• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

chingud
କଞ୍ଚା ମାଛ ଓ ପନିପରିବା ଏମିତିକି ନିଆଁ ଖାଇଯାଉଥିବା 'ସର୍ବଗିଳା ମଣିଷ' ରଞ୍ଜନ କୁମାର

କଟକ: କଞ୍ଚା ମାଛ ଓ କଞ୍ଚା ପନିପରିବା କିଛି ମାନୁ ନାହାନ୍ତି। ସବୁ ଖାଇଯାଉଛନ୍ତି ସର୍ବଗିଳା ରଞ୍ଜନ। ଏମିତିକି ପଚ୍ଚା ମାଛ ବି କଞ୍ଚ ଖାଇଛନ୍ତି ରଞ୍ଜନ। ଖାଲି ମାଛ ପନିପରିବା ନୁହେଁ ନିଆଁ ବି ଖାଇଯାଉଛନ୍ତି ସେ। କଟକ ସହରରେ ସର୍ବଗିଳାର ମାନ୍ୟତା ପାଇଛନ୍ତି ରଞ୍ଜନ କୁମାର ସାହୁ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଓରଗଳା ଗାଁରେ। ପେଟ ପାଟଣା ପାଇଁ ପରିବାର ସହ ରୁହନ୍ତି ରାଜାବଗିଚା ଅଞ୍ଚଳରେ। ପରିବାର ସଦସ୍ୟ ଆଉ ସାଙ୍ଗସାଥୀଙ୍କ କହିବା କଥା […]

lpg
ବଢ଼ିଲା ରନ୍ଧନ ଗ୍ୟାସ୍ ଦର

ନଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍। ଏଲପିଜି ସିଲିଣ୍ଡର ପିଛା ୧୪୮ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଇନ୍ଧନ ଦର ବୃଦ୍ଧି  ହେବା ଫଳରେ ଏହି ଦାମ ବଢ଼ାଇଯାଇଥିବା କୁହାଯାଉଛି। ଏହି ଦର ବୃଦ୍ଧି ଫଳରେ ରାଜ୍ୟରେ ଏବେ ୧୪.୨କିଲୋଗ୍ରାମ ସିଲିଣ୍ଡର ଦାମ ୭୪୬ .୫୦ରୁ ବଢି ୮୯୫ଟଙ୍କା ହୋଇଛି। ତେବେ ଘରୋଇ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସରକାର ଏହି ଇନ୍ଧନ ଉପରେ ସବସିଡିକୁ ପ୍ରାୟ ଦୁଇଗୁଣା […]

bmc
ନମ୍ବର ୱାନ୍‌ ସ୍ଥାନ ହରାଇଲେ ବୁମ୍ରା

ଦୁବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟଲେସ ରହିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ବୁମ୍ରା ତଳକୁ ଖସିଯାଇଛନ୍ତି। ଦୀର୍ଘ ଦିନ ହେଲାଣି ନିଜର ବୋଲିଂ ଦକ୍ଷତା ପାଇଁ ବୁମ୍ରା ଆଇସିସି ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ରହିଥିଲେ। ହେଲେ ଏବେ ତାଙ୍କୁ ତଳକୁ ଖସିବାକୁ ପଡ଼ିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୂର୍ବଭଳି ଦିନିକିଆ ବ୍ୟାଟିଂ […]

mnoj
ଦିଲ୍ଲୀ ହାରିବା ପରେ ମନୋଜ ତିୱାରୀ ଇସ୍ତଫା ଦେବାରୁ ବିଜେପି...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବିଫଳତା ପରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ତେବେ ଏହା ତାଙ୍କ ଦଳ ଫେରାଇଦେଇଥିବା ଜଣାପଡ଼ିଛି। ଗତକାଲି ଘୋଷିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ ଆପ୍ର ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସମ୍ମାନ ବଞ୍ଚାଇବାକୁ ସପଳ ହୋଇଥିବା ବିଜେପି ମାତ୍ର ୮ଟିରେ ସନ୍ତୁଷ୍ଟ ହୋଇଛି। ସେହିଭଳି ଆପ୍ ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସ ଚଳିତ ଥର […]

g
ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ମୁମ୍ବାଇ: ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ତେବେ ଏ ସୁବିଧା ପ୍ରଥମେ ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ରାଜ୍ୟ କ୍ୟାବିନେଟ୍‌ ବୈଠକ ଏଭଳି ଅନୁମୋଦନ ଦେଇଛି। ଚଳିତ ମାସ ଶେଷ ତାରିଖ ବା ଫେବୃଆରୀ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ମହାରାଷ୍ଟ୍ର ସରକାରଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଦ୍ୱିତୀୟ ଓ […]

min
କର୍ତ୍ତବ୍ୟନିଷ୍ଠ ଓ ସେବା ପରାୟଣ ଏହି ମଣିଷଙ୍କୁ ସାଲ୍ୟୁଟ୍

ଭଦ୍ରକ: ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସେମାନେ ସର୍ବଦା ତତ୍ପର ଥାନ୍ତି। ଦିନ ହେଉ କି ରାତି, ଯେତେବେଳେ ଯେଉଁଠି ତାଙ୍କୁ ଖୋଜା ପଡ଼େ ସେମାନେ ଆସି ପାଖରେ ହାଜର ହୋଇଯାନ୍ତି। ଆମେ କହୁଛୁ, ଭଦ୍ରକ ପୁଲିସର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତିଙ୍କ କଥା। ଯିଏ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ସେହିପରି ଆଉ ଜଣେ ନିଃସ୍ୱାର୍ଥପର ସେବକ ହେଲେ ବାଲେଶ୍ୱର ଜଳେଶ୍ୱର କୃଷନଗର ଗାଁର ଆଶା ଦିଦି […]

corona
କରୋନା ଭାଇରସ୍‌ର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବେଜିଂ: ଚାଇନାରୁ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଏବଂ ସାରା ବିଶ୍ୱରେ ୪୩ ହଜାର ଲୋକଙ୍କ ଶରୀରକୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍‌ର ନାମ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ‘କୋଭିଡ୍‌-୧୯’ ରଖାଯାଇଛି। ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେସସ୍‌ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା କୌଣସି ଭୌଗଳିକ ଠିକଣା କଥା କହୁଛି, ନା କୌଣସି ପଶୁର ନାମ ନା ଉଚ୍ଚାରଣ କରିହେଉଥିବା ନାମ ନା ରୋଗକୁ ସୂଚାଉଥିବା ନାମ ହୋଇଥିବ। ସେ ଜେନେଭାରେ […]

apa
ପଲିଟିକ୍ସ ପୋଷ୍ଟମର୍ଟମ: ଆପ୍‌ର ବିଜୟ ଓ ବିଜେପି ପରାଜୟର ଗୁମର କଥା

ନୂଆଦିଲ୍ଲୀ: ମାଗଣା ବିଜୁଳି, ପାଣି ଓ ବସ୍‌ଯାତ୍ରା ବନାମ ସିଏଏ, ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର କି ଟ୍ରିପଲ୍ ତଲାକ୍ ? ଆପ୍‌ର ବିକାଶ ମଡେଲ୍ ବନାମ୍ ବିଜେପିର ଜାତୀୟତାବାଦ୍ ନାରା। ପ୍ରଶାନ୍ତ କିଶୋରଙ୍କ ସୁକ୍ଷ୍ମ ଗୋଟି ଚାଳନା ଆଗରେ ଫେଲ ମାରିଲା କି ଅମିତ୍ ଶାହ ଆଣ୍ଡ କୋର ଷ୍ଟ୍ରାଟେଜି? CAA, NRC, NPR ଓ ଶାହୀନବାଗ ବିଜେପିକୁ ଭାରି ପଡ଼ିଲା ନା କେଜରିଓ୍ୱାଲଙ୍କ ସୁକ୍ଷ୍ମ ହିନ୍ଦୁତ୍ୱ ଓ ଦେଶଭକ୍ତି ପାଠ୍ୟକ୍ରମ ଆପ୍ ଲାଗି ନିର୍ଣ୍ଣାୟକ […]

kj
ଦିଲ୍ଲୀର ଦିଲ୍‌ରେ କେଜ୍ରିୱାଲ୍: ରାଜନୀତିର ମୈଦାନ୍‌କୁ ଝାଡ଼ୁମାରି ସଫା କରିଦେଲା ଆପ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ, ଶାହାଙ୍କ ସହ ୯ କେନ୍ଦ୍ର ମନ୍ତ୍ରୀ, ୬ ମୁଖ୍ୟମନ୍ତ୍ରୀ ଓ ୧୦୦ରୁ ଅଧିକ ସାଂସଦଙ୍କ ଘମାଘୋଟ ପ୍ରଚାର ସତ୍ତ୍ୱେ ଦିଲ୍ଲୀରେ ମାଟି କାମୁଡ଼ିଲା ବିଜେପି। ପ୍ରଚଣ୍ଡ ବହୁମତ ସହ ଦିଲ୍ଲୀରେ ପୁଣି ଏକ ଐତିହାସିକ ବିଜୟ ପାଇଛି ଆମ୍ ଆଦ୍ମୀ ପାର୍ଟି। ହାଟ୍ରିକ୍ ବିଜୟ ସହ କ୍ଷମତା ବଜାୟ ରଖିବାକୁ ଯାଉଛି କେଜ୍ରିଓ୍ୱାଲ୍ ସରକାର। ୭୦ ଆସନ ବିଶିଷ୍ଟ ବିଧାନସଭାରେ ୨୦୧୫ର ସଫଳତା ଦୋହରାଇ ଆମ୍ ଆଦ୍ମୀ ପାର୍ଟି ୬୨ ସିଟ୍ ହାସଲ କରିବାକୁ […]