ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସେନା-ଆତଙ୍କବାଦୀଙ୍କ ଗୁଳି ବିନିମୟ। ଅନନ୍ତନାଗର କୋକରନାଗ ଅଞ୍ଚଳରେ ଗତକାଲି ରାତିରୁ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଫଳରେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରାତି ପ୍ରାୟ ଗୋଟାଏରୁ ଏହି ଏନକାଉଣ୍ଟର ଜାରି ରହିଛି। ତେବେ ଏହି ଘଟଣାରେ କେତେ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି […]
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ବିଚାର କରୁଥିବା କହିଛନ୍ତି ନିଜେ କଂଗ୍ରେସ ହାଇକମାଣ୍ଡ୍ ରାହୁଲ ଗାନ୍ଧି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏନେଇ ସଙ୍କେତ ଦେଇଛନ୍ତି। ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ, ୨ଟି ଆସନରୁ ଲଢ଼ିବା ବଡ଼କଥା ନୁହେଁ। ତେବେ ତାଙ୍କର ଏମିତି ଉତ୍ତରରୁ ସେ ଦୁଇଟି ଆସନରୁ ଲଢ଼ିବା ଅନୁମାନ କରାଯାଉଛି। […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଓଡ଼ିଶା, ଆନ୍ଧ୍ର ଏବଂ ତେଲେଙ୍ଗାନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର-ପୂର୍ବ ଅଭିଯାନ ଆରମ୍ଭ ହୋଇଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ମୋଦି ଆଜି ଅରୁଣାଚଳ ଗସ୍ତରେ ଅଛନ୍ତି। ମିଶନ ୨୦୧୯ ପାଇଁ ନିର୍ବାଚନ ବିଗୁଲ ବଜାଇ ସାରିଥିବା ମୋଦି ଦେଶର ବିକାଶ ଉତ୍ତର ପୂର୍ବରୁ ହିଁ ହେବ ବୋଲି ଦୋହରାଇଛନ୍ତି। ପଶ୍ଚିମ ସିଆଙ୍ଗର ଆଲୋରେ ନିର୍ବାଚନୀ ପ୍ରଚାର ସଭାରେ ସେ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ […]
ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ମସଲା ମଧ୍ୟରେ ପିଆଜକୁ ବ୍ୟବହାର କରାଯାଇଥାଏ। ଏମିତି ଅନେକ ଖାଦ୍ୟ ଅଛି ଯେମିତି ସାଣ୍ଡୱିଚ୍, ସାଲାଡ୍ ଓ ଅନ୍ୟ ସମସ୍ତ ବ୍ୟଞ୍ଜନରେ ପିଆଜକୁ ପ୍ରମୁଖ ଭାବେ ସାମିଲ୍ କରାଯାଇଥାଏ। ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ ତେବେ ପିଆଜକୁ ଖାଇବା ପରେ ଏହାର ଚୋପାକୁ ଆମେ ଫିଙ୍ଗି ଦେଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କେବଳ ପିଆଜ ନୁହେଁ, ଏହାର ଚୋପା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ୍ ପ୍ଲେବୋନାଇଟସ୍ […]