• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bhadrak
ଜଗତସିଂହପୁର ପରେ ଆଉ ଗୋଟିଏ ଜିଲ୍ଲାରେ ଲାଗୁ ହେଲା କର୍ଫ୍ୟୁ

ଭଦ୍ରକ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଉଛି। ଜଗତସିଂହପୁର ପରେ ଏବେ ଭଦ୍ରକ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ଲକଡାଉନ ବେଳେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବାହାରକୁ ବାହାରିବା ନିଷେଧ ଥିବା ବେଳେ ଏହାକୁ ଆହୁରି କଡ଼ା ଭାବେ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି। ସଂଧ୍ୟା ୭ଟାରୁ […]

  • Wednesday, 14 July 2021
surat
ସୁରତରୁ ଫେରିଥିଲେ ୧୭୦ ନମ୍ୱର କରୋନା ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମ ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରତ ଲିଙ୍କ। ସଂପୃକ୍ତ ୧୮ ବର୍ଷୀୟ ଯୁବକ ସୁରତରୁ ଫେରି ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏପଟେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସେପଟେ […]

  • Wednesday, 14 July 2021
feast
ଏକାଦଶାହ ଭୋଜିକୁ ଯାଇଥିଲେ 'କରୋନା' ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କରାଯାଇଛି। ତେବେ ଚିନ୍ତା ବଢାଇଛନ୍ତି ୧୪୬ ନମ୍ବର ଆକ୍ରାନ୍ତ ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନଂ ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍‌ରେ କୋଲକାତାରୁ ଫେରିଥିଲେ। Travel History of #Covid19 Patients Case No: 157, 158 & 159 Contact tracing and follow-up action is being done. pic.twitter.com/6XdLWeV04i […]

  • Wednesday, 14 July 2021
chase
ନାଲି ପାଣି ପାଇଁ ଚୁଲିକୁ ଗଲା ସାମାଜିକ ଦୂରତ୍ୱ, କରୋନା ବ୍ୟାପିବାରେ ନୂଆ ବାହକ ହେବ କି ମଦ ବେପାର?

ଭୁବନେଶ୍ୱର: ଖାଇବା ପଛେ ନମିଳୁ, କିନ୍ତୁ ପ୍ରଥମେ ପେଟରେ ନାଲିପାଣି ପଡୁ। ଦେଢ଼ ମାସ ହେଲାଣି ପାଟି ଆମ୍ବିଳା। ତେଣୁ ଗ୍ରୀନ ଜୋନ୍‌ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା। ତେବେ ନିୟମ କୋହଳ ପରେ ଦେଶର ଗ୍ରୀନ ଜୋନ୍‌ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ଲମ୍ବା ଲାଇନ୍। ସେଇ ମାଲ୍ ପାଣି ବୋତଲେ ପାଇଁ ଧାଡ଼ି କୁଆଡୁ ବାହାରିଛି କୁଆଡ଼େ ଯାଉଛି ଠଉରେଇବା ମୁସ୍କିଲ। ବୁଢ଼ା, ଟୋକା ସମସ୍ତେ ବ୍ୟଗ୍ର। […]

  • Wednesday, 14 July 2021
migrants
ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଉତ୍ପାତ: ପୋଲିସ୍‌ ଉପରକୁ ପଥର ଫୋପାଡ଼ିଲେ, ଘରକୁ ଧାଇଁଲେ

ସୁରତ: ସୁରତ ଜିଲ୍ଲାର କଡୋଦରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଉତ୍ପାତ। ତୁରନ୍ତ ବ୍ୟବସ୍ଥା କରି ଆମକୁ ଆମ ରାଜ୍ୟ ପଠାଯାଉ ବୋଲି ଦାବି କରି ରାସ୍ତା ଉପରେ ହଙ୍ଗାମା କରିଛନ୍ତି ଶ୍ରମିକମାନେ। ୟୁପି, ବିହାର ଓ ଓଡ଼ିଶାର ହଜାର ହଜାର ଶ୍ରମିକ କଡୋଦରା ବରେଲିରେ ଜମା ହୋଇ ନିଜ ରାଜ୍ୟକୁ ଫେରାଇ ଦେବାକୁ ଦାବି କରିଛନ୍ତି। ଏମିତିକି ଘଟଣାସ୍ଥଳରେ ଥିବା ପୋଲିସ ଉପରେ କିଛି ଶ୍ରମିକ ପଥର ମାଡ କରିଥିବା ମଧ୍ୟ କରିଥିବା ଜଣାପଡିଛି। ପରିସ୍ଥିତିକୁ ଆଖି […]

  • Wednesday, 14 July 2021
suresh
ସମସ୍ତ ଜୋନ୍‌ରେ କଣ ରହିବ ସମାନ କଟକଣା?

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ବିଭିନ୍ନ ଜୋନରେ କଟକଣା ନେଇ ସୂଚନା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର SRC ପ୍ରଦୀପ ଜେନା କହିଛନ୍ତି। ଯେଉଁ ଅଞ୍ଚଳରେ ୨୧ ଦିନ ଭିତରେ କୌଣସି ପିଜିଟିଭ ହୋଇନାହାନ୍ତି ତାହା ଗ୍ରୀନ୍ ଜୋନ୍। ଯେଉଁଠି ଏବେ ସକ୍ରିୟ ରୋଗୀ ଅଛନ୍ତି ଏବଂ ସଂଖ୍ୟା ଦୁଇଗୁଣା ହେଉଛି ତାହା ରେଡ୍ ଜୋନ୍। ସେପଟେ କଟକଣା ସମ୍ପର୍କରେ SRC କହିଛନ୍ତି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ଥିବା ଯାଏଁ ସବୁ ଜୋନରେ ବିମାନ, […]

  • Wednesday, 14 July 2021
stuck
'ସରକାର ଶୁଣୁନାହାନ୍ତି, ଆମକୁ ଉଦ୍ଧାର କର'

ଶ୍ରୀକାକୁଲମ: ଲକଡାଉନ୍‌ରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଆକୁଳ ନିବେଦନ। କର୍ଣ୍ଣାଟକର ମାଙ୍ଗାଲୋରରୁ ଗତ ମାର୍ଚ୍ଚ ୨୭ ତାରିଖରେ ବାହାରି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ଗଞ୍ଜାମ ଚିକିଟି ବ୍ଲକ ରମେୟାପାଟଣା ଓ ସୋନପୁର ଅଞ୍ଚଳର ମତ୍ସ୍ୟଜୀବୀ କ୍ୱାରେଣ୍ଟିନ୍‌ ରହିବାର ୩୫ ଦିନ ହେଲାଣି ସମସ୍ତଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି। ନା ଆନ୍ଧ୍ର ସରକାର ନା ଓଡ଼ିଶା ସରକାର […]

  • Wednesday, 14 July 2021
bus
କେବଳ ଗ୍ରୀନ ଜୋନରେ ଚାଲିବ ବସ୍

ଭୁବନେଶ୍ୱର: କେବଳ ଗ୍ରୀନ ଜୋନରେ ହିଁ ବସ୍ ଚାଲିବ। ଏନେଇ ଆଜି ନୀତିଗତ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡଲାଇନ୍ ଅନୁସାରେ ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିପାରିବ। ବସରେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅରେଞ୍ଜ କିମ୍ବା ରେଡ୍ ଜୋନ୍‌ରେ ବସ୍ ଚାଲିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ୫୦% ଯାତ୍ରୀଙ୍କୁ ନେଇ ବସ୍ […]

  • Wednesday, 14 July 2021
night
ଭୁବନେଶ୍ୱର ଓ ଜଗତସିଂହପୁରରେ ରାତି ହେଲେ ବାହାରିବା ମନା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦୃଷ୍ଟିରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନରଙ୍କ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରେ ରାତିରେ ଲାଗିବ କର୍ଫ୍ୟୁ। ଗ୍ରୀନ୍ ଜୋନ ଥିବା ସତ୍ତ୍ୱେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ରହିବ। ଦେଶରେ ଲକ୍ […]

  • Wednesday, 14 July 2021
same
ଘୋଷଯାତ୍ରା ନେଇ ବଢ଼ିଲା ଆଶା, ରଥ ନିର୍ମାଣ ନେଇ ସୁପାରିଶ

ପୁରୀ: ରଥ ନିର୍ମାଣ ପାଇଁ ସୁପାରିଶ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି। ବଢ଼ିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଶା ଆଗାମୀ ରଥଯାତ୍ରା ଲାଗି ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ […]

  • Wednesday, 14 July 2021
entry
ପାସ୍‌ ନଆଣିଲେ ଓଡ଼ିଶାରେ ପ୍ରବାସୀଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ଅନ୍ୟ ରାଜ୍ୟରେ ଅଟକି ଥିବା ଓଡ଼ିଶାର ଲୋକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥାନ୍ତି ତା’ହେଲେ ସେମାନେ ସେଠାକାର ସରକାର ବା ପ୍ରଶାସନଠୁ ପାସ୍ ଆଣିବା ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଆସିବେ ସେହି ଗାଡ଼ି ସମ୍ପର୍କରେ ଓ ସେଥିରେ ଆସିବାକୁ ଥିବା ଯାତ୍ରୀଙ୍କ ସମ୍ପର୍କରେ ଓଡ଼ିଶା ସରକାରଙ୍କ କୋଭିଡ୍ ୱେବସାଇଟରେ ପଞ୍ଜିକରଣ କରାଇବେ ବୋଲି ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି […]

  • Wednesday, 14 July 2021
death
କଣ୍ଟା ସାଜିଲା ଲକ୍‌ଡାଉନ୍‌, ମାଆର ଶେଷ ଦର୍ଶନ କରିପାରିଲେନି ପୁଅ ଝିଅ

ଲକଡାଉନ୍ କଟକଣା ଯୋଗୁଁ ମାଆର ଶେଷ ଦର୍ଶନ କରିପାରିଲାନି ପୁଅ। ଏପରିକି ମୁଖାଗ୍ନି ବି ଦେଇ ପାରିଲାଗି। ଶେଷରେ ମୁଖାଗ୍ନି ଦେଲା ନାତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମ୍‌ଭି-୯୦ ଗାଁରେ ୪ ଦିନ ତଳେ ଗାଁର ଅଞ୍ଜଳି ମଣ୍ଡଳ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ମାଆର ମୃତ୍ୟୁ ଖବର ପାଇ ବି ଆନ୍ଧ୍ରପ୍ରଦେଶ କୁନ୍ତୁରରେ ଥିବା ପୁଅ ଲକଡାଉନ୍ ଯୋଗୁ ଆସିପାରି ନଥିଲା। ଶେଷରେ ନାତି ଦେଇଥିଲା ମୁଖାଗ୍ନି। ମାଆର ମୃତ୍ୟୁର ୪ […]

  • Wednesday, 14 July 2021
plagma therapy
ଆଉ ୬ କରୋନା ପଜିଟିଭ ଚିହ୍ନଟ, ୧୬୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଚିହ୍ନଟ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି କୋଭିଡ୍‌  ୱେବସାଇଟ୍‌ରେ ପ୍ରକାଶ ପାଇଛି।  ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ସେହିପରି ଭଦ୍ରକର ଉଭୟଙ୍କ ଘର ବାସୁଦେବପୁର, ଏମାନେ କୋଲକାତା ଫେରନ୍ତା। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିଲେବି ୧୦୮ ଆକ୍ଟିଭ୍ କେଶ ରହିଛି। […]

  • Wednesday, 14 July 2021
attack
କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ତେଜନା: ପୋଲିସ୍‌ ଉପରକୁ ପଥରମାଡ଼, ଭାଙ୍ଗିଦେଲେ ବ୍ୟାରିକେଡ୍‌

ରାଉଲକେଲା: ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡରେ ଉତ୍ତେଜନା। କିଛି ଲୋକ ପୋଲିସ ଉପରେ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ବଢିବା ପରେ ଅଧିକ ଫୋର୍ସ ପଠାଯାଇଛି। ତେବେ କେଉଁ କାରଣକୁ ନେଇ ପଥର ମାଡ଼ ଓ  ବ୍ୟାରିକେଡ଼ ଭଙ୍ଗା ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ପ୍ରକାଶଥାଉକି, ସୁନ୍ଦରଗଡ଼ରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୬ […]

  • Wednesday, 14 July 2021
well
ପୁଅକୁ ରକ୍ଷା କରିବାକୁ ଯାଇ କୂଅକୁ ଡେଇଁ ପଡିଲେ ମା

ଢେଙ୍କାନାଳ: ନିଜ ସନ୍ତାନର ଜୀବନ ରକ୍ଷା ପାଇଁ ତାର ମା ମୃତ୍ୟୁ ଆଗକୁ ଡେଇଁପଡେ। କିନ୍ତୁ ଶେଷରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପର୍ଜଙ୍ଗ ଥାନା ତୋରଡ଼ାନାଳି ଗାଁରେ। ଏକ ୩ ବର୍ଷର ପୁଅ ପିଲା ଖେଳୁଥିବା ବେଳେ କୌଣସି କାରଣରୁ କୂଅ ଭିତରେ ଖସି ପଡ଼ିଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ତାଙ୍କ ମା ମଧ୍ୟ ତତକ୍ଷଣାତ କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ କୂଅରୁ ଉଭୟଙ୍କ […]

  • Wednesday, 14 July 2021
dharmendrta
କରୋନା ପରବର୍ତ୍ତୀ ସ୍ଥିତିକୁ ନେଇ ୬ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଉପସାଗରୀୟ ଦେଶର ଓଡ଼ିଆ ସମାଜ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ କରୋନା ପରବର୍ତ୍ତୀ ସ୍ଥିତି ଏବଂ ଆଗାମୀ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଭାରତ ପାଇଁ ସୃଷ୍ଟି ହେଉଥିବା ସମ୍ଭାବନାକୁ କିପରି ଓଡ଼ିଶା ମୁହାଁ କରିହେବ ସେ ନେଇ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର। ଭିଡିଓ କନଫରେନ୍ସିଂ ଯୋଗେ ହୋଇଥିବା ଏହି ଆଲୋଚନାରେ ୟୁଏଇ, କାତାର, ସାଉଦି ଆରବ, […]

  • Wednesday, 14 July 2021
suresh
ବଡ଼ ଦାୟିତ୍ୱ ସମ୍ଭାଳିବେ ସୁରେଶ ମହାପାତ୍ର

ଭୁବନେଶ୍ୱର: ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଓଡ଼ିଶାରେ ଫସିଥିବା ବାହାର ରାଜ୍ୟ ଶ୍ରମିକଙ୍କ ଫେରିବା ନେଇ ମୁଖ୍ୟ ଦାୟିତ୍ୱରେ ରହିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର  ବାହାର ରାଜ୍ୟର ଶ୍ରମିକ ଓ ସାଧାରଣ ଲୋକ, ଯେଉଁମାନେ ଓଡ଼ିଶାରେ ଫସି ରହିଛନ୍ତି ସେମାନଙ୍କୁ କିଭଳି ନିଜ ରାଜ୍ୟକୁ ପଠାଯିବ ସେନେଇ ସେ ତଦାରଖ କରିବେ। ଏହାସହ ଶ୍ରମ କମିଶନର ଏନ୍. ଥିରୁମାଲା ନାଏକଙ୍କୁ ରାଜ୍ୟ ନୋଡାଲ ଅଫିସ ଭାବେ ନିୟୁକ୍ତ କରାଯାଇଛି। ବାହାର […]

  • Wednesday, 14 July 2021
rgt
କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ଏତେ ହୁଗୁଳା? ଖାଦ୍ୟ ଫୋପାଡ଼ିଲେ, ଘରକୁ ପଳାଇଲେ

ଭୁବନେଶ୍ୱର: ଓଡ଼ିଶାକୁ ଫେରିବାରେ ଲାଗିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ହେଲେ କିଛି ସ୍ଥାନରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଉପୁଜିଛି ଅସନ୍ତୋଷ। କେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଉଛି ତ ଆଉ କେଉଁଠି କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ଫିଙ୍ଗାପୋପଡ଼ା କଲେ ପ୍ରବାସ ଫେରନ୍ତା। କ୍ୱାରେଣ୍ଟିନ୍ ସେଣ୍ଟରରୁ ମୁହଁ ମୋଡ଼ି ଫେରିଗଲେ ଗାଁକୁ। ଗଂଜାମ ଜିଲ୍ଲାର ସୁରତ ଫେରନ୍ତା ଖାଦ୍ୟପେୟକୁ ନେଇ ହଙ୍ଗାମା ମଚାଇବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ […]

  • Wednesday, 14 July 2021
corona-weak
ରେଡ୍‌ ଜୋନ୍‌ରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ବର୍ତ୍ତମାନ ଭଦ୍ରକରେ ୧୯ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୨୧ଜଣ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଏବେବି ରାଜ୍ୟରେ ୧୦୧ଟି ଆକ୍ଟିଭ କେଶ ମଧ୍ୟ ରହିଛି। ସେହିପରି ବାଲେଶ୍ୱରରେ ୧୭ ଓ […]

  • Wednesday, 14 July 2021
hc
କେଉଁ ଜୋନ୍‌ରେ କେତେବେଳେ ଚାଲିବ କୋର୍ଟ?

କଟକ: ଲକ୍‌ଡାଉନ୍ ଅବଧି ଆଉ ୨ ସପ୍ତାହ ବଢିବା ପରେ ଏନେଇ ଜୋନ୍‌ ଅନୁସାରେ କୋର୍ଟ କାର୍ଯ୍ୟର ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ହାଇକୋର୍ଟ ସମେତ ବିଭିନ୍ନ ଜୋନରେ ତଳକୋର୍ଟ ଖୋଲିବା ନେଇ ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ରେଡ୍ ଜୋନ୍‌ରେ ଘଣ୍ଟାଏ ଏବଂ ଅରେଞ୍ଜ ଜୋନ୍‌ରେ ୨ ଘଣ୍ଟା ଲେଖାଏଁ ଖୋଲିବ ତଳକୋର୍ଟ। ସେହିପରି ଗ୍ରୀନ୍ ଜୋନ୍‌ରେ ସର୍ବାଧିକ ଅଢ଼େଇ ଘଣ୍ଟା ଯାଏଁ ତଳକୋର୍ଟ ଚାଲିବ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟର ସମସ୍ତ କାର୍ଯ୍ୟ ଦିବସରେ […]

  • Wednesday, 14 July 2021
red
ରେଡ୍‌ ଜୋନ୍‌ରେ ଭୁବନେଶ୍ୱର, କେଉଁ ଜିଲ୍ଲା କେଉଁ ଜୋନ୍‌ରେ ଦେଖନ୍ତୁ ତାଲିକା

ଭୁବନେଶ୍ୱର: ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ ଜୋନ୍‌କୁ ନେଇ ଜିଲ୍ଲା ବର୍ଗୀକରଣ କରିଛନ୍ତି ସରକାର। ରେଡ୍‌ ଜୋନ୍‌ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ। ତେବେ ଅରେଞ୍ଜ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍‌ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍‌ରେ ଅନ୍ତର୍ଭୁକ୍ତ […]

  • Wednesday, 14 July 2021
drink
ଗ୍ରୀନ୍‌ ଜୋନ୍‌ରେ ବି ଚାଲିବନି ବସ୍‌, ଖୋଲିବ ମଦ ଦୋକାନ

ଭୁବନେଶ୍ୱର: କେନ୍ଦ୍ରର ଗାଇଡଲାଇନ୍‌ ଆଧାରରେ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। କିନ୍ତୁ ଗ୍ରୀନ୍‌ ଜୋନ୍‌ରେ ଅନେକ କୋହଳ ହୋଇଥିଲେବି ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ଗ୍ରୀନ୍ ଜୋନରେ ଚାଲିପାରିବନି ବସ୍। ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂର୍ବରୁ କେନ୍ଦ୍ର ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ […]

  • Wednesday, 14 July 2021
restrictioin
କାଲିଠୁ କଣ ହେବ କଟକଣା, ଆସିଲା ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: କେନ୍ଦ୍ରର ଲକଡାଉନ୍ କଟକଣା ଆଧାରରେ ରାଜ୍ୟ ସରକାର ବି ଆଜି ଜାରି କରିଛନ୍ତି ଗାଇଡ୍ ଲାଇନ୍। ରେଡ୍ ଓ ଅରେଞ୍ଜ ଜୋନ୍‌ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବ। ଏହି ଏଞ୍ଚଳରେ ଏସ୍ଓପିରେ ଦିଆଯାଇଥିବା କଠୋର ଯାଞ୍ଚ ବ୍ୟବସ୍ଥାର କଡ଼ା ଅନୁପାଳନ କରାଯିବ। ଏଠାକାର ସମସ୍ତ ବାସିନ୍ଦାଙ୍କ ପାଇଁ ଆରୋଗ୍ୟସେତୁ  ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି। ଏହି ଅଞ୍ଚଳକୁ ଯାଆସ ସଂପୂର୍ଣ୍ଣ  ନିଷେଧ ରହିବ ସେହିପରି ଦେଶବ୍ୟାପୀ ଲାଗି ଅନ୍ୟ ସମସ୍ତ କଟକଣାକୁ କଡ଼ାକଡି ପାଳନ କରାଯିବ। ସେହିପରି […]

  • Wednesday, 14 July 2021
rainfall
୨୪ ଘଣ୍ଟାରେ ଅବପାତ, ୭ ଯାଏ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ମେ ୭ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୱେଲମାର୍କଡ ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଆଜି ଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାର ପ୍ରଭାବରେ ମେ ୩ରୁ ୭ […]

  • Wednesday, 14 July 2021
reporter
ରିପୋର୍ଟିଂ ବେଳେ ସାମ୍ୱାଦିକଙ୍କୁ ବନକର୍ମଚାରୀଙ୍କ ଆକ୍ରମଣ

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ବନବିଭାଗର କର୍ମଚାରୀ କ୍ୟାମେରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି। ଆଜି ବାତ୍ୟା ଫନୀକୁ ବର୍ଷେ ପୁରିଛି। ସେହି ସମୟରେ ଫନୀର ତାଣ୍ଡବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ବାଲୁଖଣ୍ଡ ଅଭୟାରଣ୍ୟର ହଜାର ହଜାର ଗଛ। ଏନେଇ ଖବର ସଂଗ୍ରହ […]

  • Wednesday, 14 July 2021