• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

boat
ଜଳପଥରେ ଚେନ୍ନାଇରୁ ଚିକିଟି ଆସିଲେ ୩୯, ଅଧାବାଟରୁ ମତ୍ସ୍ୟଜୀବୀ ଗାଏବ!

ବ୍ରହ୍ଣପୁର: ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ ଆନ୍ଧ୍ର ପ୍ରଦେଶ ଏବଂ ସୋନପୁର ଅଞ୍ଚଳରେ ଓହ୍ଲାଇଥିବା ସୂଚନା ମିଳିଛି। ପୂର୍ବରୁ ଲକଡାଉନ୍ ଭାଙ୍ଗି ଚେନ୍ନାଇରୁ ଗଞ୍ଜାମ ଆସିଥିଲେ ବହୁ ମତ୍ସ୍ୟଜୀବୀ। ସମୁଦ୍ର ପଥରେ ମତ୍ସ୍ୟଜୀବୀ ଏବଂ […]

  • Wednesday, 14 July 2021
virys
ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଦିନକରେ ହେଲେଣି ୮ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ନେଇ ଟ୍ୱିଟ୍‌ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେ ୩୪ ବର୍ଷିୟ ଯୁବକ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ଛୁଇଁଲା। ତାଙ୍କର ବେଙ୍ଗଲ ଲିଙ୍କ୍ ଥିବା ଜଣାପଡ଼ିଛି। ଆଜି ସକାଳେ ୫, ଅପରାହ୍ଣରେ ୨ ପରେ ଏବେ ଜଣଙ୍କୁ ମିଶାଇ ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହେଲେଣି। 4th Health Update, 27th April […]

  • Wednesday, 14 July 2021
migrans
ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଆଣିବା ପାଇଁ ଓଡ଼ିଶାରେ ନାହିଁ ଯଥେଷ୍ଟ ବସ୍‌

ଭୁବନେଶ୍ୱର: ରାଜ୍ୟକୁ କେମିତି ଫେରିବେ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ। ଏନେଇ ଚିନ୍ତାରେ ରାଜ୍ୟ ସରକାର।  ପାଖରେ ମାତ୍ର ୧୪ରୁ ୧୫ ହଜାର ବସ୍ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଅଣାଯିବ ସେନେଇ ପରିବହନ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ବିକଳ୍ପ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା ଚାଲିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଲକଡାଉନ୍ ଚାଲିଥିବା ବେଳେ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷ ଲକ୍ଷ ଶ୍ରମିକ। ଟ୍ରେନ୍ ଓ ବିମାନ ସେବା […]

  • Wednesday, 14 July 2021
bmc
ଭୁବନେଶ୍ୱରକୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଆଗନ୍ତୁକଙ୍କ ତଥ୍ୟ ଦିଅ। ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍। ରାଜଧାନୀ ଭୁବନେଶ୍ୱରେ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଗାଇଡଲାଇଡ ଜାରି କରିଛି ବିଏମସି। ଏଥିଲାଗି ଭୁବନେଶ୍ୱରରେ ଘରକୁ ଘର ବୁଲି ଚାଲିଛି ସର୍ଭେ। ବାହାର ରାଜ୍ୟରେ ଥିବା ବ୍ୟକ୍ତି ଯଦି ଘରକୁ ଫେରିବାକୁ ଚାହୁଁଥିବେ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ପ୍ରଦାନ କରିବେ ପରିବାର ଲୋକେ। ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆଧାର ନମ୍ବର ଏବଂ ମୋବାଇଲ […]

  • Wednesday, 14 July 2021
modi
ମୋଦିଙ୍କ ଆଗରେ ୩ଟି ଦାବି ରଖିଲେ ନବୀନ

କରୋନା ମୁକାବିଲା ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂରେ ଆଲୋଚନାବେଳେ ମୁଖ୍ୟତଃ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡ଼ିକ ହେଲା ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କର ସେଠାରେ ଉଚିତ୍ ଯତ୍ନ ନିଆଯାଉ। ତାସହ  ଫସିଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ଓ ରୋଗୀଙ୍କ ସହ କର୍ମଜୀବୀଙ୍କ ଫେରିବା ଲାଗି ଜାତୀୟସ୍ତରରେ SOP କରିବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ନମୁନା ପରୀକ୍ଷଣ ବ୍ୟବସ୍ଥା ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି […]

  • Wednesday, 14 July 2021
cov
ଆଉ ୨ କରୋନା ପଜିଟିଭ ଚିହ୍ନଟ, ସ୍ୱାସ୍ଥ୍ୟକର୍ମୀ ବି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି। 2nd Health Update, 27th April 02 New Positive cases. […]

  • Wednesday, 14 July 2021
cor
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

  • Wednesday, 14 July 2021
challange
୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବା ଯଥେଷ୍ଟ କି? ସରକାର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ କହୁଛି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୫୦ ପ୍ରତିଶତଙ୍କ ଠାରେ କୋଭିଡ୍  ଭୂତାଣୁ ଠାବ ହୋଇଛି। ଯାହା କରୋନା ମୁକାବିଲାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାମ ଦେଉନି କି ୧୪ ଦିନ କ୍ୱାରେଣ୍ଟିନ୍ ନିୟମ କାରଣ। ସେପଟେ ଲକଡାଉନ୍ ପରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ସରକାର ତାମିଲନାଡୁ ଭଳି ୨୮ ଦିନିଆ କ୍ୱାରେଣ୍ଟାଇନ୍ ମଡେଲ୍ ଆପଣାଇବେ କି ବୋଲି […]

  • Wednesday, 14 July 2021
odishja
କରୋନା ମୁକାବିଲା ପାଇଁ ୨୨ଜଣ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।  ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଲା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଛି। କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱରେ ଜି ମାଥିଭତନାନ ଓ କ୍ରିଷନ କୁମାର […]

  • Wednesday, 14 July 2021
iiiass
କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ ମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ନୂଆ ଦାୟିତ୍ୱ। ରାଜ୍ୟରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ କୃଷି ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ଦୂରତ୍ୱ ଗାଇଡଲାଇନ୍ସ ପ୍ରଣୟନ ପାଇଁ ପ୍ରଦୀପ୍ତ ମହାପାତ୍ର ଓ ବାହାର ରାଜ୍ୟରେ ଫସିଥିବା […]

  • Wednesday, 14 July 2021
acid
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ

ରାୟଗଡ଼ା: କ୍ୱାରେଣ୍ଟାଇନ୍‌ ସେଣ୍ଟରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ, ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ୱାରେଣ୍ଟଟିନ ସେଣ୍ଟରରେ ପରସ୍ପର ଉପରକୁ ଏସିଡ୍ ଫିଙ୍ଗିଲେ ଦୁଇ ଅନ୍ତେବାସୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟିନ ସେଣ୍ଟରରେ। ଗହଣା ବ୍ୟବସାୟ କରୁଥିବା ବିହାରର ଏଇ ଦୁଇ ବ୍ୟବସାୟୀ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ। ପରେ ସୁନା ସଫା ପାଇଁ ବ୍ୟବହାର ହେଉଥିବା ଏସିଡରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି […]

  • Wednesday, 14 July 2021
history
୯୫ରୁ ୧୦୨ ଯାଏଁ ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ୬ଜଣ ଅଛନ୍ତି ବେଙ୍ଗଲ ଫେରନ୍ତା

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। କେସ୍ ନଂ ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି। ସେଥିରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା। କେବଳ ପଶ୍ଚିମବଙ୍ଗରୁ ଫେରିଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ସେମାନେ ପଜିଟିଭ ଜଣାପଡ଼ିଥିଲେ। ୯୫, ୯୬, ୯୭ […]

  • Wednesday, 14 July 2021
jajpur
ଯାଜପୁରର ୫ଟି ବ୍ଲକ ସଂପୂର୍ଣ୍ଣ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: କରୋନା ଭୂତାଣୁର ପ୍ରାଦୁର୍ଭାବକୁ ଦେଖି ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ ସମେତ ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଏବଂ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ଆସନ୍ତାକାଲି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖିବା ସହ ସଟଡାଉନ୍ ଭଳି […]

  • Wednesday, 14 July 2021
fanal
ଲକଡାଉନରୁ ଗଲା ଟେନସନ୍, ଦର୍ଶକଙ୍କ ପାଇଁ ତରଙ୍ଗ ଆଣିଲା 'ସ୍ମାଇଲ୍ ପ୍ଲିଜ୍'

ଭୁବନେଶ୍ୱର: ଲକଡାଉନ ସମୟରେ ଘରେ ଥିବା ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ତରଙ୍ଗ ଟିଭିର ନିଆରା ପ୍ରୟାସ ସ୍ମାଇଲ୍ ପ୍ଲିଜ୍। ପ୍ରଥମ ଥର ପାଇଁ ଅଭିନେତା ସବ୍ୟସାଚୀଙ୍କୁ ଏଥିରେ ଉପସ୍ଥାପନା କରୁଥିବାର ଦେଖିବାକୁ ମିଳିଛି। ଏହାସହିତ କମେଡି କିଙ୍ଗ୍ ପପୁ ପମ୍ ପମଙ୍କ ମଜାଦାର କମେଡି ସହ ୧୩ରୁ ଅଧିକ ସିନେମା ଓ ସିରିଏଲ୍ ଷ୍ଟାର୍ ବି ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ। ପ୍ରତି ଏପିସୋଡରେ ଷ୍ଟାରମାନଙ୍କୁ ଦିଆଯାଉଛି ଭିନ୍ନ ଭିନ୍ନ ଟାସ୍କ। ଯେପରିକି ଯାତ୍ରା ଡାଇଲଗ୍ […]

  • Wednesday, 14 July 2021
mada-final
ଲୋକଙ୍କୁ ମାଡ଼ ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ଗଞ୍ଜାମ: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପୋଲିସ୍‌ର କାର୍ଯ୍ୟାନୁଷ୍ଠାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଆମେ ଦେଖିବାକୁ ପାଇଥିଲେ। କିନ୍ତୁ ପୋଲିସ୍‌ଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭାରି ପଡ଼ିଛି। ଲକଡାଉନ୍ ବେଳେ ବାଇକ୍ ଚାଳକଙ୍କୁ ମାଡ଼ ମାରି ପୋଲିସ ଅଧିକାରୀ ସସପେଣ୍ଡ ହୋଇଛନ୍ତି। ଗଂଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ସୀମାଂଚଳ ଜେନାଙ୍କୁ ସସପେଣ୍ଡ କରିଛନ୍ତି ଗଂଜାମ ଏସପି ବ୍ରିଜେଶ ରାୟ। ଲକ୍‌ଡାଉନ୍‌ […]

  • Wednesday, 14 July 2021
shantiraj-khosla
ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ମେ’ ୨୨ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କଟକ: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ନେଇ ଶାନ୍ତିରାଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୨୨ରେ ସେ […]

  • Wednesday, 14 July 2021
tornado
ବାତ୍ୟା ବେଳେ ମାଡ଼ି ଆସିଲା ଖଣ୍ଡିଆଭୂତ, ଭୟଭୀତ ଲୋକେ

କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୟାସ୍‌ର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଗାଁ ସବୁ ଜଳମଗ୍ନ ହୋଇଛି ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି। କେନ୍ଦୁଝର ଏବଂ ବାଲେଶ୍ୱରରେ ଗଛ ପଡ଼ି ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ […]

woman
ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା

ଭୁବନେଶ୍ୱର: ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା। କରୋନା ଲକଡାଉନରେ ସବୁ ଆଡ଼େ କାମ ବନ୍ଦ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ଅର୍ବାନ୍ ୱେଜ ଏମ୍ଲୋୟମେଣ୍ଟ ଇନିସିଏଟିଭ୍ ଆରମ୍ଭ କରିବାକୁ ଘୋଷଣା ହୋଇଛି। ଏହାପରେ ଗତ ୨୦ ତାରିଖରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାନ୍ଥ ଗୁଡ଼ିକୁ ସୁନ୍ଦର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ବିଏମସି ସମ୍ମୁଖ ଟାଉନ ଥାନାର ଗେଟକୁ ସୁନ୍ଦର କରିବା ସହ କାନ୍ଥରେ ଅଙ୍କା […]

  • Wednesday, 14 July 2021
cyclone
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ୟାସ୍’, ଆଜି ଝାଡ଼ଖଣ୍ଡ ମୁହାଁଇବ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୟାସ୍‌ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ […]

andman
ଆସୁଛି ବଡ଼ ବର୍ଷା, ଉପକୂଳ ଭିଜିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ  ଆଣ୍ଡାମାନ ସାଗର ଉପକୂଳରେ ବର୍ଷା ସହ ପବନ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି। ସେହିପରି କାଳବୈଶାଖୀ ଯୋଗୁଁ […]

  • Wednesday, 14 July 2021
hc
ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ମହମ୍ମଦ ରଫିକ।  ଆସନ୍ତାକାଲି ସେ ଓଡ଼ିଶା ହାଇକୋର୍ଟଙ୍କ  ୩୧ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ପୂର୍ବରୁ ସେ ମେଘାଳୟ, ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି। ଜଷ୍ଟିସ ରଫିକ ୧୯୮୬ ମସିହାରେ ରାଜସ୍ଥାନରେ ସରକାରୀ ଓକିଲ ଭଲେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।  ସୁପ୍ରିମକୋର୍ଟଙ୍କ କଲିଜିୟମ ତାଙ୍କୁ ଗତ ଏପ୍ରିଲ ୧୮ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ […]

  • Wednesday, 14 July 2021
wind
ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅଘଟଣ: ଗଛ ପଡ଼ି ଜଣଙ୍କ ମୃତ୍ୟୁ

ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା ‘ୟାସ୍‌’ ଏହାର ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବ ବୋଲି ଆଶା କରାଯାଉଛି । ତେବେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଅଘଟଣ ଘଟିଛି। ଚାଲି ଚାଲି ମଠକୁ ଯାଉଥିବା ବେଳେ ଜୋରରେ […]

beer32
ଦେଖରେ, ଭାଲୁ ଖାଉଛି ଲଙ୍କା ଆମ୍ବ

ରାୟଗଡ଼ା: ଭାଲୁ ଖାଉଛି ଲଙ୍କା ଆମ୍ବ। ୨ଟି କଳା ଭାଲୁ ବୁଲି ବୁଲି ଲଙ୍କା ଆମ୍ବ ଖାଉଛନ୍ତି।  ତାହା ବି ପୁଣି ରାତିରେ। ଖାଇବାର ମଜା ନେଉଛନ୍ତି ଭାଲୁ। ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ବାଳିକା ହାଇସ୍କୁଲ ପରିସରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ପାହାଡ ନିକଟରେ ଏହି ସ୍କୁଲଟି ଥିବାରୁ ଗତକାଲି ରାତିରେ ଭାଲୁ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ରାତି ପ୍ରାୟ ୧୧ଟା ବେଳେ ଗଛରୁ ପଡିଥିବା ଲଙ୍କା ଆମ୍ବ ବା ଭାଲିଆକୁ […]

  • Wednesday, 14 July 2021
light
୫.୩୦ ଯାଏଁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ୱର: ଅପରାହ୍ଣ ୫.୩୦ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା। ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର ଅଧା ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ। ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ ବଜ୍ରପାତ ନେଇ ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, କଟକ, ପୁରୀ ଓ ମୟୂରଭଞ୍ଜରେ ବର୍ଷା ବଜ୍ରପାତ ସୂଚନା ଦିଆଯାଇଛି। କଟକ ଓ ଭୁବନେଶ୍ୱରର ସହରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି […]

  • Wednesday, 14 July 2021
coronavirus
ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୩୫ କରୋନା ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ରେ ପହଞ୍ଚିଛି। Regret to inform the demise of thirty five numbers of Covid positive patients while under treatment in hospitals. 1.A 58 years old male of Angul district. 2.A 37 years old […]