇସେନ୍ସକୁ ରିନ୍ୟୁ କରିପାରିବେ। ଯିବାକୁ ପଡ଼ିବ ନାହିଁ RTO ଅଫିସ୍। ମିଳିଥିବା ସୂଚନା ଅନୁସାରେ, ଆପଣ ପରିବହନ ମନ୍ତ୍ରଣାଳୟ ଅଫିସିଆଲ୍ ୱେବସାଇଟକୁ (https://parivahan.gov.in/parivahan) ଯାଇ ଏହି ଛୋଟିଆ କାମଟି କରିବାକୁ ପଡ଼ିବ। ଯାହା ଦ୍ୱାରା ବିନା କୌଣସି ପରିଶ୍ରମରେ ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇପାରିବ। ଘରେ ବସି ରିନ୍ୟୁ ହୋଇଯିବ […]