• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

run out
ଜାଡେଜାଙ୍କ ରନଆଉଟକୁ ନେଇ କୋହଲି ନାରାଜ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କୁ ରନ୍ ଆଉଟ୍ ଦେବାର ପ୍ରକରଣକୁ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଡ୍ରେସିଂ ରୁମରେ ଖୁବ୍ ନାରାଜ ହୋଇଥିଲେ। ଅନ୍ୟପକ୍ଷରେ କମେଣ୍ଟେଟର୍ ମଧ୍ୟ ଏଥିରେ କ୍ଷୁବ୍ଧ ହୋଇଥିଲେ। ଏହି ଘଟଣା ଘଟିଥିଲା ୪୮ତମ ଓଭରରେ। କୀମୋ ପଲଙ୍କ ବଲକୁ ଜାଡେଜା ମିଡ୍ ୱିକେଟ୍ ଆଡ଼କୁ ଶଟ୍ ଖେଳିଥିଲେ ଏବଂ […]

jio phone
ଜିଓ ଆଣିଲା ଆଉ ଏକ ଶସ୍ତା ଫୋନ,ରହିଛି ହ୍ୱାଟ୍ସଆପ୍‌ ଆଉ ୟୁଟ୍ୟୁବ୍‌ ସୁବିଧା

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍‌ ଜେନେରାଲ ମିଟିଂରେ ଏହି ଫୋନ୍‌ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’। ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ହ୍ୱାଟ୍ସଆପ୍‌ ଓ ୟୁଟ୍ୟୁବ ଭଳି ଅନେକ ସୁବିଧା  ରହିଛି। ବଜାରରେ ଏହା […]

cricket
ପାକିସ୍ତାନ ଓପନର ଆବିଦ୍ ଅଲୀଙ୍କ ବିଶ୍ୱ ରେକର୍ଡ

ରାୱଲପିଣ୍ଡି : ପାକିସ୍ତାନ ଓପନର ଆବିଦ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆବିଦ୍ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ନିଜର ପଦାର୍ପଣ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଆବିଦ୍ ଶତକୀୟ ଇନିଂସ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଟେଷ୍ଟ ଓ ଦିନିକିଆ ପଦାର୍ପଣ ମ୍ୟାଚରେ ଶତକ ମାରିବାର ରେକର୍ଡ ଇଂଲଣ୍ଡର ମହିଳା କ୍ରିକେଟର୍ […]

shashi tharoor
ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶି ଥରୁର୍‌ଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଆଗୁଆ ଜାମିନ ମିଳିଛି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଶଶି ଥରୁର୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡ଼ି କେଉଁଆଡ଼େ ଯାଇ ପାରିବେନି। ଏହି ମାମଲାରେ ଗତ ୨ ଦିନ ତଳେ ଶଶି ଥରୁର୍‌ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। […]

93 years old
ପରିଣତ ବୟସର ବି ସେ ଷୋଳ ବୟସୀ...ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌

ବୟସ ବଢ଼ିବା ସହ ମଣିଷର ଶାରୀରିକ କାର୍ଯ୍ୟକଳାପରେ ବି ପରିବର୍ତ୍ତନ ଆସିଥାଏ । ଯେଉଁଠି ୬୦ ବର୍ଷ ବୟସ ହୋଇଗଲେ ଲୋକେ ଟିକେ କ୍ଷୀଣ ହୋଇଯାନ୍ତି । ମନରେ ଆଉ ଯୌବନର ମାଦକତା ଦେଖାଯାଇନଥାଏ । ମଜା ମଜଲିସ୍‌ ଆଦି କରିବାରୁ ମନ ଦୂରେଇ ଯାଏ । କିନ୍ତୁ ଏଠାରେ ଜଣେ ୯୩ ବର୍ଷୀୟା ବୃଦ୍ଧା ଜେଜି ମାଆଙ୍କର  କାର୍ଯ୍ୟକଳାପ ସ୍ୱତନ୍ତ୍ର ଧରଣର । ଯିଏ ଶାରୀରିକ ରୂପେ ସିନା ଦୁର୍ବଳ , କିନ୍ତୁ ମନରେ ପୁରା […]

bsnl
ଅସୁବିଧାରେ ଥାଇ ବି BSNL ଗ୍ରାହକଙ୍କୁ ଦେଉଛି ଏହି ସୁବିଧା...ପଢ଼ନ୍ତୁ

ବର୍ତ୍ତମାନ BSNLର ଆର୍ଥିକ ଅବସ୍ଥା ବହୁତ ଖରାପ । ସରକାର ଏହି ଅସୁବିଧାରୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଉଛନ୍ତି । ପ୍ରଥମେ କୁହାଯାଉଥିଲା କି ସରକାର BSNL ସହ ଥିବା ନିଜର ସହଭାଗୀତା ଅଂଶକୁ ବିକ୍ରି କରିଦେଇପାରନ୍ତି । କିନ୍ତୁ ସରକାର ଏହା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ବର୍ଷରେ କଂପାନୀର କିଛି ଆସେଟ୍‌କୁ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି । ସବୁଠୁ ବଡ଼ କଥା ହେଲା ଆର୍ଥିକ ସଂକଟରେ ଥାଇ ବି BSNL ଅନ୍ୟ […]

amitabh
ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ  : ଫିଲ୍ନ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରସ୍ତୁତିରେ ଖୁବ୍‌ ବ୍ୟସ୍ତ ଏହଂ ଏହାର ସୁଟିଂ ପାଇଁ ସେ ବଲିଉଡ୍‌ କଳାକାର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ହିମାଚଳରେ ମାଇନସ୍‌ ୩ ଡ଼ିଗ୍ରୀରେ କାମ କରୁଛନ୍ତି । ଯେଉଁଠି ଅସହ୍ୟ ଥଣ୍ଡା । ଏହି ହିମାଚଳ ଅଂଚଳରେ ସୁଟିଂ କରିବା ମହାନୟକ ଅମିତାଭଙ୍କ ପାଇଁ ବହୁତ ଅସୁବିଧା  ହେଉଛି । ହିମାଚଳର ଏହି ବଢ଼ିଥିବା ଥଣ୍ଡାକୁ […]

marriage
ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣର ବରଣମାଳା

ବାରଣାସୀ : ଆକାଶ ଛୁଆଁ ଦରକୁ ନେଇ ସୁନା ଠୁ ବି ବଳି ପଡ଼ିଛି ପିଆଜ । ରୋଷେଇ ଘର ଓ ହୋଟେଲରୁ ଉଭାନ ହୋଇଯାଇଛି ପିଆଜ । ଆଉ ଏହି ସମୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏକ ବାହାଘରରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଛନ୍ତି ପିଆଜ-ରସୁଣର ବରଣମାଳା । ଯାହାକୁ ନେଇ ଚର୍ଚ୍ଚା । ସୂଚନା ମୁତାବକ , ଏକ ବାହାଘରରେ ମହଙ୍ଗା ପିଆଜକୁ ନେଇ ଲୋକଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବା […]