ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। ଏହା ସହ ତାଙ୍କ ଆଖିରୁ ଯେତେବେଳେ ପ୍ରଥମ ଥର ଏବଂ ପ୍ରଥମ ଟୋପା ଲୁହ ବୋହିଥିଲା ସେତେବେଳେ ଏକମୁଖି ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। କୁହାଯାଏ, ଯେଉଁମାନେ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି, ସେମାନେ ଭଗବାନଙ୍କ ପ୍ରିୟ ପାତ୍ର ହୋଇଥାନ୍ତି। ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି। ତାହାଲେ ଆସନ୍ତୁ ଜାଣିବା ଏହି […]
ଭୁବନେଶ୍ୱର : ଖରା ଦିନ ହେଲେ ତାତିରେ ଅତିଷ୍ଠ ହୋଇପଡନ୍ତି ଲୋକେ। ଏଥିରେ ଛଟପଟ ହେବା ସହ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। ଏହି ଦିନେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ପ୍ରଭାବିତ ହୋଇଥାଏ। ପାଚନ ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ସହ ଫ୍ଲୁ ଓ ସଂକ୍ରମଣର ଆଶଙ୍କା ବି ରହିଥାଏ। ତେଣୁ ଏହାକୁ ପ୍ରତିହତ କରିବାକୁ ଜାଣିବା କିଛି ସରଳ ଉପାୟ। ଖରା ଦିନେ ବହୁତ ଶୋଷ ଲାଗୁଥିବା ବେଳେ ଝାଳ ମଧ୍ୟ ପ୍ରବଳ ବୋହିଥାଏ। […]
ନୂଆଦିଲ୍ଲୀ: ଆଇପିଏଲ୍-୨୦୧୯ର କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କରିଛି ଦିଲ୍ଲୀ। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଦିଲ୍ଲୀ ଏହି ରାଉଣ୍ଡକୁ ପ୍ରବେଶ କରିଛି। ଆସନ୍ତାକାଲି ଚେନ୍ନାଇ ବିପକ୍ଷରେ ଖେଳି ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଚେଷ୍ଟା କରିବ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୮ ଓ୍ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଦଳ ପକ୍ଷରୁ ମାର୍ଟିନ […]