• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

facebook
ଆମ ଗାଁ ବୁଡ଼ିଯିବ ଏଥର ଆଉଛାଡ଼ିବୁନି; ପୋଲାଭରମ ଆନ୍ଦୋଳନ

ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଅଚଂଳର ଶତାଧିକ ଲୋକଙ୍କ ସହ ଜନପ୍ରତିନିଧି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ପୋଲାଭରମ ପ୍ରକଳ୍ପ ହେଲେ ଏହି ୪ ରାଜ୍ୟର ଅନେକ […]

  • Sunday, 11 July 2021
11111
କାନ୍ଦିବିନି ବୋଲି ‘ଆଖି ଦେଲୁନି... କି.... ଲୁହ ଦେଲୁନି’

ଭୁବନେଶ୍ୱର: ଆଖିର ଜନ୍ମ କାନ୍ଦିବା ପାଇଁ। ହେଲେ କାନ୍ଦିବେନି ବୋଲି ତାଙ୍କୁ ଭଗବାନ ନା ଦେଲେ ଆଖି….ନା ଦେଲେ ଲୁହ….ତାଙ୍କ ଦରଦୀ କଣ୍ଠରୁ ଅଭିମାନ ଭରା ଏଇ ଗୀତ ପଦଟିଏ ଶୁଣିଲେ ପଥରରୁ ବି ନିଗିଡି ପଡିବ ପାଣି। କିନ୍ତୁ ଭଗବାନ ତରଳିଲେନି….। ଦୁନିଆକୁ ଦେଖିବାର ଭାଗ୍ୟ ତାଙ୍କଠାରୁ ଛଡ଼ାଇ ନେଲେ। ହେଲେ ସେ କିନ୍ତୁ ହାରି ଯାଇ ନାହାନ୍ତି । ଭଗବାନଙ୍କ ଉପରେ ଅଭିମାନ କରିନାହାନ୍ତି।  ସେ ଦୁନିଆ ନ ଦେଖିଲେ କ’ଣ ହେଲା ? […]

  • Sunday, 11 July 2021
123
ଆଇସିଟି ସଂଯୋଜକଙ୍କୁ ପିଟିଲା ପୋଲିସ୍

ଭୁବନେଶ୍ୱର: ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୋଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ । ସଂଯୋଜକଙ୍କୁ ଆଇଆଇସି ଗୋଇଠା ମାରିବାର ଦୃଶ୍ୟ ଏବେ ସିସିିଟିଭିରେ କଏଦ ହୋଇଛି । ସେତିକି ନୁହେଁ, ଆନ୍ଦୋଳନରତ ୨୨ ଜଣଙ୍କୁ ଖାରବେଳନଗର ଥାନା ପୋଲିସ ଅଟକ […]

  • Sunday, 11 July 2021
rkl-1
‘ଚାକିରି ପଛରେ ଦୌଡନି, ନିଜ ଆଇଡିଆ ନେଇ ଆଗକୁ ଚାଲ’

ରାଉରକେଲା: ଭାରତ ଏବେ ଟେକ୍ନୋଲଜି ଦିଗରେ ଆଗେଇ ଚାଲିଛି ।  ବିଶ୍ୱର ଆଇଟି ହବ୍ ହେବାକୁ ଯାଉଛି।  ପାଠ ପଢାରେ ଆମର ଛାତ୍ରଛାତ୍ରୀ ବହୁତ ଆଗରେ। ଏବେ ପାଠ ପଢ଼ା ବହି ଛାଡି ନିଜେ ଷ୍ଟାଟ୍ ଅଫ୍ ତିଆରି କରନ୍ତୁ। ସେମାନେ ଚାକିରି ପଛରେ ନ ଧାଇଁ ନିଜ ଆଇଡିଆ, ଯୋଶକୁ ନେଇ ଆଗକୁ ବଢନ୍ତୁ।  ଆଗାମୀ ଦିନରେ ଦେଶ ଆଇଟି କ୍ଷେତ୍ରରେ ଏକ ପ୍ରଡକ୍ଟିଭିଟି ଦେଶ ଭାବେ ପରିଚିତ ହେବାକୁ ଯାଉଛି। ନିଜର ପ୍ଲାଟଫର୍ମ ନିଜେ […]

  • Sunday, 11 July 2021
murder
ଝିଅର ପ୍ରଥମାଷ୍ଟମୀ କରିବାକୁ ଯାଇଥିଲେ, ଶ୍ୱଶୁର ଘରେ ହାଣିଦେଲେ

ଭଞ୍ଜନଗର: ରାଗରେ ମଣିଷ କ’ଣ କରେ ଜାଣିପାରେନି। ସେ ବି ବୁଝିପାରିଲେନି ଯେ ରାଗରେ ପୋଛି ଦେଉଛନ୍ତି ନିଜ ମଥାର ସିନ୍ଦୂର । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଗତକାଲି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ୱାମୀସ୍ତ୍ରୀ ମଧ୍ୟରେ ବିବାଦ ଲାଗିଲା। ଆଉ ଏହି ବିବାଦକୁ ନେଇ ପତ୍ନୀ ଏତେ ଉତ୍ତ୍ୟକ୍ତ ହୋଇଗଲେ ଯେ, ନିଜ ଭାଇ ସହ ମିଶି ସ୍ୱାମୀକୁ ନୃଶଂସ ଭାବେ ହାଣି ହତ୍ୟା କରିଦେଲେ ମୃତକ ହେଲେ […]

  • Sunday, 11 July 2021
nandita das
ମାଲ୍‌ ନ୍ୟୁଟ୍ରିସନ ଶିଶୁଙ୍କ ପାଇଁ ଚିନ୍ତା ବ୍ୟକ୍ତ କଲେ ଓଡ଼ିଆ ଅଭିନେତ୍ରୀ ନନ୍ଦିତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ଆଇନା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି କଲ୍ଲୋଳ ଆଓ୍ୱାଡର୍ସ-୨୦୧୯।ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ଏହି ଆୱାର୍ଡ ୟୁନିସେଫ୍‌ର  ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ନନ୍ଦିତା ଦାସ, ଅରବିନ୍ଦ ନିଲସନ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବାରିପଦାର ଝିଅ […]

  • Sunday, 11 July 2021
naxal-1
ମାଓ କମାଣ୍ଡରରୁ ହେଲେ ସାତଜନ୍ମର ସାଥୀ

ଅନୁଗୋଳ: ଲାଲଗଡ଼ରେ ପ୍ରେମ, ଆଉ ତା’ ପରେ ଆତ୍ମସମର୍ପଣ । ଶେଷରେ ବାହାଘର। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟଙ୍କ ଜୀବନ କାହାଣୀ। ଉଭୟ ମୁଖ ସ୍ରୋତରେ ସାମିଲ ପରେ ସାତ ଜନ୍ମର ସାଥୀ ହୋଇଛନ୍ତି । ଅନୁଗୁଳ ମଝିପଡ଼ାରେ ଥିବା ଶିବ ମନ୍ଦିରରେ ବୈଦିକ ରୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଆତ୍ମ ସମର୍ପଣ କରିଥିବା ଏଇ ଦମ୍ପତ୍ତି ହେଲେ ଛୋଟୁ ଓ ଜଲି। ଝାଡଖଣ୍ଡର ଛୋଟୁ  ଗଞ୍ଜୁ। ପିଲାବେଳୁ ମାଓ ସଂଗଠନରେ […]

  • Sunday, 11 July 2021
speaker-1
‘ସ୍ମିତାରାଣୀଙ୍କ ବାପା ଏବଂ ଶ୍ୱଶୁରଙ୍କ ଦସ୍ତଖତ ଜବରଦସ୍ତ ନିଆଯାଇଛି’

ଭୁବନେଶ୍ୱର: ଯାଜପୁର ବ୍ଲକ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ମିତାରାଣୀଙ୍କ ବାପା ଏବଂ ଶ୍ୱଶୁରଙ୍କ ଦସ୍ତଖତ ଏକ କାଗଜରେ ଜୋର ଜବରଦସ୍ତ ନିଆଯାଇଛି ଯାହାକୁ FIR ଭାବେ ଗ୍ରହଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଗୃହର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ମିତରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ।  ସେ କହିଥିଲେ ଯେ,  ସ୍ମିତାଙ୍କ ସ୍ୱାମୀ ଦେଇଥିବା […]

  • Sunday, 11 July 2021
12243
ମହମହ ବାସିଲା ହଳଦିପତ୍ର ପିଠା

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲାର ବାଲିଆ ଅଞ୍ଚଳରେ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି ପ୍ରଥମାଷ୍ଟମୀ। ଏହି ଅବସରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନେ ନୂଆ ପୋଷାକ ପିନ୍ଧିଛନ୍ତି।  ହଦଳିପତ୍ରରେ ତିଆରି ଇଣ୍ତୁରୀ ପିଠା ମହମହ ବାସୁଛି।  ଷଠୀ ଦେବୀଙ୍କୁ ପୂଜା କରି ପିଠା ଖାଇ ଖୁବ୍‌ ଖୁସି ମନାଉଛନ୍ତି ଘରର ପ୍ରଥମ ସନ୍ତାନମାନେ। ମାର୍ଗଶୀର ମାସ କୃଷ୍ଣପକ୍ଷ ପ୍ରଥମ ଅଷ୍ଟମୀରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ପର୍ବ ଘରର ପ୍ରଥମ ସନ୍ତାନମାନଙ୍କ ପାଇଁ ସମର୍ପିତ। ବାପା-ମା’ ହେବାର ପ୍ରଥମ ଅନୁଭୂତି […]

  • Sunday, 11 July 2021
narasingha mishra
ମନ୍ତ୍ରୀ କହିଲେ- ସାରୁ ଭିତରେ ମାରୁ ଥିଲେ ନିଶ୍ଚିତ ଧରିବୁ

ଭୁବନେଶ୍ୱର: ରାଜ୍ୟରେ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଠକି ଚାଲିଛନ୍ତି । ମାପ ଏବଂ ଓଜନରେ ବ୍ୟାପକ ଠକେଇ ହେଉଛି।ଗୃହରେ ଏଭଳି ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ୨୦୧୮-୧୯ରେ ୩୧ ଏବଂ ଏ ବର୍ଷ ୧୧ଟି ସୁନା ଦୋକାନରେ ରେଡ୍ ହୋଇଛି। ସାରୁ ଭିତରେ ମାରୁ ଥିଲେ ନିଶ୍ଚିତ ଧରିବୁ ବୋଲି କହିଛନ୍ତି […]

  • Sunday, 11 July 2021
Arun-Sahu-Assembly
କୃଷି ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍। ଏହି ନୋଟିସ୍ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଭୁଲ୍ ତଥ୍ୟ ଦେଇଥିବାରୁ ସେ କୃଷି ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ୍ । ଜିଲ୍ଲା କୃଷି ଅଧିକାରୀଙ୍କ ତଥ୍ୟ ସହିତ ମନ୍ତ୍ରୀଙ୍କ ଉତ୍ତରର ତାଳମେଳ ନାହିଁ ବୋଲି ମୋକିମ ଅଭିଯୋଗ କରିଛନ୍ତି। ସୂଚନାଥାଉ କି, କୃଷିମନ୍ତ୍ରୀ ଅରୁଣ ସାହୁ ଗୃହରେ ଉତ୍ତର ଦେଇଥିଲେ ଯେ, […]

  • Sunday, 11 July 2021
kamal hassan-3
କମଲ ହାସନଙ୍କୁ ଡକ୍ଟରେଟ ସମ୍ମାନ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା କମଲ ହାସନଙ୍କୁ ଆଜି ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି।  ସେଞ୍ଚୁୁରିୟନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରିଥିଲେ।   ଏହି ଅବସରରେ କମଳ ହାସନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏମ୍‌ଏନ୍‌ଏମ୍‌ ପ୍ରତିଷ୍ଠାତା ତଥା ଭେଟ୍‌ରାନ୍‌ ଅଭିନେତା କମଲ ହାସନ ଓଡ଼ିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ଅବସରରେ ସେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । […]

  • Sunday, 11 July 2021
sarasarma
ଏସ୍‌ପିଙ୍କ ଫିଟ୍‌ନେସ୍ ମନ୍ତ୍ରରେ ନାଚିଲା ସହର

ପାରଳାଖେମୁଣ୍ଡି: ଗଜପତି ଏସ୍‌ପି ସାରା ଶର୍ମା ଦେଲେ ଫିଟ୍‌ନେସ ମନ୍ତ୍ର। ଏରୋବିକ୍‌ର ଧୁନ୍‌ରେ ଲୋକଙ୍କୁ ନଚାଇଲେ, ସୁସ୍ଥ ରହିବାର ମନ୍ତ୍ର ଦେଲେ। ଆଜି ସକାଳୁ ପାରଳାଖେମୁଣ୍ଡି ଷ୍ଟାଡିୟମ୍‌ରେ ଗଜପତି ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ଫିଟ୍‌ନେସ ଶିବିର। ଏହି ଶିବିରରେ ଗଜପତି ପୋଲିସ୍ ସହ ବହୁ ପୋଲିସ୍ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ।  ଆରୋବିକ ଧୁନ୍‌ରେ ଶିକ୍ଷା ଦେଇଥିଲେ ଏସ୍‌ପି ସାରା ଶର୍ମା। ଏସ୍‌ପିଙ୍କ ସହ ତାଳ ଦେଇ ଉପସ୍ଥିତ ଲୋକ ଓ ପୋଲିସ […]

  • Sunday, 11 July 2021
tathagata satapati-1
ତଥାଗତଙ୍କ ଗଞ୍ଜେଇ ଥିଓରୀ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଗଞ୍ଜେଇ ଥିଓରୀ। ଗଞ୍ଜେଇରେ ଭରିରହିଛି ଏକାଧିକ ଔଷଧୀୟ ଗୁଣ। ଏହା ବହୁ ରୋଗର ଉପଶମ କରିଥାଏ। ଏପରି କହି ଗଞ୍ଜେଇ ଚାଷ ସପକ୍ଷରେ ଯୁକ୍ତି ବାଢ଼ିବା ସହ ତଥାଗତ ଗଞ୍ଜେଇ ଚାଷକୁ ମନା କରିବା ସରକାରଙ୍କ ଦୂରଦୃଷ୍ଟିହୀନତା ବୋଲି ଆକ୍ଷେପ କରିଛନ୍ତି । ରାଜ୍ୟ ସରକାର ଦୂରଦୃଷ୍ଟିହୀନ ହୋଇଥିବାରୁ ଗଞ୍ଜଇ ଚାଷକୁ ଖାରଜ କରିଛନ୍ତି ।  ଗଞ୍ଜେଇ ଚାଷକୁ ଆଇନଗତ ସ୍ୱୀକୃତି ନ ମିଳିଲେ ବି ଏହାକୁ ଅପରାଧ ମୁକ୍ତ […]

  • Sunday, 11 July 2021
congress
‘କୃଷି ମନ୍ତ୍ରୀ ଗୃହକୁ ଭୁଲ୍‌ ତଥ୍ୟ ଦେଇଛନ୍ତି’

ଭୁବନେଶ୍ୱର: କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରାକରଙ୍କୁ ଏଭଳି ଟାର୍ଗେଟ କରିଛି କଂଗ୍ରେସ । ଗତ ସେପ୍ଟେମ୍ବର ମାସରେ କୃଷି ମନ୍ତ୍ରୀ ଦେଇଥିବା ତଥ୍ୟରେ କୌଣସି ତାଳମେଳ ରହୁନଥିବା କଂଗ୍ରେସ ଅଭିଯୋଗ କରିଛି । ସରକାରଙ୍କ ତଦନ୍ତ ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୫, ୯୬୫ ଜଣଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। […]

  • Sunday, 11 July 2021
24252768
ସେବାୟତ ଦାବି କଲେ-‘ରତ୍ନ ଭଣ୍ଡାର ଖୋଲାଯାଉ’

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ। ରତ୍ନ ଭଣ୍ଡାରରେ କେତେ ସୁନା ରହିଛି ତାର ମେଳକ କରାଯାଉ । ଏପରି ଦାବି କରିଛନ୍ତି ସେବାୟତ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ଆସନ୍ତା ଜାନୁଆରୀ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ସେବାୟତ ଏପରି ଦାବି କରିଛନ୍ତି । ହେଲେ ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ, ସେ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଆଯିବ ବୋଲି ସୂଚନା ଦେଇଛନ୍ତି […]

  • Sunday, 11 July 2021
WhatsApp Image
ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକ ଆଉ ନାହାନ୍ତି

ଖୋର୍ଦ୍ଧା:ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଥିଏଟର ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବାରିକଙ୍କର ଆଜି ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।   ପ୍ରେମାନନ୍ଦ ତାଙ୍କ ଶ୍ୱଶୁର ଘର ନିରାକାର ପୁର ଯାଇଥିଲେ। ଆଜି ସକାଳେ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ବାଟରେ ତାପଙ୍ଗ ଷ୍ଟଶନ ନିକଟ ନରଣଗଡ଼ ନିକଟରେ  ସେ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ଆସନ୍ତାକାଲି ପରିବାରଲୋକଙ୍କୁ ହସ୍ତାନ୍ତର […]

  • Sunday, 11 July 2021
12345545543
କୁନି ହାତରେ ଆଙ୍କିଲେ ନିଖୁଣ ଚିତ୍ର

କଟକ: ଦୃଢ ଇଚ୍ଛାଶକ୍ତି ଥିଲେ ପ୍ରତିବନ୍ଧକ ବାଧା ହେବନି । ଅର୍ଥର ଅଭାବ ହେଉ ବା ସୁବିଧା ସୁଯୋଗର, ପ୍ରତିଭାର ବିକାଶ ନିଶ୍ଚୟ ହେବ। ଏହି କଥାକୁ ପ୍ରମାଣ କରିପାରିଛନ୍ତି କୁନି ଝିଅଟିଏ। ନାଁ ତାଙ୍କର ସାରା କର୍ମକାର। ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଯାଉଛନ୍ତି, ତଥାପି ତାଙ୍କର ଇଚ୍ଛାଶକ୍ତି ଓ ନିଷ୍ଠା ପାଇଁ ତାଙ୍କର ପ୍ରତିଭା ଆଜି ପ୍ରସ୍ପୁଟିତ ହେଉଛି। ପାଠ ପଢାଠାରୁ ଆରମ୍ଭ କରି ଚିତ୍ରାଙ୍କନ ସବୁଥିରେ ହୋଇ ପାରିଛନ୍ତି ସାନା ପ୍ରଥମ । […]

  • Sunday, 11 July 2021
123456
ଚେହେରା ପାଇଁ ଉଜୁଡ଼ିଗଲା ଘରସଂସାର; ଇଚ୍ଛାମୃତ୍ୟୁ ଲୋଡିଲେ ଶିବଶଙ୍କର

ପାରଳାଖେମୁଣ୍ଡି: ଦିନେ ଥିଲା ତାଙ୍କର ସୁନ୍ଦର ଚେହେରା, ସୁନ୍ଦର ସଂସାର। ହେଲେ ଆଜି ସବୁ ସାତ ପର। ସାତ ସ୍ୱପ୍ନ। ସତ କେବଳ ମୃତ୍ୟୁ ଶଯ୍ୟାରେ ପଡି ମୃତ୍ୟୁ ସହ ସଂଗ୍ରାମ। ଆଉ ଏଇ ସଂଗ୍ରାମର ଥକିଯାଇ ଶେଷରେ ଇଚ୍ଛା ମୃତ୍ୟୁ ଖୋଜୁଛନ୍ତି । ଏ ହେଉଛି ଶିବଶଙ୍କରଙ୍କ ଜୀବନ ଯନ୍ତ୍ରଣାର କାହାଣୀ। ଦିନଥିଲା ପାରଳାଖେମୁଣ୍ଡି ବସ୍‌ଷ୍ଟାଣ୍ଡର ଏକ ହୋଟେଲ୍‌ରେ ରୋଷେୟା କାର୍ଯ୍ୟ କରୁଥିଲେ ଶିବଶଙ୍କର ମିଶ୍ର। ପାଖରେ ଥିଲେ ସ୍ତ୍ରୀ, ୫ ବର୍ଷର ଝିଅ- ଏକ […]

  • Sunday, 11 July 2021
1212
ନକଲି ଡାକ୍ତରଙ୍କ ମିନି ଡାକ୍ତରଖାନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ନକଲି ଡାକ୍ତର ଭିଡ଼। ରୋଗୀଙ୍କ ଭାଗ୍ୟ ବନ୍ଧା ପଡ଼ିଛି ଏହି ନକଲି ଡାକ୍ତରଙ୍କ ହାତରେ । କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ନକଲି ଡାକ୍ତର ଧରାପଡ଼ି ଜେଲ ଯାଇଥିଲେ। ଏବେ ଆଉ ଜଣେ ସେମିତି ନକଲି ଡାକ୍ତରଙ୍କ କଥା ସାମ୍ନାକୁ ଆସିଛି।  ୫ ବର୍ଷ ହେଲାଣି କ୍ଲିନିକ କରି ସେ ଲୋକଙ୍କୁ ଡାକ୍ତରୀ ଚିକିତ୍ସା କରୁଛନ୍ତି । ହେଲେ ଏହି ନକଲି ଡାକ୍ତରଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପାଖରେ […]

  • Sunday, 11 July 2021
mm
ମୃତ୍ୟୁଜାଲରେ ମାଙ୍କଡ଼ ପଲ; କିଏ ଦେବ ମୁକ୍ତି !

ଝାରସୁଗୁଡ଼ା(ଭାଗୀରଥି ସାହୁ): ଉପରେ ବିଦ୍ୟୁତ ତାର, ତଳେ ଈବ ନଦୀର ପାଣି। ଦୁଇ ପଟେ ମୃତ୍ୟୁର ଜାଲ । ତା ମଧ୍ୟରେ ମୃତ୍ୟୁ ସହ ମୁହାଁମୁହିଁ ହୋଇଛନ୍ତି ମାଙ୍କଡ଼ପଲ । ବଞ୍ଚିବା ପାଇଁ ଚଲାଇଛନ୍ତି ସଂଘର୍ଷ। ଏଇ ସଂଘର୍ଷ ଭିତରେ  ଦିନେ କି ଦୁଇ ଦିନ ନୁହେଁ, ବିତିଗଲାଣି  ଦୀର୍ଘ ୩ ମାସ ।  ଏହା ଭିତରେ ନିଜର ୫ଜଣ ସାଥୀଙ୍କୁ ହରାଇ ସାରିଲେଣି। ତଥାପି ତାଙ୍କ ନୀରିହ ଆଖିରେ ଜୀଇଁବାର ଆଶା ଟିକକ ମରିନି। ଯାହାକୁ […]

  • Sunday, 11 July 2021
1b1
ଭୂତ ଛଡାଇବା ନାଁରେ ନିସ୍ତୁକ ପିଟିଲେ, ଚପଲ ଖୁଆଇଲେ

ଜଳେଶ୍ୱର:ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ନିର୍ଘାତ ମାଡ଼ ମାରିଛି ଗୁଣିଆ । ସେତିକି ନୁହେଁ, ଚପଲ ଖୁଆଇବାକୁ ବି ଉଦ୍ୟମ କରିଛି । ଏଣେ ପିଲାଟି ମାଡ଼ ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଥାନା ରାଣୀଗୁଡ଼ା ଗାଁରେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମହାଦେବ ଗାଁର ୭/୮ ବର୍ଷର ଏହି ବାଳକର ଦେହ ନିୟମିତ ଭାବେ ଅସୁସ୍ଥ ହେଉଥିଲା। […]

  • Sunday, 11 July 2021
1222
ଜେଲ୍‌ ଭିତରେ ଥାଇ ବି ଚୋରି କରିପାରେ ଅଭିଯୁକ୍ତ !

ମୟୂରଭଞ୍ଜ:ଜେଲ ଭିତରେ ଅପରାଧୀ, ହେଲେ ବାହାରେ କରୁଛି ଚୋରି  ! କେମିତି ସମ୍ଭବ ? ହଁ, ପୋଲିସ ଫାଇଲ୍‌ରେ ଏ ସବୁ ସମ୍ଭବ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଆସିଛି ଏମିତି ଅଭିଯୋଗ। ଯୁବକ ଜଣକ ଏକ ଅପରାଧିକ ମାମଲାରେ ସଂପୃକ୍ତ ହୋଇ ୨୦ ଦିନ ଜେଲରେ ରହିଲେ। ହେଲେ ସେହି ୨୦ଦିନ ମଧ୍ୟରେ ଅନ୍ୟ ଗୋଟିଏ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ସେ ହୋଇଗଲେ ଅଭିଯୁକ୍ତ । ଉଦଳା ପୋଲିସ ଏ […]

  • Sunday, 11 July 2021
123
ଶପଥ ନେଲେ ବିଧାୟିକା ରୀତା ସାହୁ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାୟିକା ରୀତା ସାହୁ । ବାଚସ୍ପତିଙ୍କ ଚାମ୍ବରରେ ସେ ଶପଥ ନେଇଛନ୍ତି ।ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ । ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ଠିଆ ହୋଇ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ସେ ବିଜେପୁର ଆସନ ଛାଡି ଦେଇଥିଲେ। […]

  • Sunday, 11 July 2021
odia_pua_boita_bandan_India_Gate__1_
ଦିଲ୍ଲୀରେ ବୋଇତ ବନ୍ଦାଇଲେ ସାଧବ ବୋହୂ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୀତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ […]

  • Sunday, 11 July 2021