• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona
Odisha Coronavirus Update: ଦିନକରେ ୩୦ ଜିଲ୍ଲାରୁ ୩,୮୧୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୮୧୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା  ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୮୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୮୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୫୨୪ ରହିଛି। ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ […]

  • Sunday, 04 July 2021
corona
ଓଡ଼ିଶାରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୪୬ ହୋଇଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୮୧୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। […]

  • Sunday, 04 July 2021
ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ପିଟିସନ୍‌

କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍‌ରେ ଅନୁଭବ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉ ନ ଥିବା ନେଇ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ପିଟିସନ୍‌ରେ ଦର୍ଶାଇଛନ୍ତି। ପିଟିସନରେ […]

  • Sunday, 04 July 2021
anuvab
ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନ୍ ଉପରେ ଶୁଣାଣି

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଏହି ପିଟିସନର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ। ଅନୁଭବ ଜୁଲାଇ ୧୯ ତାରିଖରେ ନିଜ ପତ୍ନୀଙ୍କ ବିରୋଧରେ ଏହି ପିଟିସନ୍ ଦାଖଲ କରିଛନ୍ତି। ପିଟିସନ୍ ପୂର୍ବରୁ ଅନୁଭବ ଆପୋଷ ଆଲୋଚନା ଦ୍ୱାରା ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ। ଅନୁଭବ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରୁ ଏହି ଚେଷ୍ଟା […]

  • Sunday, 04 July 2021
old-woman
କରୋନାକୁ ହରାଇଲେ ୭୫ ବର୍ଷୀୟା ବୃଦ୍ଧା

ମାଲକାନଗିରି: କରୋନାକୁ ମାତ ଦେଇ ସୁସ୍ଥ ହେଲେ ମାଲକାନଗିରିର ୭୫ ବର୍ଷୀୟ ବୃଦ୍ଧା ମହାଲକ୍ଷ୍ମୀ ପଣ୍ଡା। କିଛି ବର୍ଷ ପୂର୍ବେ ବ୍ରେନ ଷ୍ଟ୍ରୋକ ପରେ ପକ୍ଷାଘାତ କାରଣରୁ ସେ ବିଛଣାରୁ ଉଠି ପାରୁନଥିଲେ। ନିକଟରେ ତାଙ୍କୁ ଜ୍ୱର ହେବାରୁ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜଟିଭ ଆସିବା ପରେ ଅଗଷ୍ଟ ମାସ ୨୧ ତାରିଖରେ ତାଙ୍କୁ ମାଲକାନଗିରି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ସହ ସେ ଉଚ୍ଚ ରକ୍ତଚାପ ରୋଗରେ ବି ଆକ୍ରାନ୍ତ ଥିଲେ। ଚିକିତ୍ସା ପରେ […]

  • Sunday, 04 July 2021
anuvab1
ଅନୁଭବ-ବର୍ଷା ପ୍ରସଙ୍ଗ, ବିଜେଡିକୁ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି ପତ୍ନୀ ବର୍ଷା ପ୍ରିୟଦର୍ଶନୀ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଅନୁଭବ ମଧ୍ୟ ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମାଆଙ୍କୁ ସମ୍ମାନ କଥା କହୁଥିବା ବେଳେ ତାଙ୍କ ସାଂସଦଙ୍କ ଘଟଣା ପ୍ରମାଣିତ କରିଛି, କିଭଳି ସେମାନେ ମାଆକୁ […]

  • Sunday, 04 July 2021
ସୋହେଲା ବନ୍ଦ
ସୋହେଲା ବନ୍ଦ

  • Sunday, 04 July 2021