News from India

ରେହମାନଙ୍କ ବିଲେଇ ପାଳିବା ସଉକ
ବେଙ୍ଗାଲୁରୁ: ଆଧୁନିକ ସମାଜରେ ଜୀବଜନ୍ତୁ ପାଳିବା ଏକ ସଉକ ହୋଇଯାଇଛି। କିଏ କୁକୁର ପାଳୁଛନ୍ତି, ତ ଆଉ କିଏ ବିଲେଇ ପାଳୁଛନ୍ତି। ଆଉ କିଏ ଘରେ ନାନା ପ୍ରଜାତିର ପକ୍ଷୀ ମଧ୍ୟ ପାଳୁଛନ୍ତି। ବେଙ୍ଗାଲୁରୁର ମୁଜିବୁର ରେହମାନ ନିଜ ଘରେ ନାନା ପ୍ରଜାତିର ବିଲେଇ ପାଳିଛନ୍ତି। ଦେଶୀ ବିଦେଶୀ ପ୍ରଜାତିର ୧୫ରୁ ଅଧିକ ବିଲେଇ ସେ ପାଳିଛନ୍ତି। ଏପରିକି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଘର ମଧ୍ୟ ସେ ତିଆରି କରିଛନ୍ତି। ବଡ଼ କଥା ହେଉଛି ଯେ, ଆଖପାଖରେ […]