ଭାରତ ଅପେକ୍ଷା ନେପାଳରେ ତେଲ ଶସ୍ତାରେ ମିଳୁଥିବାରୁ, କେବଳ ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା ନୁହଁନ୍ତି, ଦୂରଦୂରାନ୍ତରୁ ସୀମା ସେପଟକୁ ଯାଉଥିବା ଟ୍ରକ୍ ଓ ଅନ୍ୟ ମାଲହାବୀ ଗାଡ଼ିଗୁଡ଼ିକ ମଧ୍ୟ ଟାଙ୍କି ଫୁଲ୍ କରି ଦେଶକୁ ବାହୁଡ଼ୁଛନ୍ତି
ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ ମହଲରେ ରହିଛି ୧୩୫ କୋଠରୀ ନୂଆଦିଲ୍ଲୀ: ବିଶ୍ୱାସ ହେଉ ନଥିଲେ ବି ସତ। ଘଟଣାଟି କିଛି ଏମିତି ରହିଛି ଯାହା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୩୫ କୋଠରୀ ବିଶିଷ୍ଟ ଏକ ବିଶାଳ ରାଜ ମହଲକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି ଜଣେ ରାଜକୁମାର। ଯାହାକୁ ନେଇ ପୂରା ଦେଶରେ ଚାଲିଛି ଜୋରସୋରରେ ଚାଲିଛି। ଆଜିକା ଦିନରେ ନିଜର ଘରଖଣ୍ଡେ ତିଆରି କରିବା […]
ଗୁଜୁରାଟରେ ପୁଣି ବିଜେପିକୁ ମିଳିଲା ବଡ଼ ସଫଳତା। ନଗର ନିଗମ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳିଛି। ୬ଟି ଯାକ ନଗର ନିଗମକୁ କବ୍ଜା କରି ନେଇଛି ଭାରତୀୟ ଜନତା ପାର୍ଟି ବିଜେପି। ଯାହାକୁ ନେଇ ବେଶ୍ ଖୁସୀ ଅଛନ୍ତି ସ୍ଥାନୀୟ ନେତା।
ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ସମ୍ପୃକ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର ହୋଇଛି। ଚମୋଲି ତପୋବନ ଟନେଲରୁ ଆବର୍ଜନା ଭିତରୁ ଆଉ ୫ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ ସମ୍ପର୍କରେ ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି। ସେପଟେ ହିମସ୍ଖଳନ ଯୋଗୁଁ ପୋତି ହୋଇଥିବା ସୁଡ଼ଙ୍ଗକୁ ସଫା କରାଯାଉଛି। ଏହାସହ ଧଉଳିଗଙ୍ଗା ନଦୀରେ କ୍ଷତିଗ୍ରସ୍ତ ହୋଇଥିବା ଗଜ୍ ଖୁଣ୍ଟ ପୋତାଯାଇଛି। NDRF ଯବାନ ନଦୀ […]
ପୁଣି ନୂଆ ଫିଚର୍ ଆଣିବ ହ୍ୱାଟ୍ସଆପ୍। ଏଣିକି ଫେସବୁକ ପରି ହ୍ୱାଟ୍ସଆପରେ ଆପଣ ଲଗଆଉଟ କରିପାରିବେ ବୋଲି ଜଣାପଡିଛି। ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ ବୋଲି ସୂଚନା ରହିଛି।
ଜେଲର ନାଁ ଶୁଣିଲେ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବରେ ଡ଼ର ଆସେ। କାରଣ ସାଧାରଣ ଭାବରେ ଆମ ମାନଙ୍କର ମନରେ ଏକ ଧାରଣା ରହିଛି ଯେ, ଜେଲ ପରିବେଶ ଏକ ଅନ୍ଧକାର ପରିବେଶ। କଏଦୀମାନେ କେହି କାହାକୁ ଦେଖିପାରନ୍ତି ନାହିଁ। ଏକା ଏକା ଜୀବନ ବଂଚାଇବାକୁ ହୁଏ।
ନୂଆଦିଲ୍ଲୀ: ଏଲ୍ଏସିରେ ଫେରିବ କି ଶାନ୍ତି? ଏଲ୍ଏସିରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଦଶମ ପର୍ଯ୍ୟାୟ କୋର୍ କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି। ଗୋଗ୍ରା, ଡେପସାଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି। ଚୀନର ମଲଡୋରେ ୧୬ ଘଣ୍ଟା ଧରି ଏହି ଆଲୋଚନା ଚାଲଥିଲା। ୯ ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଥମ […]
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ପ୍ରଥମ ଥର ପାଇଁ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେଓ୍ୱାତିଆ ଓ ଇଶାନ୍ କିଶାନଙ୍କୁ ସୁଯୋଗ ମିଳିଛି। ସେହିପରି ସ୍ପିନର ବରୁଣ ଚକ୍ରବତ୍ତି ମଧ୍ୟ ନୁଆ ମୁହଁ ଭାବେ ସାମିଲ ହୋଇଛନ୍ତି
ଡେରାଡୁନ: ଅନ୍ୟକୁ ସାହାଯ୍ୟ କରିବା ଲାଗି ପଣ କରିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଚର୍ଚ୍ଚା ଥମିବାରେ ନା ନେଉ ନାହିଁ। ଜଣକ ପରେ ଜଣଙ୍କୁ ବିନା କୌଣସି ସର୍ତ୍ତରେ ସାହାଯ୍ୟ କରି ସୋନୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହାରି ମଧ୍ୟରେ ଉତ୍ତରାଖଣ୍ଡର ହିମସ୍ଖଳନ ଘଟଣା ସାରା ଦେଶକୁ ମର୍ମାହତ କରିଛି। ଆଉ ଚଳିତମାସ ୭ ତାରିଖରେ ହୋଇଥିବା ବନ୍ୟାରେ ନିଜ ଜୀବନ ହରାଇଥିବା ଜଣେ ବ୍ୟକ୍ତିଙ୍କର ୪ ଝିଅଙ୍କ ଦାୟିତ୍ୱ ନେଇ ପୁଣି […]