• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ରାଜ୍ୟରେ ସଂଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି, ୨ଟି ବୁଥ୍‌ରେ ମତଦାନ ସ୍ଥଗିତ ରଖାଯାଇଛି, ଇଭିଏମ୍‌ ସହ ଭିଭିପାଟ୍‌ ଭୁଲ୍ ସଂଯୋଗ ପାଇଁ ଭୋଟ ବନ୍ଦ କରାଯାଇଛି,

ଭୁବନେଶ୍ୱର: ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ୯ଟି ବୁଥ୍‌ରେ ମତଦାନ ବେଳେ ବିଭ୍ରାଟ୍‌ ଦେଖାଦେଇଥିଲା। ଯେଉଁଥିପାଇଁ ସେଠାରେ ମତଦାନ ବନ୍ଦ ରହିଥିଲା। ଏଠାରେ ଆସନ୍ତା ୨୫ ତାରିଖରେ ପୁନଃ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସୁନ୍ଦରଗଡ଼ରେ ୨, କନ୍ଧମାଳରେ ୨, ବରଗଡ଼ରେ ୪, ଆସିକାରେ ୧ଟି ବୁଥ୍‌ରେ ସାନ ମତଦାନ ହେବ। ସେଗୁଡ଼ିକ ହେଲା- ବଣାଇ ବିଧାନସଭା ୧୨୯ ନଂ ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ବିଧାନସଭା ୨୧୩ […]

a5
ଗୋଟିଏ ମଞ୍ଚରେ ଏକାଠି ହେଲେ ମୁଲାୟମ ଓ ମାୟାବତୀ

ଲକ୍ଷ୍ନୌ: ଦୀର୍ଘ ଦିନର ତିକ୍ତତା ପରେ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ମୁଲାୟମ ସିଂ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଓ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ଆଜି ଉତ୍ତରପ୍ରଦେଶର ମୈନପୁରୀରେ ଗୋଟିଏ ମଞ୍ଚରେ ଉପସ୍ଥିତ ରହି କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ୧୯୯୫ ମସିହା ପରଠାରୁ ଦୁଇ ଦଳ ମଧ୍ୟରେ ସମ୍ପର୍କ ଭଲ ନଥିଲା। କିନ୍ତୁ ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି […]