• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona test 1
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ୩୭୭୯ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୬୧୦୪୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 46 from Malkangiri44 from Boudh39 from Anugul7 from Deogarh284 from State Pool The total recovered cases of Odisha now stand at 161044 — H & FW […]

  • Saturday, 03 July 2021
fastfood 1
ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଝାରସୁଗୁଡ଼ା: ଆଜିଠୁ ୧୫ ଦିନ ଯାଏ ଝାରସୁଗୁଡ଼ା ଜିଲ୍ଲାରେ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଲାଗି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ବେପାରୀଙ୍କୁ ୨,୫୦୦ ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଯିଏ ଏହି ନିର୍ଦ୍ଦେଶ ପାଳନର ଖିଲାପ କରିବେ ତାଙ୍କ ବିରୋଧରେ ଜରିମାନା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି ଜଣାଇଛନ୍ତି। […]

  • Saturday, 03 July 2021
୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ପୋଲିସ୍‌ଙ୍କୁ ସମ୍ମାନିତ କରିବ ରାଜ୍ୟ ପୋଲିସ୍‌‌। ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୋଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସହ ପଦକ ପ୍ରଦାନ ଲାଗି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। […]

  • Saturday, 03 July 2021
ଅାରମ୍ଭ ହେଲା ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର
ଅାରମ୍ଭ ହେଲା ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର

ଭୁବନେଶ୍ୱର : ବନ୍ୟା, ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ମିଳିବ ଅାଗୁଅା ସୂଚନା। ଏଥିପାଇଁ ରାଜ୍ୟରେ ଅାରମ୍ଭ ହୋଇଛି ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର ବା EWDS।  ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଅାୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ରାଜ୍ୟର ଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳିଅା ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି ୧୨୨ଟି […]

  • Saturday, 03 July 2021
ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ ହୋଇଛି। ଏକ ସ୍କର୍ପିଓ କାର୍ ଭିତରେ ଚୋରା ବନ୍ଧୁକ କାରବାରର ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଏହି  ଡିଲ୍‌ର ପର୍ଦ୍ଦାଫାସ କରିଛି। ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟରେ କ୍ରାଇମ୍‌ବ୍ରାଞ୍ଚର STF ଟିମ୍‌ ହାତରେ ଧରାପଡ଼ିଥିଲା ଏହି ଚୋରା ବନ୍ଧୁକ କାରବାରର ଡିଲ୍‌। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ଜଣେ ମହିଳା ସହଯୋଗୀଙ୍କୁ ଅଟକ ରଖାଯାଇଛି। ଗିରଫ ଦ୍ୱୟ ହେଲେ- […]

  • Saturday, 03 July 2021
corona test
୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୦୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪,୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୪୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ରେ ପହଞ୍ଚିଛି।  

  • Saturday, 03 July 2021
corona
ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୬୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା Regret to inform the demise of fifteen #COVID19 positive patients while under treatment in hospitals. 1. A 60-year […]

  • Saturday, 03 July 2021
ଅଟକ ଅଭିଯୁକ୍ତ ବିଜୁ ଯୁବବାହିନୀର ସଦସ୍ୟ ଅଭିଯୋଗ
ଅଟକ ଅଭିଯୁକ୍ତ ବିଜୁ ଯୁବବାହିନୀର ସଦସ୍ୟ ଅଭିଯୋଗ

କଟକ : କଟକରେ ଓକିଲ ଅାନ୍ଦୋଳନ ବେଳେ ଅାଇନଜୀବୀଙ୍କୁ ଅାକ୍ରମଣ ଅଭିଯୋଗରେ ଧରାପଡ଼ିଛନ୍ତି ଜଣେ ବ୍ୟକ୍ତି । ତାଙ୍କ ନାଁ ସନ୍ତୋଷ ନିମାଇଁ । ସେ ବିଜୁ ଯୁବ ବାହିନୀର ବୋଲି ଅାଇନଜୀବୀ ମାନେ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ସନ୍ତୋଷ ଖଣ୍ଡନ କରିଛନ୍ତି। ଅନ୍ୟପଟେ ସନ୍ତୋଷଙ୍କର ବିଜେଡି ନେତାଙ୍କ ସହ ଥିବା ବିଭିନ୍ନ ଫଟୋ ସମ୍ନାକୁ ଅାସିଛି। ବିଜେଡି ସାଂସଦ ଅନୁଭବ ମହାନ୍ତି, ପ୍ରତାପ ଦେବ, ପ୍ରତାପ ଜେନା ଓ ପ୍ରଭାତ ବିଶ୍ୱାଳଙ୍କ ସହ […]

  • Saturday, 03 July 2021
ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପାଇଁ ପଦଯାତ୍ରା
ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପାଇଁ ପଦଯାତ୍ରା

ଭୁବନେଶ୍ୱର : ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପାଇଁ ଚାଲିଛି ସଭା। ଏକାଠି ହୋଇଛନ୍ତି ୧୨ଟି ଦେଶର ୩ଶହ ବୌଦ୍ଧ ଧର୍ମାବଲମ୍ବୀ। ଭାରତ ସମେତ ହଂକଂ, ମାଲେସିଅା, ଅାମେରିକା, ଜର୍ମାନ, ସ୍ପେନ୍, ୟୁକେ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଅା ଭଳି ୧୨ଟି ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ପରିବେଶ ସଫାସୁତରା, ଲିଙ୍ଗଗତ ସମାନତା ଦୂର କରିବା ଉଦ୍ଦେଶ୍ୟରେ ଅାରମ୍ଭ ହୋଇଛି ପଦଯାତ୍ରା।  ‘ଲିଭ୍ ଟୁ ଲଭ୍’ ଅାନ୍ତର୍ଜାତିକ ବୌଦ୍ଧିକ୍ ଧାର୍ମିକ ଅନୁଷ୍ଠାନ ପକ୍ଷରୁ […]

  • Saturday, 03 July 2021