ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍। ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ […]
How to Prepare Crispy Chicken Honey Chilli ଆବଶ୍ୟକ ସାମଗ୍ରୀ: ବୋନ୍ଲେସ୍ ବ୍ରେଷ୍ଟ୍ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ Chicken କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ Chicken ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ […]
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବଡ ସଫଳତା। ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍ରେ ଏକ ସାଟେଲାଇଟକୁ ଆକ୍ରମଣ କରିଛି। ଆଜି ଡିଆର୍ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚିଛି ଭାରତ। ପୃଥିବୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ […]