• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

jati
UNHRC ବୈଠକରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର ଉଲ୍ଲଂଘନ କରୁଛି। ସେହିପରି ଜାତିସଂଘ ଦ୍ୱାରା ବ୍ୟାନ୍‌ ହୋଇଥିବା ଜୈଶ-ଏ-ମହମ୍ମଦକୁ ଭାରତ ବିରୋଧରେ ବ୍ୟବହାର କରୁଥିବାର ପ୍ରମାଣ ସ୍ପଷ୍ଟ ହୋଇଛି।’’ ଏହାକୁ ମଧ୍ୟ ପାକିସ୍ତାନର ପୂର୍ବତନ ନେତୃବୃନ୍ଦ ସ୍ୱୀକାର […]

pfizer
ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର

ନୂଆଦିଲ୍ଲୀ: ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର ଟିକା। ଆମେ ଫାଇଜର ସହ ଯୋଗାଯୋଗରେ ଅଛୁ ବୋଲି ନିତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି। ଫାଇଜର ଆମଠାରୁ କଣ ଆଶା କରୁଛି ସେନେଇ ଆଲୋଚନା ଚାଲିଛି। ଆମେ ତାଠାରୁ କଣ ଆଶା ରଖିଛୁ, ସେନେଇ ଆଲୋଚନା ଚାଲିଛି। ଭାରତ ପାଇଁ ଲାଇସେନ୍ସ ପାଇବାକୁ ଫାଇଜର ଆବେଦନ କରିବ। ଆବେଦନ କରିବା ପରେ ବିଚାରକୁ ନିଆଯାଇ ମଂଜୁରୀ ବ୍ୟବସ୍ଥା କରାଯିବ। ସେହିପରି ଟିକା ନେଇ ଥିବା ସଂଶୟ […]

baba-ramdeb
ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ। ଆଇଏମ୍ଏର ବିରୋଧ ପରେ ଯୋଗଗୁରୁଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିଠି ଲେଖିଛନ୍ତି। ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ ଫେରାଇ ନେବାକୁ ରାମଦେବଙ୍କୁ ଚିଠିରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏଲୋପାଥତ୍କୁ ତମାସା, ବେକାର […]

covischield
ଘରେ ରହି କର କୋଭିଡ୍ ଟେଷ୍ଟ; ୧୫ ମିନିଟ୍‌ରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍‌କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍‌କୁ କିଭଳି ବ୍ୟବହାର କରାଯିବା ସେନେଇ ଗାଇଡଲାଇନ୍ ବି ଜାରି କରିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ଥିବ କିମ୍ବା ସିଧାସଳଖ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ କେବଳ ସେମାନେ ହିଁ […]

vaccaine
ଗୋଟିଏ ଡୋଜ୍‌ରେ ହିଁ ଦେହରେ ଆଣ୍ଟିବଡି ତିଆରି କରୁଛି କିଏ: କୋଭାକ୍ସିନ ନା କୋଭିସିଲ୍ଡ ?

ନୂଆଦିଲ୍ଲୀ: କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ତିଆରି ହେଉଛି ଆଣ୍ଟିବଡ଼ି। ଟିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ICMR  ନିର୍ଦ୍ଦେଶକ ବଳରାମ ଭାର୍ଗବ। କୋଭିସିଲ୍ଡ ଓ କୋଭାକ୍ସିନ ସଂପର୍କରେ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ପ୍ରଥମ ଡୋଜ୍ ନେବାର ୪ ସପ୍ତାହ ପରେ ୨ୟ ଡୋଜ୍ ନେଇହେବ। କୋଭିସିଲ୍ଡର ପ୍ରଥମ ଡୋଜର ୧୨ ସପ୍ତାହ ପରେ ୨ୟ ଡୋଜ୍ ନେଇପାରିବେ। କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ଆଣ୍ଟିବଡ଼ି […]

masking
'ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, ଥୋଡ଼ିରେ ଓ ବେକରେ ଝୁଲାଇ ରଖୁଛନ୍ତି ବାକି ୨୦ ପ୍ରତିଶତ'

ନୂଆଦିଲ୍ଲୀ: ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ- ୮ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। କର୍ଣ୍ଣାଟକରେ ସର୍ବାଧିକ ୫ ଲକ୍ଷ ୫୮ ହଜାର ୯୧୧ ଆକ୍ଟିଭ କେସ୍ ରହିଛି। ମହାରାଷ୍ଟ୍ର ୪ ଲକ୍ଷ ୪ ହଜାର ଓ କେରଳରେ ୩ ଲକ୍ଷ ୩୨ ହଜାର ଆକ୍ଟିଭ୍ କେସ୍ ରହିଛି। […]

animal
ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍‌

ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପରିବେଶ ମନ୍ତ୍ରଣାଳୟ । କରୋନାରେ ଏସୀୟ ସିଂହ ସକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ଦେଇଛି । ଏହି ତଥ୍ୟ ପଦାକୁ ଆସିବା ପରେ ମନ୍ତ୍ରାଳୟ ସତର୍କ କରାଇବା ସହ ପଶୁଙ୍କୁ କରୋନା ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଥିବା କହିଛି । ପଶୁମାନେ କରୋନାରେ ସଂକ୍ରମିତ ହେବା ପରେ ରାଜ୍ୟର ସମସ୍ତ ଜାତୀୟ ପାର୍କ, ଚିଡିଆଖାନା ଓ ନନ୍ଦନକାନନ […]

corona
ସଟଡାଉନ୍‌, କର୍ଫ୍ୟୁ କଲେ ବି ଥମୁନି କରୋନା

ନୂଆଦିଲ୍ହୀ: ଦେଶରେ କରୋନାର ଦୃତ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଦବେଗ। ୧୦ଟି ରାଜ୍ୟରେ ସ୍ଥିତି ଅତି ଗମ୍ଭୀର ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ। ସଂକ୍ରମଣ ଚେନ୍ ଭାାଙ୍ଗିବା ଲାଗି ଅନେକ ରାଜ୍ୟ ଲକଡାଉନ, ସଟଡାଉନ କିମ୍ବା , କର୍ଫ୍ୟୁ ଜାରି କରିଥିଲେ ମଧ୍ୟ ମହାମାରୀ ଥମିବାର ନାଁ ନେଉନି। ଏଣେ ସ୍ଥିତିର ମୁକାବିଲା ନେଇ ବ୍ରିଟେନ ଓ ଆମେରିକା ସମେତ ଅନ୍ୟାନ୍ୟ ଦେଶ ମେଡିକାଲ ସହାୟତା ପହଞ୍ଚିବାରେ ଲାଗିଛି। ଏପଟେ […]

BeFunky-collage (1)
ରୋହିତ ସରଦାନାଙ୍କ ମୃତ୍ୟୁ ଖବର ପଢିବା ବେଳେ କାନ୍ଦି ପକାଇଲେ ନ୍ୟୁଜ ଆଙ୍କର

ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗରେ ମିଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଘରୋଇ ନ୍ୟୁଜ ଚାନେଲ ଆଜ ତକ୍‌ରେ ତାଙ୍କର ଦମଦାର ସ୍ୱର ଆଉ ଶୁଣିବାକୁ ମିଳିବନି । ତାଙ୍କର ଅକାଳ ମୃତ୍ୟୁରେ ସତେ ଯେପରି ସ୍ତବ୍ଧ ହୋଇଯାଇଛି । ଏପରିକି ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରକେ ଆଜ ତକ୍ ଆଙ୍କର ନିଜର କୋହକୁ ସମ୍ଭାଳି ପାରିନଥିଲେ । […]

flight
ଅନ୍ତର୍ଜାତୀୟ ବିମାନ ସେବା କଟକଣା ଅବଧି ବଢାଇଲେ କେନ୍ଦ୍ର ସରକାର

ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ଜାରି କଲେ କେନ୍ଦ୍ର ସରକାର । ମେ ୩୧ ଯାଏ ଭାରତରୁ ବିଦେଶକୁ ଉଡିବନି ବିମାନ । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ଉଡାଣ । ସଂକ୍ରମଣ ବ୍ୟାପୁଥିବାରୁ ଆଉ ମାସେ ପାଇଁ କଟକଣା ବୃଦ୍ଧି କରିଛି କେନ୍ଦ୍ର । ଏନେଇ ଆଜି ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ଏପ୍ରିଲ […]

heart4
କରୋନାରୁ ସୁସ୍ଥ ହୋଇଥିଲେବି ହାର୍ଟ ଚେକ୍ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଜାଣନ୍ତୁ

କୋଭିଡ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । କୋଭିଡ୍‌-୧୯ର ମେଡିକାଲ ଡାଟାରୁ ଜଣାପଡିଛି ଯେ, ଏହା ମଲ୍ଟି ଅର୍ଗାନ୍ ସିଷ୍ଟମ ଡିଜିଜ୍ ଅର୍ଥାତ୍ ଶରୀରର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗକୁ ଏହା ପ୍ରଭାବିତ କରୁଛି । କିନ୍ତୁ ଦ୍ୱିତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଠାରେ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଉଛି । ଯାହାକୁ ଲଙ୍ଗ୍‌-କୋଭିଡ୍ ବୋଲି କୁହାଯାଉଛି । କିଛି କୋଭିଡ୍ ରୋଗୀଙ୍କ ଠାରେ ହୃଦ୍‌, କିଡନୀ ଓ ମସ୍ତିଷ୍କ ରୋଗ ମଧ୍ୟ ରହୁଛି […]

ambulance covid
ବାଇକରେ ଆମ୍ବୁଲାନ୍ସ ନିର୍ମାଣ କଲେ ଯୁବ ଇଂଜିନିୟର, ମାଗଣାରେ ରୋଗୀ ପାଇବେ ହସ୍ପିଟାଲ ବେଡ୍ ସହ ଅକ୍ସିଜେନ

ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ବଡ ସମସ୍ୟା ସାଜିଛି ଅକ୍ସିଜେନ୍ ସଙ୍କଟ । ଅକ୍ସିଜେନ୍ ଅଭାବରୁ ଅନେକ କରୋନା ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହେଉଛିା ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦିଲ୍ଲୀ କହିପାରିବା । ଏଭଳି ସ୍ଥିତିରେ କରୋନା ବିରୋଧରେ ମୁକାବିଲା କରିବା ପାଇଁଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବ ଇଂଜିନିୟର । ସେ ନିଜ ବାଇକରେ ଆମ୍ବୁଲାନ୍ସ ନିର୍ମାଣ କରିଛନ୍ତି । ଯେଉଁ ଆମ୍ବୁଲାନ୍ସରେ ରହିଛି ହସ୍ପିଟାଲ ବେଡ୍ ଓ ଅକ୍ସିଜେନ୍ । କରୋନାର […]

lemon theraphy
ଲେମନ୍ ଥେରାପୀରେ କଣ ରହିଛି ଫାଇଦା? କହିଲେ ବିଶେଷଜ୍ଞ

କରୋନା ମହାମାରୀ ଦ୍ୱିତୀୟ ଲହର ମଣିଷ ଜୀବନକୁ ସତେ ଯେପରି ସୀମା ଭିତରେ ରଖି ଦେଇଛି । କିନ୍ତୁ କରୋନାରୁ ଆରୋଗ୍ୟ ହେବାକୁ ଯାଇ ଅନେକ ଲୋକ ଭ୍ରମର ଶିକାର ହେଉଛନ୍ତି । ଅନେକ ଚେରମୂଳି ଔଷଧ ଓ ଡାକ୍ତର ବିନା ପରାମର୍ଶରେ ମେଡିସିନ୍ ସେବନ କରିବା କାରଣ ମୂଲ୍ୟ ଜୀବନ ପାଣି ଫୋଟକା ପରି ଚାଲିଯାଉଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ସ୍କୁଲ ଶିକ୍ଷକ ଲେମନ୍‌୍ ଥେରାପି କରି ମୃତ୍ୟୁବରଣ କରିଛନ୍ତି । ଏଭଳି […]

crime
ପାସୱାର୍ଡ ନ କହିବାରୁ ସାଙ୍ଗକୁ ତଣ୍ଟି ଚିପି ମାରିଦେଲା ସାଙ୍ଗ

ନୂଆଦିଲ୍ଲୀ: ଫୋନ୍ ପାସୱାର୍ଡ ପାଇଁ ବନ୍ଧୁ ଭୁଲିଗଲା ସବୁ ସମ୍ପର୍କକୁ । ପାସୱାର୍ଡ ନ କହିବାରୁ କିଛି ନବୁଝି ସାଙ୍ଗକୁ ହତ୍ୟା କରିବାକୁ ପଛେଇଲାନି ସାଂଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ପିତମପୁର ଅଞ୍ଚଳରେ । ପିତମପୁର ଅଞ୍ଚଳରେ ଥିବା ପାର୍କରେ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ସାଂଗ ତଣ୍ଟି ଚିପି ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ସବୁ ସତ ଓଗାଳିଛି ପୋଲିସ୍ […]

who
୧୭ଟି ଦେଶରେ ଭାରତୀୟ ଷ୍ଟ୍ରେନ୍ ଠାବ: ହୁ

ଭାରତର ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶକୁ ବ୍ୟାପିଲାଣି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ କରାଯାଇଛିା B.1.617 ଭାରିଆଣ୍ଟ କୋଭିଡ୍ ସାର୍ସ-୨ର ଏହି ଭାରିଆଣ୍ଟଭାରତରୁ ଆସିଥିବା ସଂଗଠନ କହିଛି । ୟୁଏନ୍ ହେଲ୍‌ଥ ଏଜେନ୍ସି ତାହାର କୋଭିଡ୍ ଡାଟାବେସ୍‌ରେ ମଧ୍ୟ […]

Tripura
ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଦାଦାଗିରି: ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

କୋଭିଡ ନିୟମକୁ ପାଳନ କରିବା ଆଳରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା। ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ ଡିଏମ୍ ଜଣଙ୍କ ଦଳବଳ ଧରି ବିବାହମଣ୍ଡପକୁ ଯାଇ ଯେଉଁ ହରକତ୍ କରିଛନ୍ତି ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାପରେ ଅବଶ୍ୟ ସେ ନିଜ ଆଚରଣ ପାଇଁ କ୍ଷମା ମାଗିଛନ୍ତି, କିନ୍ତୁ ଡିଏମଙ୍କ ଅଭଦ୍ରାମୀକୁ ଗୁରତର ସହ ନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ […]

QR_code_payment-900x506
କ୍ୟୁଆର କୋଡ୍‌କୁ ସାବଧାନ ! ଅନଲାଇନ୍‌ ପେମେଣ୍ଟକୁ ନେଇ ଏସବିଆଇ ଦେଲା ପରାମର୍ଶ

କୋଭିଡ୍ ସ୍ଥିତି ଯୋଗୁଁ ଅନେକ ଲୋକ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ସୁଯୋଗରେ କଳାକନା ବୁଲାଇ ନେଉଛନ୍ତି ସାଇବର ଠକ । କ୍ୟୁଆର୍ କୋଡ୍ ବ୍ୟବହାର ଆକାଉଣ୍ଟ ହୋଇଯାଉଛି ଖୋଳ । ଏନେଇ ଗ୍ରାହକଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । କ୍ୟୁଆର୍ କୋଡ୍ କୁ ସ୍କାନିଂ କରିବା ସମୟରେ ତଥା ପେମେଣ୍ଟ କରିବା ସମୟରେ ସତର୍କ ରହିବା ପାଇଁ ଏସବିଆଇ ପରାମର୍ଶ ଦେଇଛି । ପବ୍ଲିକ୍ […]

COVISHIELD
କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ

କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି। ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩ଶହ ଟଙ୍କାକୁ ହ୍ରାସ ନେଇ ଘୋଷଣା କରାଯାଇଛି। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪ଶହ ଘୋଷଣା ହୋଇଥିଲା। ତେବେ ଘରୋଇ ହସ୍ପିଟାଲ ପାଇଁ ଦର ଡୋଜ୍ ପିଛା ୬ଶହ ଅପରିବର୍ତ୍ତିତ ରହିଛି। As a […]

bank-holiday
ମେ’ରେ ୧୨ ଦିନ ବ୍ୟାଙ୍କ ବନ୍ଦ !

ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି କି, ତାହାହେଲେ ତୁରନ୍ତ କାମ ସାରି ଦିଅନ୍ତୁ। କାହିଁକି ନା ଆଗକୁ ୧୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗତ ଏପ୍ରିଲରେ ୧୫ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିଥଲ।। ସେହିପରି ମେ ମାସରେ ମଧ୍ୟ ୧୨ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ ବୋଲି ଆରବିଆଇ କ୍ୟାଲେଣ୍ଡରରେ ତାଲିକା ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ, ମାସର ସବୁ ରବିବାରକୁ ଛାଡି ୧୨ […]

image_2021-04-27_193115
ବରକୁ କରୋନା, ତଥାପି ଅଟକିଲାନି ବାହାଘର

ଭୋପାଳ: ବିବାହକୁ ନେଇ ପୁଅ ଝିଅ ଓ ପରିବାର ଲୋକେ କେତେ ଯେ ସ୍ୱପ୍ନ ଦେଖନ୍ତି, ତାହାର ତାଲିକା କରିବା ମୁସ୍କିଲ । କିନ୍ତୁ ବିବାହର ଉତ୍କଣ୍ଠା ଭିତରେ ବାଡ ପରି ଛିଡା ହୋଇଛି କରୋନା ଭୂତାଣୁା କରୋନା ସଂକ୍ରମଣର ଭୟ ଓ କଠୋର ଗାଇଡଲାଇନ୍ ଯୋଗୁଁ ଏବେ ବିବାହ ଉତ୍ସବ ସତେ ଯେପରି ଫିକା ପଡିଯାଇଛି । କିନ୍ତୁ ଏପରି କିଛି ନିଆରା ଓ ନିରାଡମ୍ବର ବିବାହ ଯାହା ସବୁ ଦିନ ପାଇଁ ସସ୍ମୃତି ହୋଇରହିଯିବା […]

image_2021-04-27_165109
ହଳଦିଆ ହୋଇଗଲା ନଦୀର ପାଣି, ଛୁଇଁବା ମାତ୍ରକେ ପୋଡିଗଲା ଚର୍ମ

ପାଣିର ରଙ୍ଗ ହଠାତ୍ ହଳଦିଆ ହୋଇଗଲା, ଆଉ ସେହି ପାଣିକୁ ଯିଏ ବି ଛୁଇଁଲା ଚମଡା ଉତୁରିଗଲ।। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରୋ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛିା ଏହି ପାଣିର ଅସ୍ୱାଭାବିକ ପରିବର୍ତ୍ତନ କ୍ଷେତ୍ରରେ କଣ ରହିଛି ପ୍ରକୃତ କାରଣ ଆସନ୍ତୁ ଜାଣିବା… ସ୍କଟଲ୍ୟାଣ୍ଡର ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନୋରମା ଏଠାରେ ଘଞ୍ଚଜଙ୍ଗଲ ଓ ପାହାଡ ଓ ଝରଣା ଭରି ରହିଛିା ଏଇ ପରିବେଶକୁ ଉପଭୋଗ […]

Mask
କୋଭିଡ୍‌ ସ୍ଥିତିରେ ଅଯଥାରେ ପଦାକୁ ଯାଅନି: କେନ୍ଦ୍ର

ନୂଆଦିଲ୍ଲୀ: ୮ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ। ଦେଶରେ କୋଭିଡ୍ ସ୍ଥିତି ନେଇ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ। ସବୁ ରାଜ୍ୟରେ ପୂର୍ବ ଅପେକ୍ଷା ଏବେ ଅଧିକ ମାମଲା ସାମ୍ନାକୁ ଆସୁଛି। ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ରହିଛି। ଏସବୁ ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସାଙ୍ଘାତିକ ସ୍ଥିତି ରହିଛି। ତେବେ ଦେଶରେ ୮୨ ପ୍ରତିଶତ ଆକ୍ରାନ୍ତ […]

covid
କରୋନାକୁ ନେଇ ବ୍ୟସ୍ତ ହୁଅନି, ବରଂ କଣ କରିବାକୁ ପଡ଼ିବ, କହିଲେ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାର ଉଗ୍ର ରୂପ ଧାରଣ କରିଛି। ମହାମାରୀ କୋଭିଡ୍‌କୁ କିପରି ସାଧାରଣ ଲୋକ ପ୍ରତିହତ କରିବେ, ଏନେଇ ନେଇ ଦେଶର ୪ ପ୍ରଖ୍ୟାତ ଡାକ୍ତର ଆଲୋଚନା କରିଛନ୍ତି। ଆଲୋଚନାରେ ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସାମିଲ ହୋଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, AIIMSର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ୍ ମଧ୍ୟ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ମଧ୍ୟ […]

Covaxin
କରୋନା ଟିକା କୋଭାକ୍ସିନ୍‌ର ଦର ଘୋଷଣା

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍‌ର ଦର ଘୋଷଣା କଲା ଏହାର ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ୍ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ […]