• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

12
ଆଜି ଆଇପିଏଲ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ-ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲ୍‌ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏଲିମିନେଟର୍ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ଫାଇନାଲ ଖେଳିବା ଲାଗି ଆଉ ପାଦେ ଆଗକୁ ବଢ଼ିବ ଏବଂ ପରାଜିତ ଦଳ ଆଇପିଏଲ୍‌ ଅଭିଯାନରୁ ବାଦ୍ ପଡ଼ିବ। ଆଉ ଏଥିପାଇଁ ମ୍ୟାଚ୍‌ ଜିତି କ୍ୱାଲିଫାୟର […]

Chingudi Dum Biryani in Odia
ଚିଙ୍ଗୁଡ଼ି ଦମ୍‌ ବିରିୟାନି ପ୍ରସ୍ତୁତ ପ୍ରଣାଳୀ | Chingudi Dum Biryani

ଭୁବନେଶ୍ୱର: ବିରିୟାନି ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଆମେ ବିଭିନ୍ନ ପ୍ରକାର ବିରିୟାନି ଖାଇଛୁ। ଆଜି କିନ୍ତୁ ଚିଙ୍ଗୁଡ଼ି ବିରିୟାନି କିପରି ହୁଏ ଆପଣଙ୍କୁ ଶିଖାଇବୁ। ଏହାର ସ୍ୱାଦ ଅନ୍ୟ ସବୁ  ବିରିୟାନିର ସ୍ୱାଦଠାରୁ ଭିନ୍ନ ହୋଇଥିବା ବେଳେ ଚିଙ୍ଗୁଡ଼ିର ବାସ୍ନା ଏକ ଅଲଗା ପ୍ରକାର ସ୍ୱାଦ ଦେବ। ତେବେ କିପରି ଘରେ ଚିଙ୍ଗୁଡ଼ି ଦମ୍‌ ବିରିୟାନି ପ୍ରସ୍ତୁତ କରିବେ ଜାଣନ୍ତୁ। How to Prepare Chingudi Dum Biryani ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ଅଦା ରସୁଣ […]

5
ବିପଦକୁ ଦୂରେଇ ରଖେ ମାଛ ଆକ୍ୱାରିୟମ୍‌

ଭୁବନେଶ୍ୱର: ଘରର ସାଜସଜ୍ଜାକୁ ଆକର୍ଷଣୀୟ କରିବା ଉପରେ ପ୍ରାୟତଃ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଘରକୁ ଆଧୁନିକ ଶୈଳୀରେ ସଜାଇବା ସହ ମାଛ ଆକୱାରିୟମ୍‌ ମଧ୍ୟ ରଖିଥାନ୍ତି। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ହେଲେ ପେଙ୍ଗ୍‌ସୁଇ ଅନୁସାରେ ଘରେ ଫିସ୍‌ ଆକୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ ପାଳନ […]

cold water
ଖରାଦିନେ ଥଣ୍ଡା ପାଣି ପିଇଲେ ହୋଇଥାଏ ଏହିସବୁ କ୍ଷତି

ଭୁବନେଶ୍ୱର: ଗରମ ଦିନ ଆସିଲେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଖରା ଦିନେ […]

15
ନାଇଜେରିଆରେ ଜଳଦସ୍ୟୁଙ୍କ ଦ୍ୱାରା ୫ ଭାରତୀୟ ନାବିକ ଅପହୃତ

ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ଦିନ ହେଲା ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୫ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ। ନାଇଜେରିଆ ନିକଟରେ ଏକ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ। […]