• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Monkey B Virus
କରୋନା କାଳରେ ମଙ୍କି-ବି ଭାଇରସ୍‌ ଆତଙ୍କ

ବିନାଶକାରୀ କୋଭିଡ-୧୯ ମହାମାରୀ ସହିତ ବିଶ୍ୱ ମୁକାବିଲା କରୁଥିବାବେଳେ ଚାଇନାରେ ଆଉ ଏକ ନୂଆ ଭାଇରାଲ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଦେଶରେ ପ୍ରଥମ ମଙ୍କୀ ବି ଭାଇରସ୍ (ବିଭି) ସଂକ୍ରମିତ ମିଳିଥିବା ଦାବି ହୋଇଛି। ଜଣେ ପ୍ରାଣୀ ଚିକିତ୍ସକ ଦୁଇଟି ପ୍ରାଣୀକୁ ବିଛିନ୍ନ କରିବା ସମୟରେ ଏହି ଜୀବାଣୁ ସଂପର୍କରେ ଆସିଥିଲେ।

gogle
ଗୁଗଲରେ ଭାରତୀୟ ମାନେ କଣ ବେଶୀ ଖୋଜନ୍ତି ? ଜାଣନ୍ତି ଆପଣ

ନୂଆଦିଲ୍ଲୀ  : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍‌ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି । ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨,  ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ […]

hemanta
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଞ୍ଚିର ମୋରାବାଡ଼ି ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହାସହ ଆଲମଗିରି ଆଲମ, ସତ୍ୟାନନ୍ଦ ଭୋଗତା ଓ ରାମେଶ୍ୱର ଓରାଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଭାଗ ବଣ୍ଟନ ସଂପର୍କିତ ଚୂଡ଼ାନ୍ତ ତାଲିକା ରାଜଭବନ ପଠାଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ତେବେ […]

aus
ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ନେଥନ୍ ଲାୟନ୍ ଓ ଜେମ୍ସ ପ୍ୟାଟିନସନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୪୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସର ଅନ୍ତିମ ସେସନରେ ଟମ୍ ବ୍ଲଣ୍ଡେଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ୨୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଲାୟନ୍ ୮୧ ରନ୍ ଦେଇ ୪ଟି ଏବଂ ପ୍ୟାଟିନସନ୍ ୩୫ […]

a
ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପତ୍ନୀ ତଥା ସାଂସଦ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିଲେ । The legend Amitabh Bachchan who […]

salman khan
ସଲମାନ ଖାନଙ୍କ ଆଖିରେ ଲୁହ !

ବିଗ୍‌ବସ୍‌ ଟିଭି ଦୁନିଆର ସବୁଠୁ ବଡ଼ ରିୟଲିଟି ସୋ’ ଭାବେ ଜଣାଯାଏ । ଏହି ସୋ’ ଗତ ୧୩ ବର୍ଷ ହେଲା ଦର୍ଶକଙ୍କୁ ମନୋରଂଜନ କରିଆସୁଛି।  ବିଗ୍‌ବସ୍ ସଲମାନ ଖାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଆଜି ଦର୍ଶକ ଏହାକୁ ଦେଖିବେ । ଏହି ଲୋକପ୍ରିୟ ସୋ’ ବିଗ୍‌ବସ୍‌କୁ ହୋଷ୍ଟ କରିବାରେ ସଲମାନ ପୁରା କରିଛନ୍ତି ୧୦ ବର୍ଷ । ଏହି ଅବସରରେ ବିଗ୍‌ବସ୍‌ ପ୍ରସ୍ତୁତ କରିଛି ସଲମାନଙ୍କର ୧୦ ବର୍ଷର ଯାତ୍ରାକୁ ନେଇ […]

police
ସବ୍‌-ଇନ୍‌ସପେକ୍ଟର ହେଲେ କଦଳୀ ବିକାଳି, ଫଟୋ ଭାଇରାଲ୍‌

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ଉପଦ୍ରବ ସୃଷ୍ଟି କରୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ୍‌ ଉଠାଇଛି ଏକ ସ୍ୱତନ୍ତ୍ର କୌଶଳ । ଫିଲ୍ମରେ ଯେମିତି ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍‌ ନିଜର ବେଶ ବଦଳେଇଥାନ୍ତି । କେତେବେଳେ ଫଳ ବିକାଳୀ ତ କେତେ ଭିକ୍ଷୁକ ସାଜି ସଡ଼କରେ ବସିଥାନ୍ତି । ଆଉ ଅପରାଧି ଅପରାଧ ଘଟାଇବା ବେଳେ , ତାକୁ ଧରିନେଇଥାନ୍ତି । ଠିକ୍‌ ଏହିଭଳି ନାଗରିକ ସଂଶୋଧନ ଆଇନ୍‌( CAA)କୁ ନେଇ ବିଶୃଙ୍ଖଳା ସୃଷ୍ଟି […]

jiva
ଗୀତ ଗାଇ ହୃଦୟ ଜିତିଲେ ଧୋନିଙ୍କ ଝିଅ ; ଭିଡିଓ ଭାଇରାଲ୍

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, କ୍ରିକେଟ୍‌ ଖେଳନ୍ତୁ ବା ଖେଳ ବାହାରେ ଥାଆନ୍ତୁ , କିନ୍ତୁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ଧୋନିଙ୍କ ପରି ତାଙ୍କ ଝିଅ ଜିଭା ମଧ୍ୟ  ନିଜର ଶିଶୁ ସୁଲଭ ଚାଲିଚଳନକୁ ନେଇ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥାଆନ୍ତି । ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ଲାଡଲି ଜିଭାର ଗୀତ ଗାଇବା ଭିଡ଼ିଓ ଏବେ ଭାଇରାଲ ହୋଇଛି । ସେ ନିଜର କଅଁଳ କଣ୍ଠରେ ମାଲୟାଲମ୍‌ […]

ganga-vimal
ସଡ଼କ ଦୁର୍ଘଟଣାରେ ଭାରତୀୟ ଲେଖକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସ୍ୱନାମଧନ୍ୟ ସାହିତ୍ୟିକ ତଥା ଲେଖକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ ହୋଇଛି। ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସହ ବୁଲିବା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ଗଙ୍ଗା ପ୍ରସାଦଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବିଳମ୍ୱିତ ରାତିରେ ତାଙ୍କର ମର ଶରୀର ଭାରତ ପହଞ୍ଚିବାର ଥିଲା। ହେଲେ ଏଯାବତ ତାଙ୍କ ମର ଶରୀର ପହଞ୍ଚିଛି କି ନାହିଁ ସେ ନେଇ ସୂଚନା ମିଳିପାରିନାହିଁ। […]