ନୂଆଦିଲ୍ଲୀ : ଆଜି ୪୮ ବର୍ଷରେ ପଦାର୍ପଣ କଲେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀ ସ୍ଥିତ କଂଗ୍ରେସ ଭବନ ଆଗରେ ତାଙ୍କ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ। ବାଜା ବଜାଇବା ସହ ବାଣ ଫୁଟାଇ ଜନ୍ମ ଦିନର ଉତ୍ସବ ମନାଇଥିଲେ ରାହୁଲଙ୍କ ସମର୍ଥକ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। […]
ନୂଆଦିଲ୍ଲୀ : ଅନିର୍ଦ୍ଧିଷ୍ଟ କାଳ ଯାଏ ଛୁଟିରେ ଗଲେ ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍। ଫ୍ରଫିଟ୍ ଅଫ୍ ଇଣ୍ଟ୍ରେଷ୍ଟ ଅଭିଯୋଗରେ ଚନ୍ଦାଙ୍କୁ ଛୁଟିରେ ପଠାଇଛନ୍ତି ବ୍ୟାଙ୍କର ଗର୍ଭିନିଂ ବୋର୍ଡ। ତଦନ୍ତ ପୁରା ହେବା ଯାଏ ସେ କାର୍ଯ୍ୟରେ ଯୋଗଦେଇପାରିବେନି ବୋଲି ସୂଚନା ମିଳିଛି। ଚନ୍ଦାଙ୍କ ସ୍ଥାନରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସନ୍ଦୀପ ବକ୍ସିଙ୍କୁ ଦାୟିତ୍ୱ ମିଳିଛି। ଚନ୍ଦାଙ୍କ ଉପରେ ଥିବା ସମସ୍ତ ଅଭିଯୋଗର ତଦନ୍ତ ଯାଏ ସେ ଦାୟିତ୍ୱ ସମ୍ଭାଳିବେ। ଚନ୍ଦାଙ୍କ ସ୍ୱାମୀ ତଥା ବ୍ୟବସାୟୀ […]
ଭୁବନେଶ୍ୱର/ ହାଇଦ୍ରାବାଦ: ବାହୁବଳୀ ଫିଲ୍ମ ରିଲିଜ ହେବା ପରଠାରୁ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଅାଫେୟାର ଚାଲୁଥିବା ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଅାସିଥିଲା I ଦୁହେଁ ବହୁତ ଜଲଦି ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା I ତେଣୁ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଜବାବ ଦେବାକୁ ଯାଇ ପ୍ରଭାସ ମୁହଁ ଖୋଲିଛନ୍ତି I ସେ କହିଛନ୍ତି ଯେ, ଅାମ ଦୁଇଜଣଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ I ଅାମେ […]
ମୁମ୍ବାଇ : ରିଲିଜ ହୋଇଛି ଅପ୍କମିଂ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର। ଏଥିରେ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ସୀତା ଭୂମିକାରେ ନଜର ଆସିବେ। ଆୟୁଷ୍ମାନଙ୍କ ଧମାକାଦାର ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ଏହା ମନୋରଞ୍ଜନର ବେଶ ଖୋରାକ ଯୋଗାଇଛି। ରାମ ଲୀଳାରେ ଆୟୁଷ୍ମାନଙ୍କ ଏଣ୍ଟ୍ରି ପରେ ହଙ୍ଗାମା ହେଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଜବରଦସ୍ତ କମେଡି ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ […]
ବିଶାଖାପାଟଣା : ବିଶାଖାପାଟଣାରେ ବେଶ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଉତ୍ସବ। ପ୍ରବାସୀ ଓଡିଆଙ୍କ ଦ୍ୱାରା ୨ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଛି। ଦଶପଲ୍ଲା ହିଲସ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏହି ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।ଏଥିରେ ଅନେକ ଓଡିଆ ପରିବାର ସହ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଥିଲେ। ପରମ୍ପରା ଅନୁଯାୟୀ ପ୍ରଥେମେ ଶିବ ପାର୍ବତୀଙ୍କ ନିର୍ବନ୍ଧ, ପରେ ଦେବ ନିମନ୍ତ୍ରଣ ଓ ବିବାହ ଉତ୍ସବ ପାଳିତ ହୋଇଥିଲା। […]
ଗୌହାଟି: ମୂଷାମାନେ ଘରେ କାଗଜପତ୍ର ଅବା କପଡା କାଟି ଥିବାର ଅାପଣ ଦେଖିଥିବେ I କିନ୍ତୁ ATM ମେସିନ ଭିତରେ ପଶି ଟଙ୍କା କାଟି ଟୁକୁଡା ଟୁକୁଡା କରିବା ଘଟଣା ଶୁଣି ନଥିବେ I ଘଟଣାଟି ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି ସତ I ମୂଷା କାଟିଥିବା ୫୦୦ ଏବଂ ୨୦୦୦ ଟଙ୍କିଅା ନୋଟ ଫଟୋ ଏବେ ସୋସିଅାଲ ମିଡିଅାରେ ଭାଇରାଲ ହୋଇଛି I ସୂଚନା ଅନୂଯାୟୀ, ଅାସାମର ତିନିସୁକିଅା ଜିଲ୍ଲାର ଲାଇପୁଲି ଅଞ୍ଚଳରେ ରହିଛି ଏହି […]
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡିପି ମେଣ୍ଟ । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସହ ହୋଇଥିବା ମେଣ୍ଟରୁ ବିଜେପି ଓହରି ଯାଇଛି ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି । ବିଜେପି ମେହବୁବା ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ନିଷ୍ପତ୍ତି ନେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସମର୍ଥନ ପ୍ରତ୍ୟାହାର ନେଇ ରାଜ୍ୟପାଳଙ୍କୁ ମଧ୍ୟ ଚିଠି ମାଧ୍ୟମରେ ବିଜେପି […]
ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଫୋନ୍ କଲ୍। ଇଣ୍ଡିଗୋର ଏହି ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିଛି। ଆଜି ସକାଳ ୫ଟା ୩୦ ମିନିଟ୍ରେ ଇଣ୍ଡିଗୋ କଲ୍ ସେଣ୍ଟର୍କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ ତତ୍କ୍ଷଣାତ୍ ପୋଲିସ୍ ଏବଂ ବମ୍ ସ୍କ୍ୱାଡ଼କୁ ଆଲର୍ଟ କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିମାନର ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି। ଫଳରେ […]
ମସ୍କୋ: ଫିଫା ବିଶ୍ୱକପ୍ରେ ଆଜି ୩ଟି ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୫ଟା ୩୦ରେ କଲମ୍ବିଆ ଓ ଜାପାନ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ରେ ପୋଲାଣ୍ଡ, ସେନେଗାଲକୁ ରାତି ୮ଟା ୩୦ରେ ଭେଟିବ । ମସ୍କୋର ସ୍ପ୍ରାଟାକ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ରାତି ୧୧ଟା ୩୦ରେ ସେଣ୍ଟ ପିଟର୍ସବଗ ଷ୍ଟାଡିୟମରେ ଆୟୋଜକ ଋଷିଆ, ଇଜିପ୍ଟ ବିରୋଧରେ ପଡିଆକୁ ଓହ୍ଲାଇବ। ଗତକାଲି ଖେଳାଯାଇଥିଲା ୩ଟି ମ୍ୟାଚ୍। ଟ୍ୟୁନିସିଆ ବିପକ୍ଷରେ ମ୍ୟାଚ୍ ଜିତି ଇଂଲଣ୍ଡ ବିଶ୍ୱକପ୍ ଅଭିଯାନ ଆରମ୍ଭ […]