• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ISSF-World-Shooting-Championships
କରୋନା ଆତଙ୍କ; ଦିଲ୍ଲୀରେ ଶୁଟିଂ ବିଶ୍ୱକପରେ ଭାଗ ନେବେନି ଏହି ୬ ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ ଭାଇରସ୍ ପାଇଁ ସବୁ ଚିନ୍ତିତ। କରୋନା ଭାଇରସ୍ ଭୟରେ ଚାଇନା ସମେତ ୬ ଦେଶ ଆସନ୍ତାମାସରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ନ୍ୟାଶନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର କୁହାଯାଇଛି। ଆଇଏସଏସଏଫ୍ ବିଶ୍ୱକପର ଆୟୋଜନ ସ୍ଥାନୀୟ କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ମାର୍ଚ୍ଚ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ। ଏନଆରଏଆଇ ସଭାପତି ରନିନ୍ଦର ସିଂହ କହିଛନ୍ତି, କିଛି ଦେଶ […]

njpp
ବିଜେପି ନେତାଙ୍କ ବିବାଦୀୟ ଭିଡିଓ ଦେଖାଇ ପୁଲିସ୍‌ ଓ ନେତାଙ୍କୁ ଭର୍ତ୍ସନା କଲେ କୋର୍ଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା। ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିଲ୍ଲୀ ହିଂସା ଉପରେ ଶୁଣାଣି ଆରମ୍ଭ ହେବା କ୍ଷଣି ଦିଲ୍ଲୀ ହାଇକୋର୍ଟ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ୍‌ ଓ ସଲିସିଟର ଜେନେରାଲଙ୍କୁ ପ୍ରଥମେ କୋର୍ଟ […]

f
ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ କ୍ଷୁବ୍ଧ ହେଲେ ଦିଲ୍ଲୀ କୋର୍ଟ ଓ ସୁପ୍ରିମକୋର୍ଟ; ସରକାର ଓ ପୁଲିସ ଉପରେ ବର୍ଷିଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ କ୍ଷୁବ୍ଧ ହେଲେ ଦିଲ୍ଲୀ କୋର୍ଟ ଓ ସୁପ୍ରିମକୋର୍ଟ। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ହାଇକୋର୍ଟ ମଧ୍ୟ ଦିଲ୍ଲୀ ପୋଲିସ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏପଟେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ସ୍ଥିତି ପାଇଁ ବିଜେପି ଓ କେନ୍ଦ୍ର ସରକାରକୁ ଦାୟୀ କରି କଂଗ୍ରେସ ଗୃହ ମନ୍ତ୍ରୀଙ୍କ ଉସ୍ତଫା ଦାବି କରିଛି। ଆପ […]

dl
ସିଏଏ ହିଂସାରେ ମୃତ୍ୟୁ ୧୩ ପହଞ୍ଚିଲା: ଦଙ୍ଗା ଅଞ୍ଚଳରେ 'ସୁଟ୍‌ ଆଟ୍‌ ସାଇଟ୍' ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ‘ଶୁଟ ଆଟ ସାଇଟ୍’ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଥିଲା, ସେଠାରେ […]

trump
ଦିଲ୍ଲୀ ହିଂସାକୁ ନେଇ ଏମିତି କହିଲେ ଟ୍ରମ୍ପ; କାଶ୍ମୀର ପାଇଁ ପୁଣି ମଧ୍ୟସ୍ଥତା କଥା

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିଠି ଥାପୁଡ଼େଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରଂପ। ସିଏଏ ପ୍ରସଙ୍ଗରେ ମତ ଦେଇ କହିଛନ୍ତି ଯେ ଭାରତରେ ଧାର୍ମିକ ସ୍ୱାଧୀନତା ରହିଛି। ତେଣୁ ଏହାକୁ କିପରି ସମାଧାନ କରାଯାଇ ପାରିବ ତାହା ଭାରତ ଉପରେ ନିର୍ଭର କରେ ବୋଲି ଟ୍ରମ୍ପ କହିଛନ୍ତି। ସିଏଏ ପ୍ରସଙ୍ଗରେ ବି ଟ୍ରମ୍ପ ମତ ରଖିଛନ୍ତି। ସେ କହିଛନ୍ତି, “ଧାର୍ମିକ ସ୍ୱାଧୀନତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନେକ କାମ କରୁଥିବା ମୋତେ କହିଛନ୍ତି। ଆମେ ସିଏଏ […]

los
ଦିଲ୍ଲୀରେ ଉଗ୍ର ହୋଇଛି ନାଗରିକତା ଆଇନ ବିରୋଧୀ ନିଆଁ; ୧୦ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଉଗ୍ର ହୋଇଛି ନାଗରିକତା ଆଇନ ବିରୋଧୀ ନିଆଁ। ଲଗାତାର ତୃତୀୟ ଦିନ ପାଇଁ ଅଶାନ୍ତ ରହିଛି ଉତ୍ତର ପୂର୍ବ ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଘଟିଥିବା ସଂଘର୍ଷରେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୫୬ ଜଣ ପୁଲିସ୍ କର୍ମଚାରୀଙ୍କ ସହିତ ଶହେରୁ ଅଧିକ ଆହତ ହୋଇଛନ୍ତି। କିଛି ଅଞ୍ଚଳରେ ମାସେ ଯାଏ ୧୪୪ ଧାରା ଜାରି କରାଯାଇଛି ଗୃହମନ୍ତ୍ରୀ ଅମିତ୍ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ […]

nirbhaya-rapists-supremecourt
ନିର୍ଭୟା; ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ତ ?

ନୂଆଦିଲ୍ଲୀ: ର୍ନିଭୟା ଦୋଷୀମାନଙ୍କୁ ଏକାଠି ଫାଶି ଦିଆଯିବ ନା ଅଲଗା ଅଲଗା, ସେ ନେଇ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମିଳିତ ଆବେଦନ ଉପରେ ଶୁଣାଣି କରି ପରବର୍ତ୍ତୀ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ମାର୍ଚ୍ଚ  ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶି ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଦୋଷୀ ମୁକେଶ, […]

viratkohli-1578909461
ଏସିଆ ଏକାଦଶ ଓ ବିଶ୍ୱ ଏକାଦଶରେ ବିରାଟଙ୍କୁ ମିଶାଇ ୬ କ୍ରିକେଟର୍‌ ସାମିଲ୍

ଢାକା: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆୟୋଜନ କରିବ। ଏହି ମ୍ୟାଚ୍ ପାଇଁ ବିସିବି ଆଜି ଏସିଆ ଏକାଦଶ ଟିମର ଘୋଷଣା କରିଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ବିସିସି କୋହଲିଙ୍କୁ ଏସିଆ ଏକାଦଶ ସ୍କ୍ୱାଡରେ ସାମିଲ୍ କରିଥିଲେ ହେଁ, ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ […]

jdu
ଏନ୍‌ଆର୍‌ସିକୁ ବିଜେପି ସହଯୋଗୀ ଦଳର ବିରୋଧ: ବିହାରରେ ଲାଗୁ କରିବେନି ଆଇନ୍

ପାଟନା: କେନ୍ଦ୍ର ସରକାର ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଏବେ ବିଜେପିର ବିହାର ସହଯୋଗୀ ତଥା କ୍ଷମତାସୀନ ଜେଡିୟୁ ବିହାର ବିଧାନସଭାରେ ଆଜି ଏନଆରସି ବିରୋଧୀ ସଂକଳ୍ପ ପାରିତ କରିଛି। ଅର୍ଥାତ ବିହାରରେ କେବେ ହେଲେ ବି ଏନଆରସି ଲାଗୁ ହେବନାହିଁ ବୋଲି ଗୃହୀତ ସଂକଳ୍ପରେ କୁହାଯାଇଛି। ସେହିପରି ବିହାରରେ ଏନପିଆର ଲାଗୁ ହେବ। ହେଲେ ୨୦୧୦ରେ ଲାଗୁ ହେଉଥିବା ନିୟମ ଅନୁସାରେ […]

enrt
ଦିଲ୍ଲୀ ସିଏଏ ହିଂସାରେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଗୁଳି ମାରିଦେଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏକୁ ନେଇ ଜଳୁଥିବା ହିଂସାକାଣ୍ଡର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆଜି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି। ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମାଡ଼ ମାରିଛନ୍ତି। ଆକ୍ରମଣରେ ଆହତ ସାମ୍ବାଦିକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ରହିଛନ୍ତି। ସ୍ଥାନୀୟ ଜେକେ ୨୪/୭ ଚ୍ୟାନେଲର ଆକାଶ ମୌଜପୁର […]

komala
ଚାଇନାରେ ପୁଣି ଶହେ ଜଣଙ୍କୁ ମାରିଲା ଭୟଙ୍କର କରୋନା ଭାଇରସ୍; ମୃତ୍ୟୁ ସଂଖ୍ୟା ୨୬୬୩

ବେଜିଂ: କରୋନା ଭାଇରସରେ ଆକ୍ରାନ୍ତରେ ଚୀନ୍‌ରେ ପୁଣି ଶହେରୁ ଅଧିକ ଲୋକ ପ୍ରାଣ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି। ସେହିପରି ଆହତଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା ୪୦୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୮ ଜଣ ନୂଆ ଲୋକ କରୋନାରେ ଆକ୍ରାନ୍ତ […]

arbinda
ଦିଲ୍ଲୀରେ ହିଂସା କରୁଛି କିଏ ? ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ସଂଗଠିତ ହିଂସା ପାଇଁ କିଛି ବାହାର ଲୋକ ହିଁ ଦାୟୀ। ସେମାନେ ଦିଲ୍ଲୀକୁ ଆସି ହିଂସାକାଣ୍ଡ ଘଟାଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ହିଂସା ପ୍ରବଣ ଅଞ୍ଚଳର ବିଧାୟକମାନେ। ଆଜି ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କେଜରିଓ୍ୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଯେଉଁଠି ହିଂସାକାଣ୍ଡ ଘଟିଥିବା ଅଞ୍ଚଳର ବିଧାୟକ ଯୋଗଦେଇଥିଲେ। ଶାନ୍ତି ବଜାଏ ରଖିବା ସହ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ସୀମାକୁ ସିଲ୍ ରଖିବାକୁ ଯୋଜନା କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତି କରିଥିବା କେଜରୀୱାଲ୍ କହିଛନ୍ତି।ତେବେ ପ୍ରତିଷେଧକମୂଳକ […]

hindustan
ଦିଲ୍ଲୀରେ ସ୍କୁଲ ବୁଲିଲେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ; କହିଲେ...

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ସ୍କୁଲ ବୁଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଦକ୍ଷିଣ ଦିଲ୍ଲୀର ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିଛନ୍ତି ମେଲାନିଆ। ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀ ହାତରେ ପ୍ଲାକାଡ ଧରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ସ୍କୁଲକୁ ନିଆଯାଇଥିଲା। ଆଜି ସକାଳେ ମେଲାନିଆ ଦକ୍ଷିଣ ଦିଲ୍ଲୀର ମୋତି ବାଗ ଠାରେ ଥିବା ସର୍ବୋଦୟ କୋ […]

hn
ସୁପ୍ରିମକୋର୍ଟର ୬ ବିଚାରପତି ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତିଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଛି। ବିଚାରପତି ମାନଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଥିବାରୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି। ଆଜି ସୁପ୍ରିମକୋର୍ଟକୁ ସୂଚନା ଦେଇ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକଥା କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କୋର୍ଟ ପ୍ରୋସେଡିଂ ବେଳେ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଆମର ୬ […]

lord-mahadev
ଭାରତ ଓ ଆମେରିକା ମଧ୍ୟରେ ୩ଶହ କୋଟି ଡଲାର୍‌ର ଡିଲ୍

ନୂଆଦିଲ୍ଲୀ: ଟ୍ରମ୍ପଙ୍କର ଭାରତ ଗସ୍ତକୁ ନେଇ ଲାଭ କ୍ଷତିର ହିସାବ କିମ୍ବା କେଉଁ ସିକ୍ରେଟ୍‌ ଡିଲ୍‌ ହେବା ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ଆମେରିକା ଓ ଭାରତ ମଧ୍ୟରେ ୩ ଶହ କୋଟି ଡଲାରର ଚୁକ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହାଇଦ୍ରାବାଦ ହାଉସରେ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଏଥିରେ ଆତଙ୍କବାଦ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ବାଣିଜ୍ୟିକ ସମ୍ପର୍କ ଉପରେ […]