ଭୁବନେଶ୍ୱର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା। ଟୋଲ୍ ଆଦାୟକୁ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ମାଧ୍ୟମରେ କରିବା, ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ସହ ରାଜ୍ୟ ରାଜପଥରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଚିଠି […]
ଭୁବନେଶ୍ୱର/ମୁମ୍ବାଇ: ପୁଣି ନ୍ୟାସ୍ନାଲ୍ ସିଙ୍ଗିଙ୍ଗ୍ ପ୍ଲାଟ୍ଫର୍ମରେ ଓଡ଼ିଆ ଝିଅ ଚେଲ୍ସି ବେଉରା। ସୋନି ଟିଭି ପକ୍ଷରୁ ରିଲିଜ୍ ହୋଇଥିବା ଇଣ୍ଡିଆନ୍ ଆଇଡଲ୍-୧୧ର ଏକ ଭିଡିଓରେ ଚେଲ୍ସିଙ୍କ ଝଲକ୍ ଦେଖିବାକୁ ମିଳିଛି। ଏହି ଭିଡିଓରେ ଚେଲ୍ସି ଇଶକ୍ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ଶୋ’କୁ ଜଜ୍ କରୁଥିବା ନେହା କକ୍କର, ବିଶାଲ୍ ଦଦ୍ଲାନୀ ଓ ଅନୁ ମଲ୍ଲୀକ ଚେଲ୍ସିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ବିଶାଲ୍ ଚେଲ୍ସିଙ୍କୁ ଭବିଷ୍ୟତର ଷ୍ଟାର୍ ବୋଲି କହିବା ବେଳେ ଚେଲ୍ସିଙ୍କ ଗୀତରେ […]
ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ରାହୁଲଙ୍କ ଅନୁଗତ ତଥା ହରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନଓ୍ୱାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତିଯ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବାରମ୍ବାର ଆଲୋଚନା ପରେ ଦଳ ଛାଡ଼ିବା ଲାଗି ସେ ନିଷ୍ପତ୍ତି ନେଲେ ବୋଲି ତନଓ୍ୱାର ଟ୍ୱିଟ୍ କରିଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, କଂଗ୍ରେସ ଏବେ ତିଷ୍ଠି […]
ବିଶାଖାପାଟଣା: ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ଭାରତ ୪ ଓ୍ୱିକେଟରେ ୩୨୩ ରନ୍ କରି ପାଳି ଘୋଷଣା କରିଛି। ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ରୋହିତ ଶର୍ମା। ଦ୍ୱିତୀୟ ଇନିଂସରେ ସେ ୧୨୭ ରନ୍ କରିଛନ୍ତି। ଏଥିରେ ୧୦ଟି ଚୌକା ଓ ୭ଟି ଛକ୍କା ମାରିଛନ୍ତି ରୋହିତ। ସେହିଭଳି ଚେତେଶ୍ୱର […]
ବିଶାଖାପଟନମ: ଟେଷ୍ଟ କ୍ରିକେଟକୁ ନୂଆ ଅବତାରରେ ଫେରିଥିବା ଟିମ୍ ଇଣ୍ଡିଆର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଏକାଧିକ ରେକର୍ଡ କରିଛନ୍ତି। ପୂର୍ବରୁ ଟେଷ୍ଟ ସ୍କ୍ୱାଡ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପ୍ରଥମଥର ଓପନିଂ କରିବାକୁ ଦିଆଯାଇଥିଲା। ସେ ପ୍ରଥମ ଇନିଂସରେ ହିଁ ଶତକ ହାସଲ କରି ନିଜ ଜଲୱା ଦେଖାଇଛନ୍ତି। ବିଶାଖାପଟନମ୍ରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ରୋହିତ ଶର୍ମା ରେକର୍ଡ ବୁକରେ ନିଜର […]
ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଛ ପାକିସ୍ତାନ ହାଇକମିଶନର ଅଫିସ। ଏଥିପାଇଁ ପୁଳା ପୁଳା ଟଙ୍କା ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଛି। ଏପରି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ଦିଲ୍ଲୀ ହାଇକୋର୍ଟରେ ୩ ହଜାର ପୃଷ୍ଠା ସମ୍ବଳିତ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ଏ ତଥ୍ୟ ରଖିଛି ଏନଆଇଏ। ବିଚ୍ଚିନ୍ନତାବାଦୀ ନେତାଙ୍କୁ ଗିରଫ କରିବା ପରେ ଏମାନଙ୍କ ପାଖରୁ ମିଳିଥିବା ଇମେଲ୍, ମେସେଜ୍, ଫୋନ୍ କଲ୍ ଏବଂ ଅନ୍ୟ ସୁତ୍ରରୁ […]
ଲକ୍ଷ୍ନୌ: ଦେଶର ପ୍ରଥମ ଘରୋଇ ଟ୍ରେନ୍ ସେବା ଆରମ୍ଭ ହୋଇଛି। ଲକ୍ଷ୍ନୌରୁ ନୂଆଦିଲ୍ଲୀ ଅଭିମୁଖେ ଦୌଡ଼ିଛି ତେଜସ୍ ଏକ୍ସପ୍ରେସ୍। ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ଯାହା ପରେ ଆଜି ବିଧିବଦ୍ଧ ଭାବେ ଏହା ଚାଲିଛି। ଦେଶରେ ପ୍ରଥମ ଥର ପାଇଁ କୌଣସି ଟ୍ରେନ୍ର ଟିକେଟ୍ ଭଡ଼ା, କ୍ୟାଟେରିଂ ସହ ସମସ୍ତ ପ୍ରକାର ଦେୟ ଘରୋଇ କମ୍ପାନୀ ହାତରେ ରହିଛି। ବିଶ୍ୱ ସ୍ତରର ଟ୍ରେନ୍ ସେବା ସହ ଯାତ୍ରୀଙ୍କ ବିମାନ ଯାତ୍ରା ଭଳି […]