• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Untitled-1
ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ।  ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ  ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍‌ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ […]

  • Sunday, 11 July 2021
accident
ଟ୍ରକକୁ ପିଟିଲା ଟ୍ରାଭେଲର: ୩ ପର୍ଯ୍ୟଟକ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶେରଗଡ଼ ନିକଟରେ ଏକ  ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି।  ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବାଲିସାହିରୁ ୧୮ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଟ୍ରାଭେଲର ଗାଡ଼ି ଦେବକୁଣ୍ଡ ଯାଉଥିଲା। ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଟ୍ରାଭେଲରଟି ଭାରସାମ୍ୟ ହରାଇ ଠିଆ ହୋଇଥିବା ଏକ ଟ୍ରକର […]

  • Sunday, 11 July 2021
9b03e654-3f72-49c2-b253-b8f
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ସବୁଜ ବିପ୍ଳବୀ ସମ୍ମାନ’

ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍‌ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ […]

  • Sunday, 11 July 2021
abhaya
ସୋମବାର ପୋଲିସ ଡିଜି ଭାବେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର:ଆସନ୍ତା ସୋମବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଅଭୟ। ୧୯୮୬ ବ୍ୟାଚର  IPS ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏକାଡେମୀ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ କରାଯାଇଥିଲା ।  ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ […]

  • Sunday, 11 July 2021
122421431243543
ଚାକିରି ଦେବେ କହି ଯୁବତୀଙ୍କୁ ପାଇଖାନା ସଫା କରାଇଲେ

ଟିଟିଲାଗଡ଼:ଚାକିରି ଦେବା ନାଁରେ ଟିଟିଲାଗଡ଼ ଅଞ୍ଚଳର ଯୁବତୀଙ୍କୁ ସୁଦୂର ହାଇଦ୍ରାବାଦ ନେଇ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଅତ୍ୟଧିକ କାମ ଦିଆଯାଉଥିଲେ ମଧ୍ୟ ପାରିଶ୍ରମିକ ଦିଆଯାଉ ନ ଥିଲା। ଏପରିକି ପ୍ରତିବାଦ କଲେ ମାଡ଼ ମରାଯାଉଥିଲା। ଯୁବତୀମାନେ କୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି। ଟିଟିଲାଗଡ଼ ସଇଁତଳା ବ୍ଲକ ଅଞ୍ଚଳର କେତେକ ଯୁବତୀଙ୍କୁ  ସରକାରଙ୍କ ଦକ୍ଷତାବିକାଶ କାର୍ଯ୍ୟକ୍ରମରେ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ଶେଷ କରିବା […]

  • Sunday, 11 July 2021
mahila kamisana
‘ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍’ 

ଭୁବନେଶ୍ୱର: ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍ । କୋର୍ଟରେ ବିଚାର ବ୍ୟବସ୍ଥାରେ ଯାହା ହେବା କଥା ହେବ, କିନ୍ତୁ ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ପେଟେଣ୍ଟ୍ ମେଡିସିନ୍ ଦେବାକୁ ଆହ୍ୱାନ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ଭୁବନେଶ୍ୱର  ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ମହିଳା କମିଶନ ତଦନ୍ତ ଆରମ୍ଭ କରିବା ସହ ଆଜି ଖଣ୍ଡଗିରି ଥାନାରେ ମାମଲା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।  ଏଥିସହ ଘଟଣାସ୍ଥଳକୁ ଯାଇ ସ୍ଥିତି ମଧ୍ୟ […]

  • Sunday, 11 July 2021
jitendra
ପୁରୀ ଗଣଦୁଷ୍କର୍ମ ମାମଲା: ୨ୟ ପତ୍ନୀ ଦେଲେ ଚାଞ୍ଚଲ୍ୟକର ତଥ୍ୟ !

ପୁରୀ: ପୁରୀ ପୋଲିସ୍ କଲୋନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି। ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ଜଣେ ମହିଳା ଯେ କି ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ବୋଲି  ନିଜକୁ ଦାବି କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ପୁରୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର ସଠୀଙ୍କର ସେ ଦ୍ୱିତୀୟ ପତ୍ନୀ। ଜିତେନ୍ଦ୍ର ଅତି ଘୃଣ୍ୟ କାମ କରିଛନ୍ତି। ଏପରି କାମ ଯୋଗୁ ତାଙ୍କୁ ସର୍ବସମ୍ମୁଖରେ ଫାଶୀ […]

  • Sunday, 11 July 2021
IPS-safin-hassan-4
ବାପା-ମା’ଙ୍କ କଷ୍ଟ ଦେଇଥିଲା ପ୍ରେରଣା-ପ୍ରଥମ ଉଦ୍ୟମରେ ପାଇଲେ ଆଇପିଏସ୍‌

ଅହମଦାବାଦ: ନିଷ୍ଠାବାନ ମଣିଷଙ୍କ ପାଇଁ କୌଣସି ପଥ ଦୁଃସାଧ୍ୟ ନୁହେଁ। କୌଣସି କାମ ଅସାଧ୍ୟ ନୁହେଁ। ଏମାନେ ପାହାଡର ଅଙ୍କାବଙ୍କା ପଥୁରିଆ ରାସ୍ତାରେ ବି ଫୁଟାଇ ପାରିବେ ଫୁଲ। ଏମିତି ଜଣେ ନିଷ୍ଠାବାନ ଯୁବକ ହେଉଛନ୍ତି ସାଫିନ ହସନ। ଯୁବ ଆଇପିଏସ୍‌ ଅଫିସର। ଅନେକ ପ୍ରତିକୂଳ ପରିସ୍ଥିତିରେ ସମୟ ସହ ଲଢି ମାତ୍ର ୨୨ ବର୍ଷରେ ତିଆରି କରିପାରିଛନ୍ତି ନିଜ ପରିଚୟ। ଗୁଜରାଟର ସାଫିନ ପ୍ରଥମ ଉଦ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ପାଇଛନ୍ତି। ସାଫିନଙ୍କ […]

  • Sunday, 11 July 2021
bjp
ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ କର୍ମୀ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ସମଗ୍ର ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର। ପ୍ରତିବାଦରେ ଆଜି ନବୀନ ନିବାସରେ ପଶିବାକୁ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ଦିଗରୁ ନବୀନ ନିବାସ ଆଡ଼କୁ ମାଡ଼ି ଆସିବାରୁ ସେମାନଙ୍କୁ ଆୟତ୍ତ କରିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଛି। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ମହିଳା ଆଜି ନବୀନ ନିବାସ […]

  • Sunday, 11 July 2021
34455
ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କଲେ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟମାନେ ଏପରି  ଟମାଟୋ ମାଡ଼ କରିଛନ୍ତି । ଏଥି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କିରଛି ଛାତ୍ର କଂଗ୍ରେସ। ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ […]

  • Sunday, 11 July 2021
jajpur
ମହିଳା ଶିଳ୍ପପତି ହୋଟେଲରେ ଅଟକ, ଉଦ୍ଧାର କରିପାରିନି ପୋଲିସ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ ଅଶାନ୍ତି। ଦଶ ମାସର ଦରମା ଏବଂ ଦୁଇ ବର୍ଷର ଵୋନସ ଦାବିରେ  ଶ୍ରମିକ ଓ କର୍ମଚାରୀ ମହିଳା ଶିଳ୍ପପତି ରୀତା ସିଂଙ୍କୁ ଘେରାଉ କରିବା ସହ ହୋଟେଲ ସାମ୍ନାରେ ଧାରଣାରେ ବସିଛନ୍ତି। ଜଣେ ଶ୍ରମିକ ନିଜ ଦେହରେ କିରାସିନି ଢାଳି ଦେବାରୁ ପୋଲିସ ତାଙ୍କୁ  ଉଦ୍ଧାର କରିଛି। ତେବେ ଏ ପର୍ଯ୍ୟନ୍ତ ମହିଳା ଶିଳ୍ପପତିଙ୍କୁ ଉଦ୍ଧାର କରିପାରିନି ପୋଲିସ। ମଇଥାନ […]

  • Sunday, 11 July 2021
bhabanipatana
ସେକ୍ସ ରାକେଟ୍ ଠାବ: ୫ ଯୁବତୀ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସେକ୍ସ ରାକେଟ ଠାବ । ନାକଟିଗୁଡ଼ା ଛକରେ ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ।  ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗର ବୋଲି କହିଛି ପୋଲିସ। ଅଟକ ଥିବା ଯୁବତୀ ଓ ଗ୍ରାହକଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି।  ତେବେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା […]

  • Sunday, 11 July 2021
choudwar
ବୃଦ୍ଧଙ୍କୁ ହାଣି ଜଙ୍ଗଲରେ ଫିଙ୍ଗିଦେଲେ

ଚୌଦ୍ୱାର: ଅନ୍ଧବିଶ୍ୱାସର କୁପରିଣତି କେତେ ଭୟଙ୍କର ହୋଇପାରେ ! ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ। ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଶବକୁ ଗାଁ ନିକଟ ଜଙ୍ଗଲରେ ପକାଇ ଦେଇଛନ୍ତି।  ମୃତ ବ୍ୟକ୍ତିଙ୍କ ନାଁ ସିଙ୍ଗରା ସଏ । ସେ ଗତକାଲି ରାତିରେ ଧାନକ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା […]

  • Sunday, 11 July 2021
34334
କାର ଭିତରେ ଦେଢ ବର୍ଷର ଝିଅକୁ ଛାଡ଼ି ପଳାଇଲେ ବାପା-ମା’

ଢେଙ୍କାନାଳ: ଢେଙ୍କାନାଳ ଡାକ୍ତରଖାନା ପରିସରରେ ଠିଆ ହୋଇଥିଲା ଧଳା ରଙ୍ଗର କାର୍‌। ଭିତରେ କେହି ନ ଥିଲେ। କିଛି ସମୟ ପରେ ହଠାତ୍‌ ଦେଖା ଗଲା ଭିତରେ ଛୋଟ ଝିଅଟିଏ କାନ୍ଦୁଛି । ବୟସ ଦେଢ ବର୍ଷ ହେବ। ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ ବି ଲୋକେ ଦେଖି ପାରୁଥିଲେ। ଗଦା ହୋଇଗଲେ ଲୋକେ। ଛୁଆଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ। କାରଣ କାରଟି […]

  • Sunday, 11 July 2021
Niroj Mishra
ରାଜ୍ୟରେ ୫ ଜିଲ୍ଲାରେ କମୁନି ସଂକ୍ରମଣ

ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ  ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ ।

OEA_2019__3_-(1)
‘ସେମାନେ ଖାଲି ଓଡ଼ିଶାର ଉତ୍କର୍ଷ ନୁହଁନ୍ତି,  ସାରା ବିଶ୍ୱର ଉତ୍କର୍ଷ’ 

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ।ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ, ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ […]

  • Sunday, 11 July 2021
2112112
ବାହାଘର ଖର୍ଚ୍ଚ ନ ଫେରାଇବାରୁ ମହିଳାଙ୍କୁ ନିର୍ଯାତନା

ରାଉରକେଲା: ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ  ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗତ ମେ’ ମାସରେ ବ୍ରାହ୍ମଣୀତରଙ୍ଗ ଥାନା ମାଣ୍ଡିଆକୁଦର ଜମ୍ବୁ ଓରାମଙ୍କୁ ବିବାହ କରିଥିଲେ । ହେଲେ ସ୍ୱାମୀ ପସନ୍ଦ ନ ହେବାରୁ ୨ […]

  • Sunday, 11 July 2021
sarathi
‘ସାରଥୀଙ୍କ ପାଖରେ କୌଣସି ଦିବ୍ୟଶକ୍ତି ନାହିଁ ’

ଭୁବନେଶ୍ୱର: ସାରଥୀଙ୍କ ପାଖରେ କୌଣସି ଦିବ୍ୟ ଶକ୍ତି ନ ଥିଲା। ସେ କୌଣସି ଐଶ୍ୱରିକ ଶକ୍ତିର ଅଧିକାରୀ ମଧ୍ୟ ନୁହଁନ୍ତି। ଏକଥା ନିଜେ ସ୍ୱୀକାର କରିଛନ୍ତି ସାରଥୀ ବାବା। ତା ପୁଣି ତଦନ୍ତ ଅଧିକାରୀ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ସାମ୍ନାରେ। Sorry to disappoint you but Sarathi was treated with dignity due to any human being. No third degree at all. You can ask […]

  • Sunday, 11 July 2021
1234567
ସୁରଟରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ

ସୁରଟ: ସୁଦୂର ସୁରଟ୍‌ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ।  ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ  ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ […]

  • Sunday, 11 July 2021
lekhashree
ସିଏଜି ରିପୋର୍ଟକୁ ନେଇ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ୱର: ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।  କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଯାହା ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖାଇ ଆତ୍ମସାତ […]

  • Sunday, 11 July 2021
56789-750x430
ରଙ୍ଗଶାଳାକୁ ରକ୍ଷା କରି ପାରିଲେନି ଜିଲ୍ଲାପାଳ

ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ସହ ଜଡ଼ିତ ରଙ୍ଗଶାଳା ରକ୍ଷା ପାଇଁ ପ୍ରଶାସନର ଉଦ୍ୟମକୁ ଲାଗିଛି ଜୋରଦାର ଝଟ୍‌କା। ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନ ଭାଙ୍ଗି ଜନହିତ କାର୍ଯ୍ୟରେ ଲଗାଇବାକୁ ଯାଜପୁର ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଅନୁମତି ଲୋଡ଼ିଥିଲେ । ହେଲେ ଏହାକୁ ଅଗ୍ରାହ୍ୟ କରିଦେବା ସହ ରାଜସ୍ୱ ବିଭାଗ ପରୋକ୍ଷରେ ଜିଲ୍ଲାପାଳଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କୁ ଚିଠି କରି ରାଜସ୍ୱ ବିଭାଗ ସ୍ପଷ୍ଟ କରିଛି ଯେ, ଏଭଳି ଜବରଦଖଲ ସଂପତ୍ତିର କୌଣସି ବିକଳ୍ପ […]

  • Sunday, 11 July 2021
raja swain
ସାବଧାନ ! ଠକୁଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର:ଧନ୍‌ତେରାସ ହେଉ ବା ଦଶହରା, ସୁନା କିଣିବାକୁ ଦୋକାନରେ ଭାରି ଭିଡ଼। ହେଲେ କେବେ ପଚାରିଛନ୍ତି, ଆପଣ କିଣୁଥିବା ଏହି ସୁନା ଖାଣ୍ଟି ତ ! ଯଦି ଜାଣି ନାହାନ୍ତି, ତେବେ ଶୁଣନ୍ତୁ ଏକ ସାଂଘାତିକ ତଥ୍ୟ। ଚଉଦ କ୍ୟାରେଟ ଦେଇ ବାଇଶ କ୍ୟାରେଟର ଦାମ୍ ନେଉଛନ୍ତି ସୁନା ଦୋକାନୀ। ଗୋଟେ କି ଦୁଇଟା ଦୋକାନରେ ନୁହେଁ, ରାଜ୍ୟବ୍ୟାପୀ ଚାଲିଛି ଏପରି ଠକେଇ।  ବଡ ବଡ ଦୋକାନୀ ମଧ୍ୟ ଏପରି ଭାବେ ଠକୁଛନ୍ତି। ଓଜନରେ ଠକୁଛନ୍ତି, ଅପମିଶ୍ରଣ […]

  • Sunday, 11 July 2021
11222
କୁକୁଡା ଚାଷ ପାଇଁ ଆନ୍ଧ୍ରରୁ ଆସିଲେ ଓଡ଼ିଶା

ବାଲେଶ୍ୱର:ଦେଶୀ କୁକୁଡ଼ା, ହେଲେ ରଙ୍ଗ ତାର କଳା। ନାଁ ତାର କଡକନାଥ କୁକୁଡା। କୁହାଯାଏ, ଏହାର ସ୍ୱାଦ ନିଆଁରା। ପୁଣି ହାଇବେଟିସ୍‌ ରୋଗୀଙ୍କ ପାଇଁ ବି ଏହା ବେଶ ଭଲ। ଏମିତି କୁକୁଡ଼ା ମିଳେ ବାଲେଶ୍ୱର ଜିଲ୍ଲାର କିରଣ କୁମାରଙ୍କ ଫାର୍ମରେ। କିରଣ ଜଣେ ଇଞ୍ଜିନିୟର।  ଘର ଆନ୍ଧ୍ରପ୍ରଦେଶର ବିଜୟୱାଡା।  ସମସ୍ତେ ଭାବିଥିଲେ, ପାଠ ପଢି ଚାକିରି କରିବେ। ହେଲେ କିରଣଙ୍କ ରୁଚି ଥିଲା ଚାଷରେ। ତେଣୁ ଚାକିରି ନ କରି ଚାଷ କରିବାକୁ ଇଚ୍ଛା କରିଥିଲେ। […]

  • Sunday, 11 July 2021
12112-a
ସ୍କୁଲ ପରିବେଶରେ ମ୍ୟୁଜିୟମର ଦୃଶ୍ୟ

ନୂଆପଡ଼ା:କାନ୍ଥର ଗୋଟିଏ ପଟରେ ଶୋଭା ପାଉଛି କୋମନା ଗଡର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରାର ନିଖୁର ଛବି। ଅନ୍ୟପଟେ କୋମନାର ଦର୍ଶନୀୟ ସ୍ଥାନ ତୂଳୀରେ ନେଇଛି ଜୀବନ୍ତ ରୂପ। ଚିତ୍ର ବି ଏଠି କହିଦିଏ ଲୋକଙ୍କ ଜୀବନଜୀବିକାର କାହାଣୀ। ଭାବୁଥିବେ ଏହା କୌଣସି ମ୍ୟୁଜିୟମର ଦୃଶ୍ୟ ବୋଧେ ! ହେଲେ ନା, ଏହା ମ୍ୟୁଜିୟମ ନୁହେଁ, ଏକ ସ୍କୁଲର ପରିବେଶ। ଏମିତି ପରିବେଶ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଜିତାମିତ୍ର ଉଚ୍ଚ ବିଦ୍ୟାଳୟରେ। ଏଠି ଥରେ ପିଲାମାନେ […]

  • Sunday, 11 July 2021
sabdhan
ଖବରକାଗଜରେ ବିଜ୍ଞାପନ ଦେଖି ଫସିଗଲେ ବ୍ୟକ୍ତି; ପୁଲିସ୍‌ ବି ଶୁଣିଲାନି

ବଲାଙ୍ଗିର: ବିଜ୍ଞାପନ ଦେଖି, ଋଣ କରିବା ଆଶାରେ ଠକେଇର ଶିକାର ହେଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ମୁରୀବାହାଲ ବ୍ଳକ ଚଲକି ଗାଁରେ। ଗାଁର ନାଦିଆ ବାଗ ନାମକ ବ୍ୟକ୍ତି ଖବର କାଗଜରେ ଟାଟା ମନି ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ଋଣ ପାଇଁ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଋଣ ଦେଉନ ଥିଲେ ମାର୍କସିଟ ଓ ଆଧାର କାର୍ଡ ଦେଇ, ୪ ଶତକଡ଼ା ସୁଧ ଏବଂ ୩୫ ଶତକଡ଼ା ଛାଡ଼ରେ ପ୍ରାୟ ୨୫ ଲକ୍ଷ […]

  • Sunday, 11 July 2021