• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ausreia
ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ସୂଚନା ଦେଲେ ଏହି ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍

ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି–୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ ଭିତରେ ଟି–୨୦ କ୍ରିକେଟକୁ ଅଲବିଦା କହିପାରନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ଆଲାନ୍ ବର୍ଡର ପଦକ ଜିତିବା ପରେ ୱାର୍ଣ୍ଣର ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୮ରେ […]

ff
୪ ନିର୍ଭୟା ଦୋଷୀଙ୍କୁ ନୋଟିସ୍‌ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍‌ କରାଯାଇଛି। ଏଥିସହିତ କୋର୍ଟ କହିଛନ୍ତି, କର୍ତ୍ତୃପକ୍ଷ ନୂଆ ଏକ ଡେଥ୍‌ ୱାରେଣ୍ଟ ପାଇଁ ଟ୍ରାଏଲ୍ କୋର୍ଟରେ ଆବେଦନ କରିପାରିବେ। ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ […]

bjp
ଗେରୁଆ ରଙ୍ଗରେ ପୂରିଥିଲା ମାନଚିତ୍ର; ଏବେ ଏମିତି ଦିଶୁଛି

ନୂଆଦିଲ୍ଲୀ: ସାରା ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ବିଜେପି ୬ଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଦେଶର ୧୨ଟି ରାଜ୍ୟରେ ଅଣ ବିଜେପି ସରକାର ଥିବା ବେଳେ ୧୬ଟିରେ ଏନଡିଏ ସରକାର […]

bl
ଭାଲେଣ୍ଟାଇନ୍ସ ଡେ ଓ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପୁଣି କେଜ୍ରି କ୍ରେଜ୍। ଦିଲ୍ଲୀବାସୀଙ୍କ ଦିଲ୍‌ ଜିତିଲେ କେଜ୍ରିୱାଲ। ବହୁମତ ସହ ପୁଣିଥରେ ଦିଲ୍ଲୀରେ କ୍ଷମତା ହାସଲ କରିଛି ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଆମ ଆଦମୀ ପାର୍ଟି। ଦିନେକି ଦୁଇ ଦିନ ଭିତରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। କୁହାଯାଉଛି ଫେବୃଆରୀ ୧୪ ଅର୍ଥାତ ଭାଇଲେଣ୍ଟାଇନ୍ସ ଡେ’ରେ କେଜ୍ରିୱାଲ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଭାଲେଣ୍ଟାଇନ୍ସ ଡେ ରେ କାହିଁକି ? ଭାଇଲେଣ୍ଟାଇନ୍ସ ଡେ’ ସହ […]

kk
ଦିଲ୍ଲୀବାସୀ ଆଇ ଲଭ୍‌ ୟୁ: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ‘ଦିଲ୍ଲୀ ବାଲୋଁ ଗଜବ୍‌ କରିଦିଆ ଆପ୍‌ ଲୋଗୋନେ, ଆଇ ଲଭ୍‌ ୟୁ’ ଦିଲ୍ଲୀରେ ବିପୁଳ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଏପରି କହିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀରେ ପୁଣିଥରେ କେଜରିଓ୍ୱାଲଙ୍କ ସରକାର ହେବାକୁ ଯାଉଛି। ଦିଲ୍ଲୀ ରାଜନୀତି ମଇଦାନରେ ହ୍ୟାଟ୍ରିକ୍ ମାରିଛି ଆପ୍‌। ପୁଣି ଥରେ ପ୍ରଚଣ୍ଡ ଜନମତ ସହ ଦିଲ୍ଲୀବାସୀଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଛନ୍ତି କେଜ୍ରିୱାଲ୍। ଆଉ ବିଜୟ ପରେ ଭାରତ ମାତା କି ନାରା ଦେଇ ସମସ୍ତଙ୍କୁ ଆଇ ଲଭ୍‌ ୟୁ କହିଛନ୍ତି […]

suresh
ଭାରତରେ କାମ କରିବାକୁ ଚାହୁଁଥିଲେ ହିନ୍ଦୁଙ୍କ ସହିତ କାମ କରନ୍ତୁ: ଆର୍‌ଏସ୍‌ଏସ୍‌ ସାଧାରଣ ସମ୍ପାଦକ

ପାଣାଜୀ: ଯିଏ ବି ଭାରତରେ କାମ କରିବାକୁ ଚାହୁଁଛନ୍ତି, ସେମାନେ ହିନ୍ଦୁଙ୍କ ସହିତ ମିଶିକି ଓ ହିନ୍ଦୁଙ୍କ ସଶକ୍ତିକରଣ ପାଇଁ କାମ କରିବା କଥା। ଗୋଆ ରାଜଧାନୀ ପାଣାଜୀର ଦୋନା ପାଓଲାଠାରେ ‘ବିଶ୍ୱଗୁରୁ ଭାରତ ଆର୍‌ଏସ୍‌ଏସ୍‌ର ଦୃଷ୍ଟିକୋଣ’ ବିଷୟ ଉପରେ ଭାଷଣ ଦେଇ ଏପରି କହିଛନ୍ତି ଆର୍‌ଏସ୍‌ଏସ୍ ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ କହିଛନ୍ତି। ସେହି ଆହୁରି ମଧ୍ୟ କହିଥିଲେ “ ହିନ୍ଦୁ ପୁରାଣ କାଳରୁ ଭାରତ ଉତ୍ଥାନ ଓ ପତନକୁ ଦେଖିଛନ୍ତି। ଭାରତକୁ ହିନ୍ଦୁଙ୍କଠାରୁ […]

corona
କରୋନା ଆକ୍ରମଣ ସମ୍ଭାବ୍ୟ ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥାନ ୧୭

ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍‌ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୭ ରହିଛି। ହମ୍‌ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍‌ର ରବର୍ଟ କୋଚ୍‌ ଇନଷ୍ଟିଚ୍ୟୁଟ୍‌ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି। ଚାଇନା ବ୍ୟତୀତ ଥାଇଲ୍ୟାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି ଭାଇରସ୍‌ […]

crk
ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ୍: ବାଂଲାଦେଶ ଲଢ଼ୁଆ ବୋଲିଂରେ ମାତ୍ର ୧୭୭ ରନ୍ କଲା ଭାରତ

ପୋଚେଫଷ୍ଟ୍ରୁମ୍‌: ଅଣ୍ଡର-୧୯ ବିଶ୍ୱକପ୍‌ ଫାଇନାଲ୍‌ରେ ବାଂଲାଦେଶର ଲଢ଼ୁଆ ବୋଲିଂକୁ ସାମ୍ନା କରିପାରିଲାନି ଭାରତ। କେବଳ ଯଶସ୍ୱୀ ଜୈଶ୍ୱାଲ୍‌ ଲଢ଼ୁଆ ଇନିଂସ ଖେଳି ୮୮ ରନ୍‌ର ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର୍‌ କରିପାରି ନଥିଲେ। ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି […]

ain
ପୂର୍ବତନ ଜନସଂଘ ନେତା ପି ପରମେଶ୍ୱରନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଓ ଭାରତୀୟ ବିଚାର କେନ୍ଦ୍ରମ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍‌ଙ୍କର ପରଲୋକ ହୋଇଛି। ରବିବାର ରାତି ୧୨.୧୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କେରଳର ପାଲାକ୍କାଡ୍‌ ଜିଲ୍ଲାର ଓଟ୍ଟାପ୍ପାଲମ୍‌ଠାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲୁ ରହିଥିଲା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସହ କାମ କରିସାରିଥିବା ପରମେଶ୍ୱରନ୍‌ […]

alisha-pert
ଚ୍ୟାଲେଞ୍ଜ୍‌ ସାମ୍ନା କରିବାକୁ ପଡ଼ିଆକୁ ଓହ୍ଲାଇଲେ ସଚିନ୍‌: ପ୍ରଥମ ବଲ୍‌ରେ ଚୌକା ମାରିଲେ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଅଲ୍‌ରାଉଣ୍ଡର୍‌ ଆଲିଶ ପେରୀଙ୍କ ଚ୍ୟାଲେଞ୍ଜ୍‌ ପାଇ ଦୀର୍ଘ ସାଢ଼େ ୫ ବର୍ଷ ପରେ ପୁଣିଥରେ ପଡ଼ିଆକୁ ଓହ୍ଲାଇଲେ କ୍ରିକେଟ୍‌ ଗଡ୍‌ ସଚିନ୍ ତେନ୍ଦୁଲକର। ଡାକ୍ତରଙ୍କ ବାରଣ ସତ୍ତ୍ୱେ ବ୍ୟାଟିଂ ଆହ୍ୱାନ୍‌କୁ ସ୍ୱୀକାର କରିବା ସହିତ ପେରୀଙ୍କ ପ୍ରଥମ ବଲ୍‌ରେ ହିଁ ୪ ମାରିଥିଲେ ସଚିନ୍। ପୂରା ଘଟଣା ଥିଲା ଏମିତି… ଜଙ୍ଗଲ ନିଆଁରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ସହାୟତା ପାଇଁ ମେଲବୋର୍ଣ୍ଣର ଓଭାଲ୍ ଜଙ୍ଗସନ୍‌ରେ ଏକ ଚାରିଟି ମ୍ୟାଚ୍‌ର […]

baman
ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ୧୭ ମାସର ଜେଲ୍‌ଦଣ୍ଡ

କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାସିର୍ ଜାମଶେଦଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ସ୍ପଟ୍ ଫିକ୍ସିଂରେ ଲିପ୍ତ ହେବା ଅଭିଯୋଗରେ ୧୭ମାସର ଜେଲ୍ ଦଣ୍ଡାଦେଶ ମିଳିଛି। ଜାମଶେଦଙ୍କୁ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା। ସେ ଆରମ୍ଭରୁ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଉପରେ ୨୦୧୮ରେ ପିଏସଏଲରେ ଇସଲାମାବାଦ ୟୁନାଇଟେଡ୍ ଓ ପେଶାୱର ଜାଲମୀ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଖେଳାଳିଙ୍କୁ ଜାଣିଶୁଣି ଖରାପ […]

sc
ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରୀ ଚାକିରି କିମ୍ବା ପଦୋନ୍ନତିରେ କୋଟା ଏବଂ ସଂରକ୍ଷଣ ବ୍ୟବସ୍ଥା ଏକ ମୌଳିକ ଅଧିକାର ନୁହେଁ। ଶୁକ୍ରବାର ଏକ ମାମଲାରେ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥା ରାଜ୍ୟଗୁଡ଼ିକୁ କୋଟା ପ୍ରଦାନ କରିବା ପାଇଁ ବାଧ୍ୟ କରିପାରିବ ନାହିଁ। ଏବଂ ସାର୍ବଜନିକ ସେବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୁଦାୟର ପ୍ରତିନିଧୀତ୍ୱରେ ଅସନ୍ତୁଳନର କୌଣସି ତଥ୍ୟ ନେ ଦେଇ ଏଭଳି ନିୟମ ଲାଗୁ କରିବାକୁ ରାଜ୍ୟମାନଙ୍କୁ ବାଧ୍ୟ କରାଯାଇ ପାରିବ […]

mufti
ବିଛିନ୍ନତାବାଦୀଙ୍କ ସହିତ ମିଶିଥିଲେ ମେହେବୁବା ମୁଫ୍‌ତି: ଗୃହମନ୍ତ୍ରାଳୟ

ଶ୍ରୀନଗର: ପବ୍ଲିକ ସେଫ୍‌ଟି ଆକ୍ଟ(ପିଏସ୍‌ଏ) ଦ୍ୱାର ନଜର ବନ୍ଦୀ ହୋଇ ରହିଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ବିଛିନ୍ନତାବାଦୀଙ୍କ ସହିତ ମିଶି କାର୍ଯ୍ୟ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ପିଏସ୍ଏ‌ର ଏକ ୬ ପୃଷ୍ଠା ବିଶିଷ୍ଟ ଫାଇଲ୍‌ରେ ଏପରି କଥା ଉଲ୍ଲେଖ ରହିଛି। ମେହବୁବାଙ୍କୁ ନଜରବନ୍ଦୀ ରଖାଯିବାର କାରଣ ଦର୍ଶାଇ ଏଭଳି ଫାଇଲ୍ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ପିଏସ୍‌ଏ ହେଉଛି ଏକ ଆଇନ୍‌। ଏହି ଆଇନ୍‌ ଆଧାରରେ ବିନା କୌଣସି ମକଦ୍ଦମାରେ […]

kjroi
ଏକ୍‌ଜିଟ୍‌ ପୋଲ୍‌ରେ କେଜ୍ରିୱାଲ୍‌ଙ୍କ ଛକ୍କା: ଖାତା ଖୋଲିନି କଂଗ୍ରେସ, ବିଜେପି...

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାକୁ ଫେରିବ କି ଆମ୍ ଆଦ୍ମୀ ପାର୍ଟି? ଭୋଟଗ୍ରହଣ ପରେ ଆଜି ପ୍ରକାଶ ପାଇଥିବା ଏକ୍‌ଜିଟ୍ ପୋଲ୍‌ରେ ଏମିତି କିଛି ପୂର୍ବାନୁମାନ କରାଯାଇଛି। ପୂର୍ଣ୍ଣ ବହୁମତ ସହ କେଜରିଓ୍ୱାଲ୍ କ୍ଷମତାକୁ ଫେରିବା ଅଧିକାଂଶ ଏକ୍‌ଜିଟ୍ ପୋଲ ସର୍ଭେରେ ଦର୍ଶାଯାଇଛି। ବିଜେପି ନିଜ ସ୍ଥିତି ସୁଧାରିବା ସହ ଦ୍ୱିତୀୟ ସ୍ଥାନ ଅଧିକାର ସମ୍ଭାବନା ଥିବା ବେଳେ ଗତ ନିର୍ବାଚନ ଭଳି କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ନ୍ୟୁଜ୍‌ ଏକ୍ସ […]

dd
ପଞ୍ଜାବରେ ଭୟଙ୍କର ବିସ୍ଫୋରଣ: ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ

ତରନତାରନ: ପଞ୍ଜାବରେ ଧାର୍ମିକ ଶୋଭାଯାତ୍ରା ବେଳେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେହିଭଳି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପଶ୍ଚିମ ପଞ୍ଜାବର ତରନ୍‌ତାରନ ଜିଲ୍ଲାରେ ଏହି ଅଘଟଣ ଘଟିଛି। ପଞ୍ଜାବ ପୁଲିସ ଡିଜିଙ୍କ ସୂଚନା ଅନୁସାରେ, ଜିଲ୍ଲାର ପାହୁ ଗାଁରେ ନଗର କୀର୍ତ୍ତନ ପାଇଁ ଏକ ଟ୍ରାକ୍ଟର୍‌ ଟ୍ରଲିରେ ବିସ୍ଫୋରକ ବୋଝେଇ ହୋଇ ଯାଉଥିଲା। ତେବେ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କାରଣରୁ ବିସ୍ଫୋରକରେ ନିଆଁ […]

kotha
ଜେସିବି ତଳେ ମାଟି ଖୋଳୁଥିବା ବେଳେ ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା

ମୋହାଲୀ: ପଞ୍ଜାବର ମୋହାଲି ଜିଲ୍ଲା ଖରାର୍ ସହର ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା। କୋଠା ତଳୁ ଦୁଇ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ କାହାର କିଛି କ୍ଷତି ହୋଇ ନଥିବା ମୋହାଲି ପୁଲିସ କହିଛି। ବର୍ତ୍ତମାନ ଘଟଣା ସ୍ଥଳରେ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟା ଜାରି ରଖିଛି। ଏହି ୩ ମହଲା ବିଲିଷ୍ଟ କୋଠା ନିକଟରେ ଏକ […]

love
ଗୁଜରାଟ୍ ସିଂହ ଓ ସିଂହୀର ଏପରି ପ୍ରେମ କାହାଣୀ କେବେ ଶୁଣି ନଥିବେ

ରାଜକୋଟ: ଭାଲେନ୍‌ଟାଇନ୍ସ ଡେ’ରେ ସିଂହୀକୁ ପ୍ରପୋଜ୍‌ କରିବା ପାଇଁ ସିଂହ ଚାଲିଲା ୬୦ କିମି ବାଟ। ନିଜ ପ୍ରେମିକା ସହିତ ବିଶେଷ ମୁହୂର୍ତ୍ତ ବିତାଇବା ପାଇଁ ସିଂହ ତାର ୩ ଜଣ ପୁରୁଷ ବନ୍ଧୁଙ୍କ ସହିତ ରାଜୁଲାରୁ ପ୍ରାୟ ୬୦ କିମି ଦୂର ସାବରକୁଣ୍ଡକୁ ଯାଉଛି ସିଂହ। ସାବରକୁଣ୍ଡରେ ରହୁଛି ତା ସିଂହୀ ପ୍ରେମିକା। କଥାଟା ବିଶ୍ୱାସ ହେଉ ନଥିଲେ ବି ସତ। ଅନେକ ଦିନ  ହେଇଗଲାଣି ତା ସିଂହୀ ରାଣୀ ସହିତ ଦେଖା ହେଇନି ଜଙ୍ଗଲ […]

malanh
ବାପ୍‌ରେ ବାପ୍ ! ଗୋଟିଏ ଦିନରେ ଏତିକି ଟଙ୍କା ଆୟ କଲା ଫିଲ୍ମ 'ମଲଙ୍ଗ'

ମୁମ୍ବାଇ: ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କଲା ଆଦିତ୍ୟ ରୟ କାପୁର ଓ ଦିଶା ପଟ୍ଟାନୀଙ୍କ ଷ୍ଟାରର୍ ଫିଲ୍ମ ମଲଙ୍ଗ। ଶୁକ୍ରବାର ଫିଲ୍ମ ରିଲିଜ୍ ହେବା ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଛି। Boxofficeindia.com ୱେବ୍‌ସାଇଟ୍‌ ଅନୁସାରେ ଫିଲ୍ମଟି ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କରିଛି। ଶନିବାର ଆହୁରି ଭଲ ଆୟ କରିବା ବୋଲି ଆଶା କରିଛନ୍ତି ଫିଲ୍ମ କ୍ରୁ ମେମ୍ବର। ଫିଲ୍‌ଟିକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ […]

bbco
ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍‌ ହାରି ସିରିଜ୍ ହାରିଲା ଭାରତ

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ ସହିତ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ବି ହାରିଲା ଟିମ୍‌ ଇଣ୍ଡିଆ। କେବଳ ମ୍ୟାଚ୍‌ ନୁହେଁ ଆଜି ସିରିଜ୍‌ ବି ହାରିଯାଇଛି ଭାରତ। ପ୍ରଥମ ମ୍ୟାଚରେ ବୋଲରଙ୍କ ଖରାପ ପ୍ରଦର୍ଶନ, ଆଉ ଆଜିର ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଭାରତ ଏକ ଦିବସୀୟ ସିରିଜ୍ ହାରିଯାଇଛି। ଆଜି ନ୍ୟୁଜିଲ୍ୟାଣ୍ଡ୍ ଠାରୁ ୨୨ ରନରେ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ରେ ପରାସ୍ତ ମଧ୍ୟ […]

man
ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍‌ ଷ୍ଟାର୍‌ ଅମ୍ଳାନ ଦାସ। ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ଭଲପାଇ ବିବାହ କରିଛନ୍ତି ଅମ୍ଳାନ। ଭାଲେନ୍‌ଟାଇନ୍ସ ଡେ ଆରମ୍ଭରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ୍‌ ବାର୍ଡସ। ତାଙ୍କ ବାହାଘରର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।  ୨ ମାସ ତଳେ ଅର୍ଥାତ୍ ଡିସେମ୍ବରରେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତରେ ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ […]

crui
ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ: ଅଷ୍ଟ୍ରେଲିଆ ବିରୋଧରେ ଇଣ୍ଡିଆର ରେକର୍ଡ ବିଜୟ

ମେଲବର୍ଣ୍ଣ: ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଭାରତୀୟ ମହିଳା ଟିମ୍ ଚଳିତ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। ଶନିବାର ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ଉଜ୍ଜୀବିତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ୍ କାଟିବାକୁ ହେଲେ ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ଯଦି ଏହି ମ୍ୟାଚରେ ଅଷ୍ଟ୍ରେଲିଆ ହାରିଯାଏ, ତାହେଲେ ଭାରତ ଫାଇନାଲରେ […]

tyler
ଟେଲର୍‌ଙ୍କ ଡବଲ୍‌ ରେକର୍ଡ: ପଛରେ ପଡ଼ିଲେ କୋହଲି

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ ଅକ୍‌ଲ୍ୟାଣ୍ଡ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍ କ୍ଷେତ୍ରରେ ଟେଲର ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଆଜି ମ୍ୟାଚ୍‌ରେ ଟେଲର୍ ଅପରାଜିତ ୭୩ ରନର ଇନିଂସ୍ ଖେଳି ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍‌ର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ […]

save
ଶିକାରା ଫିଲ୍ମ ଦେଖି କାନ୍ଦି ପକାଇଲେ ଆଡ୍‌ଭାନୀ

ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ଶିକାରା ଦେଖି କାନ୍ଦି ପକାଇଲେ ବିଜେପିର ବରିଷ୍ଠ ନେତା ଏଲ୍‌କେ ଆଡଭାନୀ। ଫିଲ୍ମର ସ୍ପେଶାଲ୍‌ ସ୍କ୍ରିନିଂ ବେଳେ ଆଡ୍‌ଭାନୀ କୋହ ସମ୍ବରଣ କରିପାରି ନଥିଲେ। ଏହା ଦେଖି ବିଧୁ ଅଡ୍‌ଭାନୀଙ୍କ ପାଖକୁ ଯାଇ ତାଙ୍କୁ ପ୍ରବୋଧନା ଦେଇଥିଲେ। ଏହି ସମୟରେ ଭିଡିଓକୁ ନିଜେ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ପୋଷ୍ଟ କରିଥିଲେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା। ଏହାପରେ ସୋଶାଲ୍‌ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ବଲିଉଡ୍ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ ବିଧୁ […]