• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

m
ଖାସି ମାଂସ ମେଥି ଷ୍ଟ୍ରୁ

ସମସ୍ତଙ୍କୁ ମଟନ୍‌ ଖାଇବାକୁ ଭଲଲାଗେ। ମଟନ୍‌ ପ୍ରସ୍ତୁତ କରିବା ପାଇଁ ଅନେକ ପ୍ରକାର ପ୍ରଣାଳୀ ରହିଛି। କେହି କେହି ମଟନ୍‌କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି । କିନ୍ତୁ କେବେ ମଟନ୍‌ ବା ଖାସିମାଂସ ସହ କସ୍ତୁରୀ ମେଥିପତ୍ରର ସ୍ୱାଦ ଥିବା ଆଇଟମ୍‌ ଖାଇଛନ୍ତି କି ? ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ଅନ୍ୟ ସବୁ ପ୍ରଣାଳୀଠାରୁ ଅଲଗା ସହ ପାଟିକୁ ସୁଆଦିଆ ମଧ୍ୟ ଲାଗିଥାଏ। ଜାଣନ୍ତୁ […]

kathare-kathare-mahata-katha-omm
କି ନିଷ୍ଠୁର! ବିନା ଦୋଷରେ ‘ମିଠି’କୁ ପିଟି ପିଟି ମାରିଦେଲେ

ଜୀବଜନ୍ତୁଙ୍କ ଆଖିରେ ବି ଲୁହ ଅଛି। ସେମାନଙ୍କର ବି ରକ୍ତମାଂସର ଶରୀର। ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ତାଙ୍କୁ ଭଲ ପାଇଲେ ସେମାନେ ନିଜର ପାଲଟିଯା’ନ୍ତି। ଆଉ ହତାଦର କଲେ ସେମାନେ ବି ଅଭିଶାପ ଦିଅନ୍ତି। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ, ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ‘ମିଠି’କୁ ଭାରି ଭଲ ପାଉଥିଲା ଡମ୍ବରୁଧରଙ୍କ ପୁଅ ପ୍ରଶାନ୍ତ। ପ୍ରଶାନ୍ତ ଯାହା ଖାଏ ‘ମିଠି’ ପାଇଁ କିଛି ରଖିଥାଏ। ୪ଟା ବାଜିଲେ ‘ମିଠି’ କୋଉଠି ଥିବା […]

ଜାଣନ୍ତୁ ଅମରପୋଇର ଔଷଧିୟ ଗୁଣ

ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜାବାହାରେ, ଏହାର ମୃତ୍ୟୁ ନାହିଁ। ସେଥିପାଇଁ ଏହାକୁ ଅମରେପାଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ିବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍‌। ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ…. ୧.ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ […]

ସାଇକେଲ ଚଳାଇବା ଦ୍ୱାରା କ୍ୟାନ୍‌ସର ଓ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ

ଫିଟ୍‌ ରହିବାକୁ କିଏ ବା ନ ଚାହେଁ। କିନ୍ତୁ କେବଳ ଜିମ୍‌ ଏବଂ ବ୍ୟାୟାମ କରିବା ଦ୍ୱାରା ଆମେ ଫିଟ୍‌ ରହିପାରିବା ବୋଲି ଭାବିଥାଉ। କିନ୍ତୁ ଆପଣ ଏହା ମଧ୍ୟ ଜାଣି ଥିବେ ସାଇକେଲ ଚଳାଇବା ମଧ୍ୟ ଏକ ପ୍ରକାର ବ୍ୟାୟାମ। ଆଜିକାଲି ଲୋକେ ସାଇକେଲ ଚଳାଇବାକୁ ଲାଜ କରୁଛନ୍ତି। କିନ୍ତୁ ଏହା କେବଳ ଏକ ମାନସିକତା ମାତ୍ର। ଆପଣମାନେ ଜାଣିଛନ୍ତି କି ବାହାର ଦେଶର ଲୋକମାନେ ବାଇକ୍‌ ଅପେକ୍ଷା ସାଇକେଲ ଚଳାଇବାକୁ ପସନ୍ଦ କରନ୍ତି। ଆହୁରି […]