ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୦୦୬ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର, ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, […]
ବାଲେଶ୍ୱର : ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ଝିଅ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ନୀଳଗିରି କାହାଳିଆ ଗାଁରେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ବୟସ ୧୨ ଏବଂ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳ ଠଙ୍ଗପଡ଼ା ଗାଁରେ ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା। ସୂଚନା ଅନୁସାରେ, ଇଲେକ୍ଟ୍ରିକ୍ ବୋର୍ଡରୁ ଆସିଥିବା ତାର ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା। ଆଜି ସକାଳେ ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ […]
ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ । ଅାଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅାଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ସୁପ୍ରିମକୋର୍ଟଙ୍କ ଅାମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱର ବିମାନ ମନ୍ଦରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇଛନ୍ତି ଅାମିକସ୍କ୍ୟୁରୀ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୮୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୫୯ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୯୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ରେ ପହଞ୍ଚିଛି।
ସମ୍ବଲପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବୁର୍ଲାର ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ। ଏଥିପାଇଁ ୩ ଦିନ ବନ୍ଦ ରହିବ ଭିସୁଟ୍ VSSUT (Veer Surendra Sai University of Technology)। ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ। ଏହାବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମଧ୍ୟ ବନ୍ଦ ରହିବ ଭିସୁଟ୍। ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବା ନିମନ୍ତେ ମୋଟ ୩ ଦିନ ପାଇଁ ଭିସୁଟ୍ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। […]
ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଅାଜି NSGର ତିନି ଜଣିଅା ଟିମ୍ ଏନେଇ ପୁରୀ ଅାସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍ଜିଟିମ୍ ଯାଞ୍ଚ କରିବେ । ମିଳିଥିବା ସୂଚନା ମୁତାବକ ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରିବେ ଟିମ୍ । ଏନେଇ ଅାଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି । ୨୦୧୭ ଅଗଷ୍ଟ ମାସରେ ମଧ୍ୟ […]
କୋରାପୁଟ : ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ । ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ କରିଛନ୍ତି ହାତୀ । ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି କୋରାପୁଟ ବନାଞ୍ଚଳ ନାରାୟଣପାଟଣା ଅାଲମଣ୍ଡା ସେକ୍ସନ୍ରେ । ଭଦ୍ରାପାଲ୍ଲୀ ନିକଟ ଗାଁରେ ୭ ଜଣିଅା ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ପଡ଼ୋଶୀ ରାଜ୍ୟରୁ ହାତୀ ପଲକୁ ଘଉଡ଼ାଇବା ଯୋଗୁଁ ସେମାନେ ଓଡ଼ିଶାରେ ପଶିଥିବା ଅଭିଯୋଗ ହୋଇଛି […]
ବ୍ରହ୍ମପୁର : ବ୍ରହ୍ମପୁର MKCGରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଗୋଳନ୍ଥରା ଥାନା କନିସି ଗାଁରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଛି ପୁଲିସ। ଶିଶୁ କନ୍ୟା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଗତକାଲି ପ୍ରସବ ପରେ ୱାର୍ଡ ଭିତରୁ ନବଜାତ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଟୀକା ଦେବାକୁ କହି ନବଜାତକକୁ ନେଇ ଜଣେ ମହିଳା […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି। ହେଲେ ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ। ଏପରିକି ସେ ମୃତ ନା ଜୀବିତ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଏ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କିଛି ବାଟ ନ ପାଇ ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର […]
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଗଣେଶ ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି। ଅାହତଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟିଟିଲାଗଡ଼ ବଜାରର ଶାସ୍ତ୍ରୀ ଛକରେ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୃତକ ହେଲେ ଅାଦିବାସୀ ପଡ଼ାର ବୁଲୁ ହାତୀ ଓ ଅାହତ ଯୁବକ ହେଲେ ରୋହିତ ବାଗ୍। ଏହି ମାମଲାରେ ପୁଲିସ ଜଣେ […]
ତେଲକୋଇ: ଆଖି ସାମ୍ନାରେ ବାପାଙ୍କୁ ହରାଇଲେ ଦୁଇ ଭାଇ। ମାମୁ ଘରକୁ ବୁଲିବାକୁ ଯାଇ ନିଜ ଘରକୁ ଫେରୁ ଥିବାବେଳେ ବାଟରେ ଘଟିଲା ଦୁର୍ଘଟଣା। ଏଥିରେ ଦୁଇ ଭାଇ ଓ ମା’ଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସବୁଦିନ ପାଇଁ ଦୁଇ ଭାଇ ସେମାନଙ୍କର ବାପାଙ୍କୁ ହରାଇଦେଲେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତା ଦାନ୍ତୁଆଣି ରେଲ୍ୱେ ଓଭରବ୍ରିଜ୍ ନିକଟରେ ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ସୁଦର୍ଶନ ମହାକୁଡ଼। […]
କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ରେ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତିବାଦ ଜୋର ଧରୁଛି। ଅଭିଯୁକ୍ତକୁ ଫାଶୀ ଓ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ବନ୍ଦ ସହ କ୍ଷତିପୂରଣ ଦାବିରେ ଲୋକେ କୋଟଗଡ଼ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଫଳରେ କନ୍ଧମାଳ ଓ ରାୟଗଡା ଜିଲ୍ଲାକୁ ଯାତାୟତ ବନ୍ଦ ରହିଛି। ସୂଚନା ଅନୁସାରେ ଗତକାଲି ସକାଳେ ସ୍କୁଲରୁ ଫେରି ନାବାଳିକା ଶୌଚ ହେବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକ ଥାନାରେ ଏତଲା […]
କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ୧୫ ଦିନ ମଧ୍ୟରେ ଆଲମଣ୍ଡା ଗ୍ରାମର ୧୦ରୁ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପିଲାଙ୍କଠୁ ଆରମ୍ଭ କରି ବୁଢ଼ାବୁଢ଼ୀ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା ପାଇଁ କୌଣସି ସୁବିଧା ନଥିବାରୁ ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ପାର୍ବତୀପୁରମ୍କୁ ଗାଁ ଲୋକେ ଚିକିତ୍ସା ପାଇଁ […]
ଅନୁଗୋଳ : ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବନଖଣ୍ଡରେ ଏବେ ବାଘୁଣୀ ସୁନ୍ଦରୀ ଥିବା ସୂଚନା। ବନବିଭାଗ ଟିମ୍ ବାଘୁଣୀକୁ ଘଞ୍ଚ ଜଙ୍ଗଲକୁ ଘଉଡାଇବା ଉଦ୍ଦେଶ୍ୟରେ ମନିଟରିଂ କରୁଥିବା ବେଳେ ବାଘୁଣୀ ସହ ମୁହାଁମୁହିଁ ହୋଇଥିଲେ । କିଛି ଦିନ ପୂର୍ବେ ଅାଠମଲ୍ଲିକ ବନଖଣ୍ଡ ଲେହେଡି ଗାଁରେ ବାଘୁଣୀ ଅାକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ତେଣୁ ବନବିଭାଗ କର୍ମଚାରୀ ଓ ଅଧିକାରୀ କିଭଳି ସୁନ୍ଦରୀକୁ ଘଞ୍ଚ […]
ମାଲକାନଗିରି: ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ମାଲକାନଗିରି, ବାଲେଶ୍ୱର ଓ ମୟୂରଭଂଜର ଅନେକ ବ୍ଲକ ପ୍ରଭାବିତ ହୋଇଛି। ମାଲକାନଗିରିରେ ୫ଟି ବ୍ଲକ ପ୍ରଭାବିତ ହୋଇଛି। ମାଲକାନଗିରି, କାଲିମେଳା, କୋରକୋଣ୍ଡା, ପଡ଼ିଆ ଏବଂ ଚିତ୍ରକୋଣ୍ଡା ବ୍ଲକର ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୪୪ଟି ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟା ପାଣିରେ ୪୧୨ଟି ଘର ଭାଙ୍ଗିଛି। ସେହିପରି ବାଲେଶ୍ୱରରେ ନୀଳଗିରି, ବାହାନଗା, […]
ଭୁବନେଶ୍ୱର : ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ। ଅାସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। କଳାବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢ଼ାଇବେ ଶିକ୍ଷକ । କିନ୍ତୁ ଭୁବନେଶ୍ୱରରେ ଅାନ୍ଦୋଳନ ଜାରି ରହିବ। ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଅାସି ଅାନ୍ଦୋଳନ କରିବେ। ଗାନ୍ଧି ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ ଅାଗରେ ଧାରଣା ଦିଅାଯିବ। ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ […]
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ BMC ସିଲ୍ କରିଛି। BMCର ଏକ ଟିମ୍ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍କୁ ସିଲ୍ କରିଛନ୍ତି। ସୂଚନାଥାଉ କି, ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଅଭିଯାନର ଅାଜି ଶୁଭାରମ୍। ଝାଡ଼ଖଣ୍ଡରୁ ଅାଜି ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଅାୟୁଷ୍ମାନ ଭାରତ ଯୋଜନା ଭାବେ ଏହାକୁ ନାମିତ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାକୁ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରାୟ ୧୦ କୋଟି ଗରିବ […]
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି କ୍ଷମା ମାଗିଛନ୍ତି। କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ବିଧାୟକ ଉମାକାନ୍ତ କ୍ଷମା ମାଗି କହିଛନ୍ତି, ‘ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ଯେହେତୁ ମୁଁ କରୋନା ପଜିଟିଭ୍ ଥିଲି, ସ୍ୱର୍ଗଦ୍ୱାରରେ ପହଞ୍ଚିବା ଏହା […]