• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

baji rout
ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ କାହାଣୀ

ଭୁବନେଶ୍ୱର : ଫିଲ୍ମରେ ବାଜି ରାଉତଙ୍କ କାହାଣୀ । ତାଙ୍କ ବଳିଦାନ ଓ ଜୀବନୀଙ୍କୁ ନେଇ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୧୯୩୮ ମସିହାର ପ୍ରଜାମଣ୍ଡଳ ଅାନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ସ୍ଥାନ ଦିଅାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ବେଳେ ଏହା ସାରା ଦେଶରେ ବେଶ ଅାଦୃତ ଲାଭ କରିବ ବୋଲି ଅାଶା ରଖିଛନ୍ତି ଛାତ୍ରଛାତ୍ରୀ । […]

pak
ଧରାପଡ଼ିଲା ପାକିସ୍ତାନର ମିଛ

ନୂଆଦିଲ୍ଲୀ : ଧରାପଡ଼ିଛି ପାକିସ୍ତାନର ମିଛ । ସାରା ବିଶ୍ୱ ସମ୍ମୁଖରେ ମିଛି କହିଛନ୍ତି ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରୀ ଶାହା ମେହେମୁଦ୍ କୁରେଶୀ । ୨୦୧୪ ପେଶାୱର୍ ହମଲା ପଛରେ ଥିବା ଅାତଙ୍କବାଦୀଙ୍କୁ ପ୍ରୋତ୍ସାହନ ଭାରତ ଯୋଗାଇ ଥିବା ଭଳି ସାଂଘାତିକ ମିଛି କହିଛନ୍ତି ପାକ୍ ମନ୍ତ୍ରୀ । ଯାହାକୁ ରାଇଟ୍ ଟୁ ରିପ୍ଲାଏ ଜରିଅାରେ କଡ଼ା ଜବାବ ରଖିଛି ଭାରତ । ପାକିସ୍ତାନ ମନ୍ତ୍ରୀଙ୍କ ଏପରି ବୟାନ ଅାଦୌ ଶୋଭନୀୟ ନୁହଁ । ପାକ୍‌ର […]

oil price
ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର : ଅାଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ପ୍ରାୟ ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ମୁମ୍ବାଇରେ ୯୦ ଟଙ୍କା ପାର କରିଛି ପେଟ୍ରୋଲ। ମୁମ୍ବାଇରେ ୯ ପଇସା ବଢି ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ୮୪ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ମଧ୍ୟ ୯ ପଇସା ବଢି ପେଟ୍ରୋଲ ଲିଟର ୮୩ ଟଙ୍କା ୪୯ […]

cong
ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ

ଜୟପୁର: ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। କୃଷିଋଣ ଛାଡ଼, ମହିଳାଙ୍କୁ ମାଗଣା ଶିକ୍ଷା ଓ ଯୁବକଙ୍କୁ ଚାକିରୀର ଭରସା ଦେଇଛି କଂଗ୍ରେସ। ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଇସ୍ତାହାର କମିଟିର ଅଧ୍ୟକ୍ଷ ହରୀଶ ଚୌଧୁରୀ ଇସ୍ତାହାର ପ୍ରକାଶ କରିଛନ୍ତି। ଲୋକଙ୍କ ପରାମର୍ଶରେ ଇସ୍ତାହାର କରାଯିବା ସହ ସାଧାରଣ ଲୋକଙ୍କ ଦାବିକୁ ଏଥିରେ ଗୁରୁତ୍ୱ […]

alok-verma
ସୁପ୍ରିମକୋର୍ଟରେ ସିବିଆଇ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ପଠାଯିବାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ବର୍ମାଙ୍କ ଓକିଲ ଫଲି ଏସ ନରିମନ କହିଛନ୍ତି ଯେ, ନିଯୁକ୍ତି କମିଟିର ବିନା ଅନୁମତିରେ କାର୍ଯ୍ୟାକାଳରେ ଥିବାବେଳେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ପାରିବେ ନାହିଁ। ଏହାସହ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରି ନରିମନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏ ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ଓ ଏହାଦ୍ୱାରା ସିବିଆଇର […]

shilpa shetty and her husband
ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। 

telengana
ନିର୍ବାଚନୀ ଇସ୍ତାହାର ଜାରିକଲା ବିଜେପି

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଦଳ କ୍ଷମତାକୁ ଆସିଲେ ଚାଷୀଙ୍କର ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଏହାସହ ଚାଷୀଙ୍କୁ ମାଗଣାରେ ବୋରେୱେଲ୍ କିମ୍ବା ପମ୍ପ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଗ୍ରାଜୁଏଟଙ୍କୁ ଲାପ୍‌ଟପ୍, ବେରୋଜଗାରୀ ଯୁବକଙ୍କୁ ମାସିକିଆ ଷ୍ଟାଇପେଣ୍ଡ, ସପ୍ତମରୁ ଦଶମ ପଢ଼ୁଥିବା ଛାତ୍ରୀଙ୍କୁ ସାଇକେଲ୍ ଓ କଲେଜ ପଢୁଆ ଝିଅଙ୍କୁ ରିହାତିରେ ସ୍କୁଟି ଦେବାକୁ ବିଜେପି ପ୍ରତିଶ୍ରୁତି […]

pslv
ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା

ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଅତ୍ୟାଧୁନିକ ମହାକାଶ ଯାନ PSLV C-43  ଉତ୍‌କ୍ଷେପଣ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ କିର୍ତ୍ତୀ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥାରୁ ସକାଳ ୯ଟା ୫୮ରେ ଉତ୍‌କ୍ଷେପଣ ହୋଇଥିବା PSLV C-43 ନିର୍ଦ୍ଦିଷ୍ଟ ସମୟରେ କକ୍ଷପଥରେ ଅବସ୍ଥାନ କରିଛି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି […]

bsnl
ଗ୍ରାହକଙ୍କ ପାଇଁ ନୂଆ ଅଫର ଆଣିଲା BSNL: ୧୮ଟଙ୍କାରେ ଅନ୍‌ଲିମିଟେଡ୍‌ ପ୍ୟାକ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍‌ ଘୋଷଣା କରିଛି। ଏହି ସ୍ୱତନ୍ତ୍ର ପ୍ଲାନ୍‌ରେ BSNL ଗ୍ରାହକ ୨ ଦିନ ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌, ଅନ୍‌ଲିମିଟେଡ୍‌ ଭିଡିଓ କଲ୍‌ ଏବଂ ଅନ୍‌ଲିମିଟେଡ୍‌ ଡାଟା ଉପଲବ୍ଧ ପାଇପାରିବେ। ପ୍ରିମିୟମ୍‌ ରିଚାର୍ଜ ବିକଳ୍ପ ବାବଦରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ଘୋଷଣା କରିଛି। ଯେଉଁଥିରେ ୧୮ ପ୍ରତିଶତ ଅତିରିକ୍ତ ଟକ୍‌ଟାଇମ୍‌ ମିଳିବ। ସେହିପରି ୧୮୦୧ଟଙ୍କାର ରିଚାର୍ଜ କଲେ ୨୧୨୫ […]