• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

hoarding collapse
ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଛିଡ଼ା ହୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ହୋର୍ଡିଂ; ୪ମୃତ

ପୁଣେ: ଭୁଶୁଡ଼ି ପଡ଼ିଲା ଲୁହା ହୋର୍ଡିଂ। ପୁଣେର ସାହିର୍‌ ଅମର ଶେଖ୍‌ ଛକ ନିକଟ ଜୁନା ବଜାରରେ ଏହି ଅଘଟଣ ଘଟିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଲୋକମାନେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଏକ ବିଶାଳକାୟ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ହୋର୍ଡିଂ ଲଗାଯିବା ପାଇଁ ତିଆରି ହୋଇଥିବା ଲୁହା ଫ୍ରେମ୍‌ର […]

ac
‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ୍

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି। ଟ୍ରେଲରଟି ରିଲିଜ୍ ହେବା ପରେ ୩ଲକ୍ଷରୁ ଅଧିକ ଭିୟୁଜ୍‌ ହୋଇଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍‌ ମିନିଷ୍ଟର’ ଉପରେ ପର୍ଯ୍ୟବେସିତ। ଫିଲ୍ମରେ ମୁଖ୍ୟ ଚରିତ୍ର ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର୍ […]

cong
କଂଗ୍ରେସ ଉପରେ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି ମୁଖ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ସମାଜବାଦୀ ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ ନ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବ। ମଧ୍ୟପ୍ରଦେଶରେ କଂଗ୍ରେସ ତାଙ୍କ ବିଧାୟକଙ୍କୁ ମନ୍ତ୍ରୀ ନ କରି ୨୦୧୯ ନିର୍ବାଚନ ପାଇଁ ରାସ୍ତା ସଫା କରିଦେଲା ବୋଲି ଅଖିଳେଶ କହିଛନ୍ତି। ଏହାଦ୍ୱାରା ଉତ୍ତରପ୍ରଦେଶରେ ଏସ୍‌ପି ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଗଲା ବୋଲି ଅଖିଳେସ କହିଛନ୍ତି। ଏହାପରେ ରାଜ୍ୟ କଂଗ୍ରେସ ନେତା ରାଜ ବବର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶଙ୍କ […]

anu
ବିଜେପିକୁ ‘ଅପନା ଦଲ’ର ଚେତାବନୀ

ଲକ୍ଷ୍ନୌ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଗୋଟିଏ ପରେ ଗୋଟିଏ ଦଳ ବିଜେପିକୁ ଚେତାବନୀ ଦେବାରେ ଲାଗିଛନ୍ତି। ଆଜି ଉତ୍ତରପ୍ରଦେଶରୁ ଏନ୍‌ଡିଏର ଅଂଶୀଦାର ଥିବା ‘ଅପନା ଦଲ’ର ସାଂସଦ ତଥା ମନ୍ତ୍ରୀ ଅନୁପ୍ରିୟା ପଟେଲ ବିଜେପିକୁ ଚେତାଇ ଦେଇଛନ୍ତି। ବିଜେପି ଏହାର ଛୋଟ ଛୋଟ ଅଂଶୀଦାର ଦଳକୁ ଅଣଦେଖା କରୁଥିବା ଅନୁପ୍ରିୟା କହିଛନ୍ତି। ଗତକାଲି ‘ଅପନା ଦଲ’ର ସଭାପତି ଆଶିଷ ପଟେଲ ମଧ୍ୟ ଏନେଇ ସୂଚେଇ ଦେଇଥିଲେ। ଏନ୍‌ଡିଏର ବଡ଼ ଦଳ ଛୋଟ […]

petrol
କମିଲା ପେଟ୍ରୋଲ ଓ ଡିଜେଲ ଦର

ମୁମ୍ବାଇ: କମିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୪ଟଙ୍କା ୩୭ ପଇସା କମି ଥିବାବେଳେ ଡିଜେଲ ୨ଟଙ୍କା ୬୫ ପଇସା କମିଛି। ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ଟଙ୍କା ୯୭ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପ୍ରତି ୭୭ଟଙ୍କା ୪୫ପଇସାରେ ପହଞ୍ଚିଛି। ସୂଚନାଥାଉ କି, ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା ୫୦ ପଇସା ହ୍ରାସ ନେଇ ଘୋଷଣା କରିଥିଲେ। କେନ୍ଦ୍ର […]

pm modi
ଜନମତ ସର୍ଭେ: କେନ୍ଦ୍ରରେ ସତ୍ତା ରହିବ, ଓଡ଼ିଶାରେ ବଦଳିବ

ନୂଆଦିଲ୍ଲୀ: ୨୦୧୯ରେ ପୁଣି କେନ୍ଦ୍ରରେ କ୍ଷମତା ବଜାୟ ରଖିବ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ଆଉ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଏବିପି ନ୍ୟୁଜ୍‌ ଓ ସି-ଭୋଟର ଜନମତ ସର୍ଭେରେ ଏହି ଆକଳନ କରାଯାଇଛି। ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ ଏନ୍‌ଡିଏ ୨୭୬ ଆସନ ଜିତିବା ସମ୍ଭାବନା ଥିବାବେଳେ ୟୁପିଏ ୧୧୨ ଓ ଅନ୍ୟମାନେ ୧୫୫ ସିଟ୍ ଜିତିବେ ବୋଲି ସର୍ଭେରେ କୁହାଯାଇଛି। ଏନ୍‌ଡିଏକୁ ୩୮ ପ୍ରତିଶତ ଓ ୟୁପିଏକୁ ୨୫ ପ୍ରତିଶତ […]

cricket
ମେଲ୍‌ବୋର୍ଣ୍ଣ ଟେଷ୍ଟ: ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲ୍‌ବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୪୩୫ରନରେ ଆଗୁଆ ରହିଛି। ଆଜି ଟିମଇଣ୍ଡିଆ ୨୧୫ରନରୁ ଖେଳ ଆରମ୍ଭ କରି ୪୪୩ ରନ୍‌ରେ ପାଳି ଘୋଷଣା କରିଛି। ଦଳ ପକ୍ଷରୁ ଗତକାଲି ୬୬ରନ୍‌ରେ ଅପରାଜିତ ଥିବା ପୂଜାରା ଆଜି ଶତକ ହାସଲ କରିଛନ୍ତି। ଏଥିସହ ପୂଜାରା ନିଜ ଟେଷ୍ଟ କ୍ୟାରିଅରର୍‌ ୧୭ ତମ ଶତକ ହାସଲ କରିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମା ଅର୍ଦ୍ଧଶତକ କରିଛନ୍ତି। ଗତକାଲି ଡେବ୍ୟୁ […]

shraddha kapoor
ଶ୍ରଦ୍ଧା କପୁର୍‌ ଅସୁସ୍ଥ, ସୁଟିଂ ସେଟ୍‌ ଛାଡ଼ିଲେ, ଜାଣନ୍ତୁ କାହିଁକି?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଅସୁସ୍ଥ। ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ ସାଇନା ନେହୱାଲ୍‌ଙ୍କ ବାୟୋପିକ୍‌ରେ ସାଇନାଙ୍କ ଭୂମିକା ନିଭାଉଥିବା ଶ୍ରଦ୍ଧାଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ହେଲଥ୍‌ ଚେକ୍‌ ଅପ୍‌ ପରେ ଡେଙ୍ଗୁ ଜ୍ୱର ହୋଇଥିବା ନେଇ ଜାଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ଶ୍ରଦ୍ଧା ପିଲ୍ମ ସୁଟିଂ ବନ୍ଦ କରି ଦେଇଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ପୁଣିଥରେ ସୁସ୍ଥ ହୋଇ ୨ଦିନ ଭିତରେ ସୁଟିଂ […]

nia
ଆଇଏସ୍‌ଆଇଏସ୍‌ ଲିଙ୍କ୍‌ର ଖୋଲୁଛି ଗୁମର

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ISIS ଲିଙ୍କ୍‌ରେ ୧୦ ଜଣ ସନ୍ଦିଗ୍ଧ ଗିରଫ ଘଟଣାର ଧୀରେ ଧୀରେ ଗୁମର ଫିଟୁଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟର, ଉଚ୍ଚ ଶିକ୍ଷିତ ଯୁବକ ଏବଂ ବ୍ୟବସାୟୀ। ISISର ମଡ୍ୟୁଲ୍ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ୪ରୁ ୫ ମାସ ହେଲା ସକ୍ରିୟ ଜଣେ ମୌଲବୀ ହିଁ ଏହି ମଡ୍ୟୁଲର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ଉତ୍ତର ପ୍ରଦେଶ ଆମରୋହାର ମୂଳ ବାସିନ୍ଦା ଏବଂ ଦିଲ୍ଲୀର ଜାଫରବାଦରେ ବସବାସ କରୁଥିଲେ। ସେହିଭଳି […]

dahi makei
ଅଳ୍ପ ସମୟରେ ପ୍ରସ୍ତୁତ କରନ୍ତୁ ଦହି ମକେଇ

ସାଧାରଣତଃ ଆମେ ମକାକୁ ସିଝାଇ ବା ପୋଡ଼ି ଖାଇଥାଉ। କାହିଁକି ନା ଏହା ପାଟିକୁ ଭଲ ଲାଗିଥାଏ। କିନ୍ତୁ କେବେ ମକାରେ ପ୍ରସ୍ତୁତ ଦହି ମକେଇ ଖାଇଛନ୍ତି କି? ଖାଲି ଏହା ସ୍ୱାଦିଷ୍ଟ ନୁହେଁ, ଖୁବ୍‌ ଅଳ୍ପ ସମୟରେ ମଧ୍ୟରେ ହୋଇଥାଏ। ଏହାକୁ ଆପଣ ସକାଳ ଜଳଖିଆରେ ମଧ୍ୟ ଖାଇ ପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଦହି ମକେଇ। ଆବଶ୍ୟକୀୟ ସାମଗ୍ରୀ…. ମକା, ଅଦା, ରସୁଣ କଞ୍ଚାଲଙ୍କା, ଦହି, ଧନିଆ ପତ୍ର, ଲୁଣ,ତେଲ, ପିଆଜ, […]

cricket
ଅାଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ୍‌; ପ୍ରାରମ୍ଭରୁ ଭାରତକୁ ଝଟ୍‌କା

ରାଜକୋଟ: ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ଗୋଟିଏ ୱିକେଟ୍‌ ହରାଇ ୫୩ ରନ୍‌ କରିଛି। ପୃଥ୍ୱୀ ଶାହ ୩୨ ଏବଂ ଚେତେଶ୍ୱର ପୂଜାର ୨୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏକମାତ୍ର ଖେଳାଳି ଭାବେ ଶୂନରେ ଲୋକେଶ ରାହୁଲ ଆଉଟ୍‌ ହୋଇଛନ୍ତି।

NewsClick
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧୀ ମହାମେଣ୍ଟକୁ ଝଟ୍‌କା ଲାଗିଛି। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡ଼ିଲା ବିଏସ୍‌ପି(ବହୁଜନ ସମାଜ ପାର୍ଟି)। ଆସନ୍ତା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍‌ପି ଏକାକୀ ଲଢ଼ିବ। ଆଜି ଏନେଇ ଦଳ ସୁପ୍ରିମୋ ମାୟାବତୀ ବିଧିବଦ୍ଧ ଭାବେ ଘୋଷଣା କରଛନ୍ତି । କଂଗ୍ରେସ ସହ ଅସନ୍ତୋଷ ବ୍ୟକ୍ତ କରି ଆଜି ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କଂଗ୍ରେସକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ଏଥିସହିତ କଂଗ୍ରେସକୁ ଜାତିବାଦ […]

raja
ପଞ୍ଜାବ ପାର୍ସଲ୍‌ ବୋମା ବିସ୍ଫୋରଣ ମାମଲା: ଧରାପଡ଼ିଲା ଅଭିଯୁକ୍ତ

ରାଉରକେଲା: ପଞ୍ଜାବ ମେଗାରେ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଧରାପଡ଼ିଛି। ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ୍‌ ଅଭିଯୁକ୍ତ ରାଜା ରିଜିଆନୀକୁ ଗିରଫ କରିଛି। ପାର୍ସଲ୍‌ ପଠାଇଥିବା ରାଜା ବାସନ୍ତୀ କଲୋନୀରେ ରହେ। ଜମି ବିବାଦକୁ ନେଇ ପଞ୍ଜାବରେ ରହୁଥିବା ତାଙ୍କ ଭାଇ ସହ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ ଭାଇକୁ ମାରିବାକୁ ରାଜା ଏକ କୋରିଅର୍‌ରେ ପାର୍ସଲ୍‌ ବୋମା ପଞ୍ଜାବ ପଠାଇଥିଲା। ହେଲେ ପାର୍ସଲ୍‌ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାହା ଫାଟି ଯାଇଥିଲା। ଏଥିରେ ଦୁଇ ଜଣ […]

Justice-Gogoi-790
‘ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ଜରୁରୀ ଶୁଣାଣି ହେବ ନାହିଁ’

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ମାମଲାଗୁଡ଼ିକର ଜରୁରୀ ଶୁଣାଣି ହେବ ନାହିଁ। ଦାୟିତ୍ୱ ନେବା ପରେ ଏହା କହିଛନ୍ତି ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ତେବେ ଅଧିକାଂଶ ଜନସ୍ୱାର୍ଥ ମାମଲାର ଶୁଣାଣି ଲାଗି ସେ ନିଜ ପାଖରେ ରଖିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍‌ ଗୋଗୋଇଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ […]

lokshava
ଲୋକସଭାରେ ଆଗତ ହେଲା ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍। କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ବିଲକୁ ଆଗତ କରିବା ପରେ ଆଲୋଚନା ଆରମ୍ଭ ହୋଇଛି। ବିଲ୍‌କୁ ନେଇ ଆଜି ଭୋଟିଂ ମଧ୍ୟ ହୋଇପାରେ। ଏନେଇ ବିଜେପି ନିଜ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି। ଗୃହରେ ଉପସ୍ଥିତ ରହିବା ପାଇଁ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି। କଂଗ୍ରେସ ମଧ୍ୟ ହ୍ୱିପ୍ ଜାରି କରିଛି। ତେବେ ଅଧିକ ଅଧ୍ୟୟନ ପାଇଁ ଏହି […]

modi--0
ମୋଦିଙ୍କୁ ଜାତିସଂଘର 'ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ' ସମ୍ମାନ

ନୂଆଦିଲ୍ଲୀ : ଜାତିସଂଘର ସମ୍ମାନଜନକ ପୁରସ୍କାର ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଅାଜି ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ ‘ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ଏହି ସମ୍ମାନ ମିଳିଛି । ଜାତିସଂଘର ପରିବେଶ ବିଭାଗ ମୁଖ୍ୟ ଇରିକ୍ ସୋଲିହିମ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ମୋଦିଙ୍କ ପ୍ରଚେଷ୍ଟାକୁ […]

oath-up
ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି। ଗତକାଲି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ ଜଷ୍ଟିସ ମିଶ୍ର ତାଙ୍କର ଉତ୍ତରାଧିକାରୀ […]