• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ind
ଭାରତର ରୋମାଞ୍ଚକର ବିଜୟ

କଟକ : ରୋହିତ୍‌, ରାହୁଲ୍ ଓ କୋହଲିଙ୍କ ଦମଦାର ପ୍ରଦର୍ଶନ ପରେ ଟେଲ୍ ଏଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ସାଥୀ କରି ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୯ଟି ବଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ସହ ସିରିଜ୍ ବିଜୟ ଦେଇଛନ୍ତି। ବିଶେଷକରି ଶାର୍ଦ୍ଦୁଲ ୪୮ତମ ଶେଷ ଓଭରରେ କଟ୍ଟରେଲଙ୍କ ଲଗାତାର ଛକା ଓ ଚୌକା ସହ ଏହି ବିଜୟକୁ ସହଜ କରିଥିଲେ। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୨୦୧୯କୁ ବିଦାୟ […]

refugee
ଉତ୍ସାହିତ ଶରଣାର୍ଥି ପରିବାର ; ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା ’

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ସାହିତ ଶରଣାର୍ଥି ପରିବାର। ତାଙ୍କ ନବଜାତ ଶିଶୁକନ୍ୟାର ନାଁ ରଖିଥିଲେ ‘ନାଗରିକତା’। ଦିଲ୍ଲୀର ମଜନୁ-କା-ଟିଲା ଅଞ୍ଚଳରେ ବସବାସ କରୁଥିବା ଏଇ ଶରଣାର୍ଥୀ ପରିବାରକୁ ଭେଟିଥିଲା ଓଟିଭି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସେହି ଶିଶୁର ନାମ ଉଲ୍ଲେଖ୍ୟ କରିଥିଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ଶରଣାର୍ଥୀଙ୍କ ଶିବିରରେ ଉତ୍ସାହ । ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା’ #CitizenshipAmmendmentAct pic.twitter.com/ST3BFLbUeE — ଓଟିଭି (@otvkhabar) December […]

police
ଘର ଭିତରୁ ମିଳିଲା ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତାଙ୍କ ମୃଦଦେହ !

ବେଙ୍ଗାଲୁରୁ : ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ଜି.ନନଜୁନ୍ଦନଙ୍କ ମୃତଦେହ ମିଳିଛି । ସେ ରହୁଥିବା ନିଜର ବେଙ୍ଗାଲୁରୁ ସ୍ଥିତ ବାସ ଭବନରୁ ଗତ ଶନିବାର ଦିନ ତାଙ୍କର ଶବ ଉଦ୍ଧାର ହୋଇଛି । ପୁଲିସ୍‌ର ସୂଚନା ମୁତାବକ , ଜି.ନନଜୁନ୍ଦନଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଡେକାନ ହେରାଲ୍‌ଡର ସୂଚନାନୁସାରେ,  ଜି.ନନଜୁନ୍ଦନ ଜଣେ ଜଣାଶୁଣା ଟ୍ରାନ୍ସଲେଟର । ସେ ତାଙ୍କର ବାସ ଭବନରେ ଏକା ରହୁଥିଲେ […]

rohit
ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍‌

କଟକ : ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ରୋହିତ୍ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ୯ ରନ୍ କରିବା ମାତ୍ରକେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସନତ ଜୟସୂରିୟା ୧୯୯୭ରେ ୨୩୮୭ ରନ୍ କରିଥିଲେ। ଅନ୍ୟପକ୍ଷରେ ରୋହିତ୍ ଏହି ମ୍ୟାଚ୍ […]

cricket
ଭାରତ ଆଗରେ ୩୧୬ ରନର ଟାର୍ଗେଟ୍

କଟକ  : ଐତିହାସିକ ବାରବାଟୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ନିକୋଲାସ୍ ପୁରନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୫ ରନ୍ କରିଛି। ଫଳରେ ବାରବାଟୀ ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୩୧୬ ରନ୍ କରିବାକୁ ପଡ଼ିବ। ଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ […]

caa
ସିଏଏ ବିରୋଧ ଆନ୍ଦୋଳନ : ଉତ୍ତରପ୍ରଦେଶରେ ୬ ମୃତ

ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍‌ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍‌ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]

vlcsnap-error113
ବୁରାଡ଼ି ଗଣ ଆତ୍ମହତ୍ୟା ଉପରୁ ହଟୁଛି ପରଦା

ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଏହାରି ଭିତରେ ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ମହିଳା ତାନ୍ତ୍ରିକ ଗୀତା ମାତାକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଳୀ କ୍ରାଇମବ୍ରାଞ୍ଚ। ଏହି ମହିଳା ତାନ୍ତ୍ରିକଙ୍କ ଇସାରାରେ […]

fifa
ବ୍ରାଜିଲ୍‌କୁ ହରାଇ ସେମିରେ ବେଲଜିୟମ୍‌

କାଜାନ: ୫ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍‌କୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍‌। ମ୍ୟାଚ ଆରମ୍ଭରୁ ବେଲଜିୟମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲ୍‌ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍‌ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ସେହିପରି ଗତକାଲି ଫ୍ରାନ୍ସ ଓ ଉରୁଗୁଏ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଉରୁଗୁଏକୁ ୨-୦ ଗୋଲରେ ହରାଇ ସେମି ଫାଇନାଲରେ ପ୍ରବେଶ […]