ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସିମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ ଏଭଳି ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର। ଏଲ୍ପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। ଭଉଣୀଙ୍କ କହିବାନୁସାରେ, କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସିମାଞ୍ଚଳଙ୍କ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ସହାୟତା ଘୋଷଣା କଲା ଭାରତୀୟ ତୈଳ ନିଗମ ବା ଆଇଓସିଏଲ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କମ୍ପାନୀ ଏହି ସହାୟତା ରାଶି ଘୋଷଣା କରିଛି। ବିସ୍ଫୋରଣ ଘଟଣାରେ ମୃତାହତ, ଗୁରୁତର ଆହତ ଓ ଆହତଙ୍କ ପ୍ରତି ସହାୟତା ରାଶି ଘୋଷଣା ହୋଇଛି। IOCL ଘୋଷଣା କରିଥିବା ସହାୟତା ରାଶି ଅନୁସାରେ, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା, ସେହିପରି ଗୁରୁତର ଆହତଙ୍କୁ ୪ […]
ଭୁବନେଶ୍ୱର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା କଟକଣାଜନିତ କାରଣରୁ ୬ ମାସ ହେଲା ବନ୍ଦ ଥିଲା। ଏଥିଯୋଗୁ ସ୍କୁଲ୍ ସଫା ସୁତରା କରିବା ପାଇଁ ଆଜି ନିର୍ଦ୍ଦେଶ ହୋଇଛି। ସରକାରଙ୍କର ଏପରି ନିର୍ଦ୍ଦେଶ ପରେ ସ୍କୁଲ୍ ଖୋଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। କୋଭିଡ୍-୧୯ କାରଣରୁ […]
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ନିକଟରେ ଥିବା ଜଗନ୍ନାଥ ବସ୍ତିରେ ଉଠିଲା ବେଅାଇନ୍ ଜବରଦଖଲ। ହକି ବିଶ୍ୱକପ୍କୁ ଅାଉ ମାତ୍ର କିଛି ଦିନ ବାକି ଥିବା ବେଳେ ତା ପୂର୍ବରୁ ଏହି ଅଞ୍ଚଳରୁ ଉଠିଛି ଏହି ଜବର ଦଖଲ। ବିଡିଏ ଓ ବିଏମସି ଅଧିକାରୀଙ୍କ ସମେତ କମିଶନରେଟ୍ ପୁଲିସର ୧୫ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଏହି ଜବରଦଖଲ ଉଠିଥିଲା। ତେବେ ଜବରଦଖଲ ଉଚ୍ଛେଦ ସମୟରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସର ବୁଝାସୁଝା ପରେ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୦୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍ସି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୮୩, ଲୋକାଲ କଣ୍ଟାକ୍ଟ କେସ୍ ୨୨୬ ରହିଥିବା ବିଏମ୍ସୁ ଟ୍ୱିଟ୍ କରିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ନୟାପଲ୍ଲୀ- ୨୧, ଓଲଡ୍ ଟାଉନ ଓ ପଟିଆ ଅଞ୍ଚଳରୁ ୧୦ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀବିହାର ଓ ରସୁଲଗଡ଼ରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳ୍ପନା ଓ ଭିଏସ୍ଏସ୍ ନଗରରୁ ୭ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୫୮ଜଣ ସୁସ୍ଥ ହୋଇଥିବା ବେଳେ କଟକ-୨୬୨, ବାଲେଶ୍ୱରରୁ ୧୫୩ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡ଼ା- ୧୫୧, ଝାରସୁଗୁଡ଼ା- ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝର- ୧୧୭, ଅନୁଗୁଳ- ୧୧୨, ବଲାଙ୍ଗିର-୧୦୯, ମାଲକାନଗିରି- ୧୦୩ ଓ ସମ୍ବଲପୁର- ୯୮, କେନ୍ଦ୍ରାପଡ଼ା- […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଥିବା ନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛି। ସଂଧ୍ୟା ୭ଟାରୁ ରାସ୍ତା ଖୋଲିଛି। କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ଏବେ ବି ମନା ହୋଇଛି। ଅପରେସନ ସରିବା ପରେ ଏଥିରେ ସହଯୋଗ କରିଥିଇବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି ପୋଲିସ। ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ନିଜ ଆଡୁ ମାମଲା କରି ତଦନ୍ତ କରୁଛି କମିଶନରେଟ୍ ପୋଲିସ। ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ […]
ଭୁବନେଶ୍ୱର: କୃଷି ବିଲ୍କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି। ନିଜ ଅଧ୍ୟାଦେଶକୁ ବିଲ୍ ଭାବେ ବିଧାନସଭାରେ ଉପସ୍ଥାପନ ଲାଗି ଯୋଜନା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଓହରିଗଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଶୈଳୀରେ ପ୍ରଥମେ କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ଦୁଇଟି ଅଧ୍ୟାଦେଶ ଆଣିଥିଲା ରାଜ୍ୟ। ହେଲେ ବିଧାନସଭାରେ ଏହି ବିଲ୍କୁ ଆଣିଲେ ନାହିଁ। ବିଲ୍ ଆସିବା, ବିଧାନସଭା କାର୍ଯ୍ୟସୂଚିରେ ବି ସ୍ଥାନ ପାଇଥିଲା। ହେଲେ ସରକାର ହଠାତ୍ ନୀରବ ରହିଯାଇଥିଲେ। ତେବେ ପାର୍ଲାମେଣ୍ଟରେ […]
ମାଲକାନଗିରି : ଗାନ୍ଧି ଜୟନ୍ତୀରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବା ଟଙ୍କିକିଅା ଚାଉଳ କାର୍ଯ୍ୟକ୍ରମ। ହେଲେ ତା ପୂର୍ବରୁ ଅଜବ ସ୍ଥିତି । କାରଣ ରାଜ୍ୟ ସରକାରଙ୍କ ହିତାଧିକାରୀ ଟାର୍ଗେଟ ପୂରଣ ହୋଇନଥିବା ବେଳେ ଅନେକ ସ୍ଥାନରେ ଯୋଗ୍ୟ ହିତାଧୀକାରୀ ବାଦ୍ ପଡିଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ରୁଣ୍ଡ ହୋଇଛନ୍ତି ଯୋଜନାରୁ ବାଦ୍ ପଡିଥିବା କିଛି ଯୋଗ୍ୟ ହିତାଧୀକାରୀ । ୪ ମାସ ତଳେ ଚିରିକୁଟି ପାଇଥିଲେ ମଧ୍ୟ […]
ଭୁବନେଶ୍ୱର: ଦିନକୁ ଦିନ ଅଧିକ ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। କମିଶନରେଟ୍ ପୋଲିସର ତଦନ୍ତ ଅଧାରେ ଅଛି, ହେଲେ ହଠାତ୍ କ୍ରାଇମବ୍ରାଞ୍ଚକୁ ଦିଆଗଲା ଇନକ୍ୱାରୀ ଦାୟିତ୍ୱ। ଜଣେ ଏସ୍ପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ଚାଲିବ ତଦନ୍ତ। ଦଳେଇ ଆଇଲେ ମୂଳରୁ ଗାଆ ନ୍ୟାୟରେ ପୁଣିଥରେ ଆରମ୍ଭରୁ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ତେଣୁ ଏଠି ପ୍ରଶ୍ନ, କମିଶନରେଟ୍ ପୋଲିସ୍ର ତଦନ୍ତ ତାହାଲେ ଗଲା କୁଆଡ଼େ? ଏଣେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ […]
ଖୋର୍ଦ୍ଧା : ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ । ଏହି ହ୍ରଦ ଭିତରକୁ ଯାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ। ନଈରେ ଜେଟି ଦେଇ ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ବେଅାଇନ ଘେରି ଓ ଜାଲ ଉଚ୍ଛେଦ ପାଇଁ ଚିଲିକା ଭିତରେ ପଶିଛନ୍ତି। ଏହାର ନେତୃତ୍ୱ ନେଇଛି ଚିଲିକା ମତ୍ସ୍ୟଜୀବୀ ମହାସଂଘ। ଏମାନଙ୍କ ଅଭିଯୋଗ ହେଲା, ଚିଲିକା ଭିତରେ ଘେରି ଓ ଜାଲ୍ ପକାଯିବାରୁ ସାଧାରଣ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି। ସେମାନେ ଠିକ୍ରେ ମାଛ ମାରି ପାରୁ ନାହାନ୍ତି। […]
ନୂଆଦିଲ୍ଲୀ : ଅାଜି GST କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି ବୈଠକ। ତେବେ ଭିଡିଓ କନ୍ଫରେନ୍ସ ବୈଠକରେ ସାମିଲ ହୋଇଥିଲେ ଓଡ଼ିଶାର ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା । GST କାଉନସିଲ ବୈଠକ ପରେ ମନ୍ତ୍ରୀ ଶଶି ବେହେରା କହିଛନ୍ତି, GST ଲାଗୁ ପରଠୁ ରାଜ୍ୟରେ ରାଜସ୍ୱ ସଂଗ୍ରହ କମିଛି। ଓଡ଼ିଶା ଖାଉଟି ରାଜ୍ୟ ହୋଇ ଥିବାରୁ ଖର୍ଚ୍ଚ ବିବରଣୀ ଦେବାକୁ କହିଛୁ।
ନୂଆଦିଲ୍ଲୀ : ପୌର ନିର୍ବାଚନରେ ସଂରକ୍ଷଣ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ସୁପ୍ରିମକୋର୍ଟ। ଓଡ଼ିଶା ହାଇକୋର୍ଟ ଅାଗରୁ ରାୟ ଦେଇଥିଲେ ଯେ, ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ହାଇକୋର୍ଟଙ୍କ ରାୟ ସହିତ ସୁପ୍ରିମକୋର୍ଟ ଏକମତ ହୋଇ କହିଛନ୍ତି, ଅାସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଏହା ଫଳରେ ରାଜ୍ୟ ସରକାରଙ୍କୁ ଲାଗିଛି ଝଟ୍କା । ୨୦୧୨ ପ଼ଂଚାୟତ ନିର୍ବାଚନ, […]