ରାଶିଫଳ
ଓଡିଶା
ମନୋରଞ୍ଜନ
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡ଼ିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
LIVE TV
Cities
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
DARK MODE
Home
Odisha
India
News from India
Select your city
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
ଜଗତସିଂହପୁର: ବାତ୍ୟାର ୪ ଦିନ ପରେ ରିଲିଫ୍ ନମିଳିବାରୁ ତାତିଲେ ଲୋକେ; ଧନୀପୁର ଠାରେ ରାସ୍ତାରୋକ, କନ୍ଦରପୁର-ଜଗତସିଂହପୁର ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ, ତୁରନ୍ତ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ଲୋକଙ୍କ ଦାବି
ବର୍ତ୍ତମାନର ମୁଖ୍ୟ ଖବର
ନୂଆପଡ଼ା: କୋମନା ବ୍ଲକ କୋନାବିରା ଗାଁରେ ହାତୀପଲ; ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କ ପ୍ରୟାସ
ଭଦ୍ରକ: ଶାଳକଙ୍କ ବାହାଘର ପ୍ରସେସନ୍ ବେଳେ ୨ ଭିଣୋଇ ମୃତ; ଝିଅ ଘରକୁ ପ୍ରସେସନ୍ରେ ଯିବା ବେଳେ ତିହିଡ଼ି ବ୍ଲକ ଗୋଳାପୋଖରୀ ଛକରେ ଧକ୍କା ଦେଲା ବୋଲେରୋ, ଶୋକାକୁଳ ପରିବେଶରେ ବାହାଘର ସମ୍ପନ୍ନ
ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ: ପ୍ରଶାସନିକ ବିଲ୍ଡିଂରେ ଲାଗିଛି ନିଆଁ ; କାରଣ ଅସ୍ପଷ୍ଟ
ଆଳି: ସିଙ୍ଗିରି ବଜାରରେ ଥିବା SBI ଏଟିଏମ୍ ତାଡ଼ିନେଲେ ଦୁର୍ବୃତ୍ତ; ଟଙ୍କା ଲୁଟ୍ ହୋଇଛି କି ନାହିଁ ଜଣାପଡ଼ିନି
ଆନନ୍ଦପୁର: ଘସିପୁରା ଥାନା କୋଳିମାଟି କାଣ୍ଟୋ ଗାଁର ଯୁବକଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା ଅଭିଯୋଗ; ସାଇଣ୍ଟିଫିକ୍ ଟିମ୍ ସହ ଘସିପୁରା ପୁଲିସ୍ର ଛାନ୍ଭିନ୍
ବର୍ତ୍ତମାନର ମୁଖ୍ୟ ଖବର
ଆଜି ସକାଳର ମୁଖ୍ୟ ଖବର
‘ଫୋନି’ ସଂପର୍କରେ SRC ବିଷ୍ଣୁପଦ ସେଠୀଙ୍କ ସାମ୍ୱାଦିକ ସମ୍ମିଳନୀ: କହିଲେ- ସକାଳ ୮ଟା ୩୦ରେ ପୁରୀରେ ଲ୍ୟାଣ୍ଡଫଲ୍ କରିଛି ଫୋନି; ଲ୍ୟାଣ୍ଡଫଲ ବେଳେ ପୁରୀରେ ପବନ ବେଗ ଥିଲା ୧୭୫ କିମି ଥିଲା, ଭୁବନେଶ୍ୱରରେ ଏବେ ୧୨୦ କିମି ବେଗରେ ପବନ ବହୁଛି
ନୟାଗଡ଼: ପ୍ରବଳ ବର୍ଷା ପବନରେ ଭୁଶୁଡ଼ିଲା ମାଟି କାନ୍ଥ; ପୁରୁଣା ଦଶପଲ୍ଲାରେ କାନ୍ଥରେ ଚାପି ହୋଇ ଯୁବତୀଙ୍କ ମୃତ୍ୟୁ
ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଫୋନି’: ଏବେ ପୁରୀରେ ୧୭୫ କିମି ବେଗରେ ପବନ ବହୁଛି
ପୁରୀରେ ଲ୍ୟାଣ୍ଡଫଲ୍ କରୁଛି ‘ଫୋନି’, ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି, ବର୍ଷା ବି ଚାଲିଛି, ସମୁଦ୍ର ଅଶାନ୍ତ ହୋଇଯାଇଛି
ପଟ୍ଟାମୁଣ୍ଡାଇ: ରାଜନଗର ବ୍ଲକ୍ ଦେବେନ୍ଦ୍ର ନାରାୟଣପୁର ବାତ୍ୟା ଆଶ୍ରୟସ୍ଥଳରେ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ; କାଲି ଆଶ୍ରୟସ୍ଥଳକୁ ଆସିଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ
‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ବାତ୍ୟା ‘ଫୋନି’ ପାଇଁ ଭୁବନେଶ୍ୱରରେ ଏବେ ୪୦ରୁ ୫୦ କିମି ବେଗରେ ପବନ ବହୁଛି: ପବନର ବେଗ ଆହୁରି ବଢ଼ିବା ସମ୍ଭାବନା: ଭୁବନେଶ୍ୱର ପାଣିପାଗ କେନ୍ଦ୍ର
ଫୋନି ଯୋଗୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ୧୦ ଲକ୍ଷ ୮୫ ହଜାର ଲୋକଙ୍କୁ ରଖାଯାଇଛି; କିଛି ଜାଗାରେ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି, କୌଣସି ଧନଜୀବନ ହାନି ନେଇ କିଛି ଖବର ମିଳିନାହିଁ: SRC
ବାତ୍ୟା ‘ଫୋନି’ ଆଉ କିଛି ସମୟ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା: ଏବେ ପୁରୀରେ ୧୭୫ କିମି ବେଗରେ ପବନ ବହୁଛି; ଏସ୍ଆର୍ସି ବିଷ୍ଣୁପଦ ସେଠୀଙ୍କ ସୂଚନା
ଫୋନି ପ୍ରଭାବରରେ ଗୋପାଳପୁରରେ ସର୍ବାଧିକ ୧୪୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୯୫ ଓ ଭୁବନେଶ୍ୱରରେ ୪୫ ମିଲିମିଟିର ବର୍ଷା ହୋଇଛି
ଫୋନି ପାଇଁ ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ଲୋକ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର; ଗଂଜାମ ଜିଲ୍ଲାରୁ ସର୍ବାଧିକ ୩ ଲକ୍ଷ ଓ ପୁରୀରେ ୧.୩ ଲକ୍ଷ ଲୋକ ସ୍ଥାନାନ୍ତର
ଫୋନି ପ୍ରଭାବରେ ଚିଲିକା ଉପକୂଳରେ ଏବେ ୯୦କିମି ବେଗରେ ବହୁଛି ପବନ: ପୁରୀରେ ଲ୍ୟାଣ୍ଡଫଲ ବେଳେ ୧୫୦ କିମି ପବନ ବହିବ; ନୌସେନା ମୁଖପାତ୍ରଙ୍କ ସୂଚନା
ଫୋନି’ ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା: ପୁରୀରେ ୧୦୦ ଓ ଭୁବନେଶ୍ୱରରେ ୫୦ ମିଲିମିଟର ବର୍ଷା ହୋଇଛି
ଆଜି ସକାଳର ମୁଖ୍ୟ ଖବର
ବିଜେଡିର ପ୍ରକୃତ ଅଣ୍ଡା, ପଥର ମାଡ଼ର ମୁଁ ଜଣେ ଭୁକ୍ତଭୋଗୀ ବୋଲି କହିଲେ ବୈଜୟନ୍ତ
ଅନୁକମ୍ପା ଗୋଟାଇବାକୁ ଭିନ୍ନ ତରିକା ଆପଣେଇପାରେ ବିଜେଡି,ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ କରିବାକୁ ଷ୍ଟ୍ରାଟେଜୀ ହୋଇପାରେ,ଏନେଇ ବିଜେପି କର୍ମକର୍ତ୍ତାଙ୍କୁ ସତର୍କ କରାଇଲେ ବୈଜୟନ୍ତ
First
Prev
1587
1588
1589
1590
1591
1592
1593
1594
1595
1596
1597
Next
Last
Top stories
Mahakumbh 2025
Murder In Prayagraj: ସୈତାନ ସ୍ୱାମୀ; ସଙ୍ଗମରେ ବୁଡ଼ ପକାଇଲା, ରୁମକୁ ଫେରି ସ୍ତ୍ରୀକୁ ମର୍ଡର କଲା
I
Feb 25,2025
Panchang
Today Panchang 25th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...
O
Feb 25,2025
Maha Shivaratri
Maha Sivaratri 2025: ଭଗବାନ ଶିବ ସବୁବେଳେ ଯୋଗମୁଦ୍ରାରେ କାହିଁକି ରୁହନ୍ତି
I
Feb 24,2025
Earthquake
Earthquake: ଓଡ଼ିଶାରେ ମୃଦୁ ଭୂକମ୍ପ; ଥରିଲା ରାଜଧାନୀ
O
Feb 25,2025
Pakistan
Pakistan Out of champions Trophy: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ
I
Feb 24,2025
Jobs
Govt Jobs
NCL Recruitment 2025: ITI କରିଥିଲେ ଚାକିରି ସୁଯୋଗ; ପୂରଣ ହେବ ୧୭୫୦ରୁ ଅଧିକ ପଦବୀ
I
Feb 24,2025
Govt Jobs
NTPC Recruitment 2025: ଇଂଜିନିୟର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ତୁରନ୍ତ କରନ୍ତୁ ଆବେଦନ
I
Feb 22,2025
Central Government Jobs
How to be a Pilot: ୩ ପରୀକ୍ଷା, ୨୦୦ ଘଣ୍ଟାର ଟ୍ରେନିଂ ଓ କୋଟି କୋଟିର ଖର୍ଚ୍ଚ... ତା’ପରେ ହେବେ ପାଇଲଟ୍
I
Feb 21,2025
Govt Jobs
Indian Army Recruitment 2025: ଗ୍ରାଜୁଏସନ୍ କରିଥିଲେ ହୋଇପାରିବେ ଭାରତୀୟ ସେନାରେ ଅଫିସର୍
I
Feb 19,2025
Career Tips
Career Tips: ଇଣ୍ଟର୍ଭିୟୁ ବେଳେ ୫ ସାଧାରଣ ଭୁଲ; ବରବାଦ କରିଦେବ କ୍ୟାରିୟର୍, କେଉଁଠି ମିଳିବ ନାହିଁ ଚାକିରି
I
Feb 17,2025
Copyright © 2025 - Odisha Television Limited All Rights Reserved.
About us
Contact us
Privacy Policy
T&C
Cookie Policy