ପୁରୀ: ଦୀର୍ଘ ଏକ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପତ୍ନୀ। ସାଧ୍ୟମତେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା ବଢୁଥିଲା ସିନା କମୁ ନ ଥିଲା। ପତ୍ନୀଙ୍କ ଦୁଃଖ ଆଉ ସହି ପାରିଲେନି। ଅଧିକ ଚିକିତ୍ସା ପାଇଁ ହାତରେ ସମ୍ବଳ ନାହିଁ, ତଥାପି ମନରେ ଆଶା ଅଛି, କଟକ ନେଲେ ପତ୍ନୀ ଭଲ ହେବେ। ଅର୍ଥାଭାବରୁ ଗାଡ଼ି କି ଆମ୍ବୁଲାନ୍ସ କରିପାରି ନ ଥିଲେ। ଶେଷରେ ଟ୍ରଲିରେ ବସାଇ ସାକ୍ଷୀଗୋପାଳରୁ କଟକ ଆଣିଥିଲେ ୭୦ ବର୍ଷର […]
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ତାଳଚେର ଗସ୍ତ କରିଥିଲେ। ସେଠାରେ ସାର କାରଖାନାର ଶିଳାନ୍ୟାସ କରିଥିଲେ। ତାଳଚେର ସଭାରେ ମୋଦି ଜୟ ଜଗନ୍ନାଥ ଓ ଜୟ ମା’ ହିଙ୍ଗୁଳା କହି ନିଜ ଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ,“ତାଳଚେରର ବିକାଶ ନୂଆ ଓଡ଼ିଶାର ବିକାଶର ଗାଥା ଲେଖିବ। ସାର କାରଖାନାର ପୁନରୁଦ୍ଧାର ନୂଆ ବିକାଶକୁ ଗତିଶୀଳ କରିବ। […]
ମୁମ୍ବାଇ: ୧୦ ଦିନର ପୂଜା ପରେ ଆଜି ବିସର୍ଜିତ ହେବେ ଶ୍ରୀଗଣେଶ। ଏହାକୁ ନେଇ ମାୟାନଗରୀ ମୁମ୍ବାଇ ଚଳଚଞ୍ଚଳ ହୋଇପଡ଼ିଛି। ସହରର ଗଳି କନ୍ଦିରୁ ଆରମ୍ଭ କରି ସମସ୍ତ ପୂଜା ମଣ୍ଡପରୁ ଗଣପତି ବାପାଙ୍କୁ ଆଜି ବିସର୍ଜନ କରାଯାଉଛି। ଗଣେଶ ଚତୁର୍ଥୀଠୁ ପୂଜା ପାଉଥିବା ବିଘ୍ନ ବିନାଶକଙ୍କୁ ଶୋଭାଯାତ୍ରାରେ ନିଆଯାଉଛି। ପ୍ରସିଦ୍ଧ ଲାଲ୍ବାଗ ରାଜାଙ୍କୁ ବିସର୍ଜନ ପୂର୍ବରୁ ମଣ୍ଡପରେ ଭୋଗ ଲଗାଯିବା ସହ ଆଳତୀ କରାଯାଇଛି। ଲାଲବାଗ ରାଜାଙ୍କ ଦର୍ଶନ ପାଇଁ ସକଳୁ ହିଁ ପ୍ରବଳ ଭିଡ଼ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲମାର୍କରେ ପରିଣତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତିକରି ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି […]
ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେବା ଫଳରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରି ସଦର ମହକୁମାରୁ ବାଲିମେଳା ଯିବା ରାସ୍ତାରେ ଏମ୍ଭି ୧୧, କୋରକୋଣ୍ଡା ଓ ଏମ୍ଭି ୩୭ ନଦୀରେ ପାଣି ବଢ଼ି ଯୋଗଯୋଗ ବିଛିନ୍ନ ହୋଇଛି। ସେହିପରି କାଲିମେଳା ମୁଖ୍ୟ ରାସ୍ତାର କାଙ୍କରାକୋଣ୍ଡା ,ପୋଟେରୁ ପଡିଆ ରାସ୍ତାର କନ୍ୟାଶ୍ରମ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍ ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସ୍ ସିଲ୍ କରାଯିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାରେ ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ଅପରାଜିତା। […]
ଭଦ୍ରକ : ଭଦ୍ରକ ଧାମନଗର ସହିଦ୍ ସ୍ମୃତି କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର । ଗତକାଲି କଲେଜ କାନ୍ଥରେ ମିସ୍ତ୍ରୀ ରଙ୍ଗ ଲଗାଉଥିବାବେଳେ କାନ୍ଥ ଭିତରେ ସାପ ଦେଖି ଭୟଭୀତ ହୋଇପଡିଥିଲେ । ପରେ କଲେଜ ପକ୍ଷରୁ ଭଦ୍ରକ ସ୍ନେକ୍ ହେଲପ ଲାଇନ୍କୁ ସୂଚନା ଦିଅାଯିବାପରେ ହେଲପ ଲାଇନ୍ ସଦସ୍ୟ ଭଙ୍ଗା କାନ୍ଥ ଭିତରୁ ୧୭ଟି ନାଗ ସାପକୁ ଉଦ୍ଧାର କରିଥିଲେ।
ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ଦେଖନ୍ତୁ ଏହି ଭିଡିଓ –
ଭୁବନେଶ୍ୱର: କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ରାଜ୍ୟ ଅର୍ଥନୀତି ଏବେ ଟ୍ରାକ୍କୁ ଫେରୁଛି। ଲକଡାଉନ୍ ପରେ ପ୍ରଥମ ଥର ପାଇଁ ବଢ଼ିଛି ରାଜ୍ୟର ନିଜସ୍ୱ ଟିକସ ଆୟ। ଓଡ଼ିଶା ବାଣିଜ୍ୟକର ଓ ଜିଏସ୍ଟି କମିସନରେଟ୍ ତଥ୍ୟରୁ ଏମିତି ସୂଚନା ମିଳିଛି। କେବଳ ସେପ୍ଟେମ୍ୱରରେ ଟିକସ ଆୟ ୧୨ପ୍ରତିଶତ ବୃଦ୍ଧି ହୋଇଛି। ଏବାବଦରେ ମିଳିଛି ୧ ହଜାର ୬୭୯ କୋଟି ଟଙ୍କା। ୨୦୧୯-୨୦ ପୂର୍ବ ଆର୍ଥିକବର୍ଷ ସେପ୍ଟେମ୍ବର ମାସରେ ରାଜକୋଷକୁ ଆସିଥିଲା ୧ ହଜାର ୫୦୨ କୋଟି। ଚଳିତବର୍ଷ ସେପ୍ଟେମ୍ୱରରେ […]