ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ବିରୋଧୀ ମହାମେଣ୍ଟକୁ ଆଉ ଏକ ଫାଇଦା ହୋଇଛି। କାରଣ ଆଜି ବିହାରରେ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି ନିକଟରେ ଏନ୍ଡିଏରୁ ଇସ୍ତଫା ଦେଇଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ବା RLSPର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱାହା। ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ କଂଗ୍ରେସ, ଆରଜେଡି ଓ ଲୋକ ତାନ୍ତ୍ରିକ ଜନତା ଦଳର ନେତାଙ୍କ ଉପସ୍ଥିତିରେ ସେ ମହାଗଠନବନ୍ଧନରେ ଯୋଗ ଦେଇଛନ୍ତି। ଏଥିସହ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ବିହାରରେ ଏକ […]
ନୂଆଦିଲ୍ଲୀ: ନ୍ୟାୟପାଳିକା ଉପରେ ବଢ଼ିଚାଲିଛି ମାମଲା ବୋଝ। ଦେଶରେ ବିଭିନ୍ନ କୋର୍ଟରେ ବିଚାର ନ ହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା। ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ଚିନ୍ତାଜନକ ତଥ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ଉତ୍ତର, ଦେଶର ନ୍ୟାୟପାଳିକାର ଦେବାଳିଆ ଚିତ୍ରକୁ ଉଜାଗର କରିଛି। ଉତ୍ତର ପ୍ରଦେଶ ବିଚାରଧୀନ ମାମଲା କ୍ଷେତ୍ରରେ ସବୁଠୁ ଆଗରେ ଥିବା ବେଳେ ଓଡ଼ିଶା ଷଷ୍ଠ ସ୍ଥାନରେ […]
ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତା ରିଷି କପୁର୍ ଚିକିତ୍ସା ପାଇଁ ଆମେରିକା ଗସ୍ତ କରିଛନ୍ତି। ଗତକାଲି ଟ୍ୱିଟର୍ରେ ରିଷି ଏବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଆମେରିକା ଗସ୍ତକୁ ନେଇ ବ୍ୟସ୍ତ ତଥା ଅନାବଶ୍ୟକୀୟ ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ୬୬ବର୍ଷିୟ ରିଷି ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ବହୁତ ଜଲ୍ଦି ଫେରିବେ ବୋଲି ମଧ୍ୟ ଟ୍ୱିଟ୍ କରି ଜଣାଇଛନ୍ତି। ରିଷିଙ୍କ ଏହି ଟ୍ୱିଟ୍ ପରେ ଅନେକ ସେଲେବ୍ରିଟି ଟ୍ୱିଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। […]
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ଏଲ୍ପିଜି ସିଲିଣ୍ଡର ପିଛା ୨ ଟଙ୍କା ୮୯ ପଇସା ଅଧିକ ଦେବାକୁ ପଡ଼ିବ। ଫଳରେ ସବ୍ସିଡି ଏଲ୍ପିଜି ଦର ସିଲିଣ୍ଡର ଫିଛା ୫୦୨ଟଙ୍କା ୪ ପଇସା ହୋଇଛି। ସେହିପରି ଦିଲ୍ଲୀରେ ଅଣ ସବ୍ସିଡ଼ି ଏଲ୍ପିଜି ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଛି। ତେବେ ଗ୍ରାହକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଉଥିବା ସବ୍ସିଡି […]
ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟରେ ସାମିଲ୍ ହୋଇପାରନ୍ତି ଏନ୍ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହ। ଏନେଇ ସୂଚନା ଦେଇଛନ୍ତି ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି RJD(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ୱୀ ଯାଦବ। ଆଜି ଦିଲ୍ଲୀରେ ବସୁଥିବା ବୈଠକରେ ଏନ୍ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହଙ୍କୁ ନିମନ୍ତ୍ରଣ କରାଯାଇଛି। ମହାଗଠବନ୍ଧନରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି ତେଜସ୍ୱୀ ଯାଦବ। ସମସ୍ତ ଆଞ୍ଚଳିକ […]