ନୂଆଦିଲ୍ଲୀ: ଦେଶରେ ଆଗାମୀ ୩ ବର୍ଷରେ ୭୫ଟି ନୂଆ ମେଡିକାଲ କଲେଜ୍ ଖୋଲିବ। ଯେଉଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି ସରକାର ସେସବୁ ସ୍ଥାନରେ ୨୪,୩୭୫ କୋଟି ଟଙ୍କାର ନିବେଶ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା […]
କେରଳ : ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ କଂଗ୍ରେସ କର୍ମୀ। କେରଳ ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ରାହୁଲ। ଏହି ଅବସରରେ ଭିଡ଼ ଭିତରରୁ ଜଣେ କର୍ମୀ ରାହୁଲଙ୍କୁ ଜାବୁଡ଼ି ଧରି ଚୁମ୍ବନ କରିଥିଲେ। #WATCH A man kisses Congress MP Rahul Gandhi during his visit to Wayanad in Kerala. pic.twitter.com/9WQxWQrjV8 — ANI (@ANI) August 28, 2019 ଗାଡ଼ି ଭିତରେ ଥିବା ରାହୁଲ ଏଥି ପାଇଁ ସମ୍ମତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କ ସମର୍ଥନରେ ଏହି କଥା କହିଥିଲେ। ଶଶି ଜୟରାମଙ୍କୁ ସମର୍ଥନ ଦେବା ସହ ଗଠନମୂଳକ ସମାଲୋଚନା କଥା କହିଥିଲେ। ଜୟରାମ କହିଥିଲେ, ମୋଦିଙ୍କ ଶାସନ ‘ସମ୍ପୂର୍ଣ୍ଣ ନକାରାତ୍ମକ’ […]
ବେଙ୍ଗାଲୁରୁ : ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛନ୍ତି ରୋବୋଟ। ଭାରତର ବଡ଼ ବଡ଼ ସହରରେ ଏବେ ରୋବୋଟ ଦ୍ୱାରା ହୋଟେଲ ପରିଚାଳନା କରାଯାଉଛି। ବେଙ୍ଗାଲୁରୁ, ଚେନ୍ନାଇ ଏବଂ କେରଳରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ରୋବୋଟ୍ ରେଷ୍ଟୁରାଣ୍ଟ। ଶିଳ୍ପକ୍ଷେତ୍ର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି କାମରେ ଆସେ ରୋବୋଟ। ହେଲେ ଏବେ ରୋବୋଟ ଦ୍ୱାରା ଆରମ୍ଭ ହୋଇଛି ହୋଟେଲ ବ୍ୟବସାୟ। ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଖାଦ୍ୟ ପରଷୁଛି ରୋବୋଟ। ବେଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟରେ ଯେଉଁଠି ଦେଖିବାକୁ ମିଳେ ୱେଟରଙ୍କ […]
ମୁମ୍ୱାଇ : ଭାଗ୍ୟ ବଦଳିବାକୁ ଦରକାର ବାସ୍ ଗୋଟିଏ ସୁଯୋଗ। ଆଉ ସେ ସୁଯୋଗ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଦିଏ। ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କ ସହ ଏପରି କିଛି ଘଟିଛି । ଦିନେ ରେଳ ଷ୍ଟେସନ୍ର ପ୍ଲାଟ୍ଫର୍ମରେ ରାନୁଙ୍କର ରାତି କଟୁଥିଲା। ଆଜି ସେ ଲୋକପ୍ରୀୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ରେକର୍ଡ କରୁଛନ୍ତି। ରାନୁଙ୍କୁ ମିଳିଛି ବଲିଉଡରେ ଏଣ୍ଟ୍ରି। ତାପୁଣି ହିମେଶ ରେଶମିୟାଙ୍କ ସହ ଡୁଏଟି ଗାଇଛନ୍ତି। ଏହାସହ ଏବେ ତାଙ୍କ ପାଖରେ ରହିଛି […]
ନୂଆଦିଲ୍ଲୀ : ଦେଶରେ ଆର୍ଥିକ ସଂକଟ ଆଶଙ୍କା ଭିତରେ ସରକାରଙ୍କ ରୋଡ୍ମ୍ୟାପ୍ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଏବେବି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଜିଡିପି ମାତ୍ର ୩ ଦଶମିକ ୨ ପ୍ରତିଶତ ଥିବା ବେଳେ ଭାରତର ଅଭିବୃଦ୍ଧି ଏହାଠାରୁ ବହୁ ଅଧିକ ରହିଛି। ବିଶ୍ୱର ୧୦ଟି ଶ୍ରେଷ୍ଠ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି। ଚୀନ ଓ ଆମେରିକା ଠାରୁ ଭାରତର […]